‘ସମ୍ବିଧାନର ମୌଳିକ ନୀତିର ସୁରକ୍ଷା ପାଇଁ ପ୍ରତ୍ୟେକ ନାଗରିକ ବଦ୍ଧପରିକର ହୁଅନ୍ତୁ’

ବ୍ରହ୍ମପୁର ଅଫିସ,୨୬।୧: ଗଞ୍ଜାମ ଜିଲା ଖଲିକୋଟ କଲେଜ ଖେଳ ପଡ଼ିଆ ପରିସରରେ ଉପଖଣ୍ଡସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳିତ ହୋଇଯାଇଛି। ଏଥିରେ ଦକ୍ଷିଣାଞ୍ଚଳ ଆରଡିସି ଟି. ଆଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ସମ୍ବିଧାନର ମୌଳିକ ନୀତିର ସୁରକ୍ଷା ପାଇଁ ପ୍ରତ୍ୟେକ ନାଗରିକ ବଦ୍ଧପରିକର ହେବାକୁ ଆରଡିସି ଆହ୍ବାନ ଦେଇଥିଲେ। ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତତ୍ରୟ ଭାଉସାହେବ, ଆଡିଶନାଲ ଏସ୍‌ପି ପ୍ରଭାତ ରାଉତରାୟ, ବିଏମ୍‌ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମିଳିତ ପରେଡ୍‌ରେ ୩୮ ଟି ସ୍କୁଲ, କଲେଜର ଛାତ୍ରୀଛାତ୍ର ଭାଗନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଇନଜୀବୀ ଓ ଯୁବନେତାଙ୍କୁ ପୋଲିସର ମାଡ଼

ଆନନ୍ଦପୁର,୨୬।୩(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସ୍ପେଶାଲ ସ୍କାଡ୍‌ରେ କାର୍ଯ୍ୟ କରୁଥିବା ରାମଚନ୍ଦ୍ରପୁର ଥାନାର ଜଣେ ଏସଆଇ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ବ୍ରିଜ ଛକ ନିକଟରୁ ଜଣେ...

ଫି’ଦିନ ନଷ୍ଟ ହେଉଛି ଲକ୍ଷେ ଲିଟର କ୍ଷୀର

କଟକ ଅଫିସ,୧୨ା୬: କଟକ ଜିଲାରେ ବିପୁଳ ପରିମାଣରେ କ୍ଷୀର ନଷ୍ଟ ହେଉଛି। ଦିନକୁ ଉତ୍ପାଦନ ୨ ଲକ୍ଷ ୩୦ ହଜାର ଲିଟର। ତଥାପି ବିକ୍ରି ପରେ...

ବ୍ୟବସାୟୀଙ୍କଠାରୁ ଲୁଟେରା ଝାମ୍ପିନେଲେ ଦେଢ଼ ଲକ୍ଷ ଟଙ୍କା

ଭଦ୍ରକ ଅଫିସ/ଭଣ୍ଡାରିପୋଖରୀ,୨୭।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ୍‌ସ୍ଥିତ ଆଲ୍ହାବାଦ ବ୍ୟାଙ୍କ ଶାଖା ସମ୍ମୁଖରୁ ଶୁକ୍ରବାର ପୂର୍ବାହ୍ନରେ କଳା ପଲସରରେ ଆସି ଜଣେ ବ୍ୟବସାୟୀଙ୍କଠାରୁ ଦୁଇ...

ରାସ୍ତା ଅବସ୍ଥା ଶୋଚନୀୟଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ଝୁମ୍ପୁରା ୧୬।୭(ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଫକିରପୁର, ପଦ୍ମକେଶରପୁର, ବାଘିଆନଶା, କଙ୍କଡାଯୋଡି ଗାଁ ଲୋକେ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି କରିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ...

ଗାଁକୁ ଛାଡିଲେ ନାହିଁ, ପୋଲ ତଳକୁ ଖସି ପଡିଲେ

ଲୋଇସିଂହା,୨୨ା୪(ଡି. ଏନ .ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କୁଟରାପାଲି-ଝାରମୁଣ୍ଡା ରାସ୍ତାର କୁଟରାପାଲି ପୋଲତଳୁ ମଙ୍ଗଳବାର ରାତିରେ ଜଣେ ବ୍ୟକ୍ତିଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।...

ବାଇକ୍‌କୁ ଧକ୍କା ଦେଲା ଆମ୍ବୁଲାନ୍ସ, ୨ ମୃତ

ତୁମୁଡ଼ିବନ୍ଧ,୧୬ା୩( ଡି.ଏନ୍‌.ଏ.) କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ୫୯ନଂ. ଜାତୀୟ ରାଜପଥର ମୁଣ୍ଡିଗଡଠାରେ ରବିବାର ଅପରାହ୍ନରେ ଏକ ବାଇକ୍‌କୁ ପଛପଟୁ ଆମ୍ବୁଲାନ୍ସ ଧକ୍କା ଦେବାରୁ ୨ଜଣଙ୍କ...

ଆଜି ସରିବ ଯାତ୍ରା, ନିଜସ୍ବ ମନ୍ଦିରକୁ ବାହୁଡ଼ିବେ ମା’

ବ୍ରହ୍ମପୁର ଅଫିସ,୨୯ା୪-ମାସାଧିକ ସମୟ ଧରି ଅନୁଷ୍ଠିତ ହୋଇଥିବା ବ୍ରହ୍ମପୁର ପ୍ରସିଦ୍ଧ ମା’ ବୁଢୀଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ସୋମବାର ଶେଷ ହେବ।   ରବିବାର ଥିଲା ମା’ଙ୍କ ଯାତ୍ରାର...

ସଂଯୋଗ ସତ୍ତ୍ୱେ ଅଘୋଷିତ ବିଦ୍ୟୁତ୍‌ କାଟ ଜାରି: ପର୍ଯ୍ୟଟନ ଶିଳ୍ପ ପାଇଁ ଦିଲ୍ଲୀ, କୋଲକାତାରେ ହେବ ପ୍ରେସ୍‌ ମିଟ୍‌

ପୁରୀ ଅଫିସ, ୩।୮: ବାତ୍ୟାରେ ଛାରଖାର ହୋଇଯାଇଥିଲା ପର୍ଯ୍ୟଟନ ସହର ପୁରୀ। ହୋଟେଲ ଶିଳ୍ପ ମଧ୍ୟ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା। ଶନିବାର ବାତ୍ୟା ଫନୀକୁ ୩ମାସ...

Coronavirus Update


Archives

Model This Week

Why Dharitri