Posted inଜାତୀୟ

ସମ୍ବର ନେଲା ୬ବର୍ଷ ଛାତ୍ରର ଜୀବନ

ହାଇଦ୍ରାବାଦ୍‌,୧୫।୧୧: ଆନ୍ଧ୍ର ପ୍ରଦେଶ କୁରନୁଲର ଏକ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି। ଗରମ ସନ୍‌ମ୍ବରରେ ପଡି ଜଣେ ୬ ବର୍ଷ ଛାତ୍ରର ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ଡି ପୁରୁଷୋତ୍ତମ ରେଡ୍ଡି। ଶିଶୁଙ୍କ ପରିବାର ପକ୍ଷରୁ ସ୍କୁଲ ନାଁରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ବିଜୟନିକେତନ ସ୍କୁଲର ୟୁକେଜିରେ ପଢୁଥିବା ପୁରୁଷୋତ୍ତମ ମଧ୍ୟାହ୍ନ ଭୋଜନ ସମୟରେ ସମ୍ବର ଆଣିବା ପାଇଁ ଲାଇନରେ ଛିଡା ହୋଇଥିବାବେଳେ ଭିଡ ଯୋଗୁ ଗରମ ସମ୍ବର ହଣ୍ଡାରେ ପଡିଯାଇଥିଲେ। ତୁରନ୍ତ ସେଥିରୁ ବାହାର କରାଯାଇ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍କୁଲ ଅଧିକାରୀଙ୍କ ଅସାବଧାନତାରୁ ଏଭଳି ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ସାମ୍ନାରେ ଚନ୍ନି-ସିଦ୍ଧୁ କୋଳାକୋଳି

ଚଣ୍ଡିଗଡ,୨୮।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପଞ୍ଜାବ ଗସ୍ତ ସମୟରେ ରାଜ୍ୟରେ ଦଳୀୟ ମତଭେଦ ଦୂର ହେବା ପରି ଲାଗୁଛି। ରାହୁଲଙ୍କ ସାମ୍ନାରେ ମୁଖ୍ୟମନ୍ତ୍ରୀ ଚରଣଜିତ...

ଭାରତରେ ଦେଖାଯାଇ ନାହିଁ ନୂଆ କୋଭିଡ୍‌ ଷ୍ଟ୍ରେନ: କେନ୍ଦ୍ର

ନୂଆଦିଲ୍ଲୀ,୨୨।୧୨: ୟୁନାଇଟେଡ୍‌ କିଙ୍ଗଡମ(ୟୁକେ)ରୁ ଆରମ୍ଭ ହୋଇଥିବା କରୋନା ଭାଇରସର ନୂଆ ଷ୍ଟ୍ରେନ ଏପର୍ଯ୍ୟନ୍ତ ଭାରତରେ ଦେଖାଦେଇ ନାହିଁ। ଏଣୁ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନ...

ରାଜସ୍ଥାନରେ ତାଣ୍ଡବ ରଚୁଛି ସାଇକ୍ଲୋନିକ ଷ୍ଟ୍ରମ୍‌ ‘ବିପର୍ଯ୍ୟୟ’, ୩୬ଘଣ୍ଟା ମଧ୍ୟରେ ଦୂର୍ବଳ ହେବାର ସମ୍ଭାବନା

ନୂଆଦିଲ୍ଲୀ,୧୭।୬: ସିଭିୟର ସାଇକ୍ଲୋନିକ ଷ୍ଟ୍ରମ୍‌ ‘ବିପର୍ଯ୍ୟୟ’ ଶନିବାର ସକାଳେ ରାଜସ୍ଥାନରେ ପହଞ୍ଚିଛି। ବାତ୍ୟା ୬୫ କିମି ବେଗରେ ଯୋଧପୁର ଆଡକୁ ଗତି କରୁଛି । ବାତ୍ୟା...

କର୍ନାଟକ ଫଳାଫଳ: କେଉଁଠି ଝୁଣ୍ଟିଲା ଭାଜପା ?…

ବେଙ୍ଗାଲୁରୁ,୧୩।୫ : କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳରେ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠତା ମୁହାଁ ହୋଇଛି। ରାଜ୍ୟର ୩୬ ଟି ଗଣନା କେନ୍ଦ୍ରରେ ୨୨୪ ବିଧାନସଭା...

ବିଚ୍‌ ରାସ୍ତାରେ ଅଧିକାରୀଙ୍କୁ ଚପଲରେ ପିଟିଲେ ଭାଜପା ନେତ୍ରୀ

ଚଣ୍ଡିଗଡ଼,୫।୬: ଟିକ୍‌ଟକ୍‌ ଷ୍ଟାର ତଥା ଭାଜପା ନେତ୍ରୀ ସୋନାଲି ଫୋଗାଟ ପ୍ରାୟ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଚଳିତ ଥର ମଧ୍ୟ ସେ ଏଭଳି ଏକ କାମ...

ଶିବକୁମାରଙ୍କ ପାଇଁ ସଙ୍କଟ: କର୍ନାଟକରେ ହେବେ ୫ ଉପମୁଖ୍ୟମନ୍ତ୍ରୀ…

ବେଙ୍ଗାଲୁରୁ,୨୩।୯ : କର୍ନାଟକ କଂଗ୍ରେସ ବିଧାୟକ ବାସଭରାଜ ରାୟାରେଡି ଶନିବାର ଦାବି କରିଛନ୍ତି ରାଜ୍ୟରେ ଆଉ ୫ଜଣ ଉପ-ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ସରକାର ଏହା ଉପରେ ବିଚାର...

ଥରିଲା ଦିଲ୍ଲୀ-ଏନ୍‌ସିଆର୍‌

ନୂଆଦିଲ୍ଲୀ,୨୦।୧୨: ଦିଲ୍ଲୀ-ଏନ୍‌ସିଆର୍‌ ସମେତ ଉତ୍ତର ଭାରତରେ ଶୁକ୍ରବାର ଅପରାହ୍ନରେ ଏକ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଏହାପରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଚାଲି...

ଉପରାଷ୍ଟ୍ରପତିଙ୍କୁ ଆଙ୍ଗୁଠି ଦେଖାଇ ଚର୍ଚ୍ଚାରେ ଜୟା

ନୂଆଦିଲ୍ଲୀ,୧୨।୨: ବଲିଉଡର ଭେଟେରାନ ଅଭିନେତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଜୟା ବଚ୍ଚନ ସୋସିଆଲ ମିଡିଆରେ ନିଜ ରାଗ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଛନ୍ତି।...

Advertisement
Archives

Model This Week