Posted inଜାତୀୟ

ସମଗ୍ର ଦେଶରେ ଖୋଲାଯିବ ୭୫ ମେଡିକାଲ କଲେଜ

ନୂଆଦିଲ୍ଲୀ,୨୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୋଦି କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସମଗ୍ର ଦେଶରେ ମୋଟ ୭୫ଟି ନୂତନ ମେଡିକାଲ କଲେଜ ଖୋଲାଯିବା ନେଇ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଥିବା ଜଣାପଡ଼ିଛି। ବୈଠକ ଶେଷ ହେବା ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି। ନୂଆ ମେଡିକାଲ କଲେଜ ଖୋଲିବା ପାଇଁ ୨୪,୩୭୫ କୋଟି ଖର୍ଚ୍ଚ ହେବ। ଏଥିରେ ଏମ୍‌ବିବିଏସ୍‌ର ୧୫,୭୦୦ ନୂତନ ସିଟ ରହିବ। ଦେଶର ଯେଉଁ ରାଜ୍ୟଗୁଡ଼ିକ ସ୍ବାସ୍ଥ୍ୟକ୍ଷେତ୍ରରେ ପଛୁଆ, ସେଠାରେ ଏହି ନୂତନ ମେଡିକାଲ କଲେଜ ଖୋଲାଯିବ। ଏଥିଯୋଗୁ ଗାଁ ଗାଁରେ ସ୍ବାସ୍ଥ୍ୟାସେବା ପହଞ୍ଚାଇବା ପାଇଁ ଅଧିକ ଡାକ୍ତର ଉପଲବ୍ଧ ହେବେ ବୋଲି ଜାଭଡେକର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧରା ପଡ଼ିଲା ଟ୍ରମ୍ପ୍‌ଙ୍କ ମିଛ

ନୂଆଦିଲ୍ଲୀ, ୨୦।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ତେବେ ଏହା ପୂର୍ବରୁ ଟ୍ରମ୍ପ୍‌ ୨ ଦିନରେ କହିଥିବା ୨ଟି...

ତଦନ୍ତ ପାଇଁ ସିବିଆଇକୁ ନେବାକୁ ପଡ଼ିବ ଅନୁମତି

ନୂଆଦିଲ୍ଲୀ,୪।୩: ମେଘାଳୟ ସରକାରଙ୍କ ବିନା ଅନୁମତିରେ ସିବିଆଇ ରାଜ୍ୟରେ ତଦନ୍ତ କରିପାରିବ ନାହିଁ। ମେଘାଳୟ ସରକାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)କୁ ଦିଆଯାଇଥିବା ସହମତି ଅନୁମତିକୁ...

ଅମ୍ବାନୀଙ୍କ ଘରେ ପୁଣି ବାଜିବ ଶାହାନାଇ!

ମୁମ୍ବାଇ,୧୯ ।୧୨: ଉଦ୍ଦ୍ୟୋଗପତି ଅନିଲ ଅମ୍ବାନୀ ଓ ଟିନା ଅମ୍ବାନୀଙ୍କ ପୁଅ ଜୟ ଅନମୋଲ ଅମ୍ବାନୀଙ୍କର ଏନଗେଜମେଣ୍ଟ ସରିଛି । କୃଷ୍ଣା ଶାହାଙ୍କ ସହ ଅନମୋଲଙ୍କର...

ବିବାଦରେ ‘ବିଫ୍‌ ଫ୍ରାଏ’ ଟୁଇଟ୍‌

ଥିରୁଭାନନ୍ତପୁରମ୍‌,୧୮ା୧ (ପି.ଟି.): ମକର ସଂକ୍ରାନ୍ତି ଦିନ କେରଳ ପର୍ଯ୍ୟଟନ ବିଭାଗ ‘ବିଫ୍‌ ଫ୍ରାଏ’ ଟୁଇଟ୍‌ କରି ବିବାଦ ଘେରକୁ ଆସିଛି। ଏହାକୁ ନେଇ ବିବଦା ଉଠିବା...

ବିଷାକ୍ତ ମଦ ପିଇ ଆଜମଗଡରେ ୭ ମୃତ, ୧୨ ଅସୁସ୍ଥ

ଆଜମଗଡ଼,୨୧।୨: ଉତ୍ତରପ୍ରଦେଶର ଆଜମଗଡ ଜିଲାରେ ପୁଣି ଥରେ ବିଷାକ୍ତ ମଦ ନେଲା ଅନେକଙ୍କ ଜୀବନ। ବିଷାକ୍ତ ମଦ ପିଇ ଏପର୍ଯ୍ୟନ୍ତ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ...

ପଲଓ୍ବଲ ଏକ୍ସପ୍ରେସଓ୍ବେରେ କାହିଁକି ଜରୁରୀ ଅବତରଣ କଲା ବାୟୁସେନା ହେଲିକପ୍ଟର

ଚଣ୍ଡିଗଡ଼,୨୬।୬: ହରିୟାଣାର ସୋନିପତରେ ବାୟସେନା ହେଲିକପ୍ଟରକୁ ଜରୁରୀ ଅବତରଣ କରାଯାଇଛି। ଶୁକ୍ରବାର କୁଣ୍ଡଲି-ଗାଜିଆବାଦ ପଲଓ୍ବଲ ଏକ୍ସପ୍ରେସଓ୍ବେରେ ବାୟୁସେନା ହେଲିକପ୍ଟରକୁ ଅଚାନକ ଜରୁରୀ ଅବତରଣ କରାଯାଇଥିବା ସୂଚନା...

‘୫୦୦ ଟଙ୍କାରେ ଭୋଟ କିଣୁଛନ୍ତି ମମତା’

କୋଲକତା,୩୦।୯: ପଶ୍ଚିମବଙ୍ଗର ଭବାନୀପୁର ଆସନରେ ମତଦାନ ଜାରି ରହିଛି। ଏହି ହାଇ ପ୍ରୋଫାଇଲ ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଭଜପାର ପ୍ରିୟଙ୍କା ଟିବ୍ରେୱାଲଙ୍କ ମଧ୍ୟରେ...

ୟୁପିଏସ୍‌ସି ସାକ୍ଷାତକାରରେ ପଚରାଯାଏ ଏପରି ପ୍ରଶ୍ନ, ଆଇଏଏସ୍‌ ଟପ୍ପର ପ୍ରଦୀପଙ୍କ ଉତ୍ତର

ନୂଆଦିଲ୍ଲୀ,୬।୮: କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍‌ସି) ପକ୍ଷରୁ ୨୦୧୯ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ହରିୟାଣାର ସୋନେପତ୍‌ ଜିଲା ନିବାସୀ ପ୍ରଦୀପ ସିଂ...

Advertisement
Archives

Model This Week