ନୂଆଦିଲ୍ଲୀ,୬-୭: ଖାଦ୍ୟ ସାମଗ୍ରୀ, ସାର ଏବଂ ତୈଳ ବାବଦରେ ସରକାର ୨୦୧୯-୨୦ ଆର୍ଥତ୍କ ବର୍ଷରେ ସବସିଡି ବାବଦକୁ ୩.୦୧ ଲକ୍ଷ କୋଟି ଟଙ୍କା ପ୍ରଦାନ କରିବେ। ଚଳିତ ବର୍ଷ ସବସିଡି ବିଲ୍ରେ ୧୩.୩୨% ବୃଦ୍ଧି ଘଟିଛି। ଚଳିତ ଆର୍ଥତ୍କ ବର୍ଷରେ ତୈଳ ସବସିଡି ଭାବେ ୩୭,୪୭୮ କୋଟି ପ୍ରଦାନ କରାଯିବ। ଏହା ୨୦୧୮-୧୯ରେ ୨୪,୮୩୩ କୋଟି ଟଙ୍କା ରହିଥିଲା। ସେହିଭଳି ଏଲପିଜି ସବସିଡି ଭାବେ ୩୨,୯୮୯ କୋଟି ଟଙ୍କା ପ୍ରଦାନ କରିବା ନେଇ ଆକଳନ କରାଯାଇଛି। ଏହା ୨୦୧୮-୧୯ରେ ୨୦,୨୮୩ କୋଟି ଟଙ୍କା ରହିଥିଲା। ୨୦୧୮-୧୯ରେ କିରୋସିନ ସବସିଡି ଭାବେ କେନ୍ଦ୍ର ସରକାର ୪୫୫୦ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ଚଳିତ ଆର୍ଥତ୍କ ବର୍ଷରେ ୪୪୮୯ କୋଟି ଟଙ୍କା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେହିଭଳି ଫୁଡ ସବସିଡି ବିଲ୍ରେ ୭.୫୪% ବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଛି। ଏହା ୧.୭୧ ଲକ୍ଷ କୋଟିରୁ ୧.୮୪ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ଘଟିବ। ସେହିଭଳି ସାର ସବସିଡି ୧୪.୧୪% ବଢି ୭୯,୯୯୬ କୋଟି ଟଙ୍କା ରହିଛି। ଯାହା ପୂର୍ବ ଆର୍ଥତ୍କ ବର୍ଷ ୭୦ କୋଟି ଟଙ୍କା ରହିଥିଲା।

ଖରିଆର ରୋଡ୍ରେ ବିଓଏମ୍ର ନୂତନ ଶାଖା
ଭୁବନେଶ୍ୱର,୧।୭: ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର (ବିଓଏମ୍)ର ଆଉ ଏକ ନୂତନ ଶାଖା ନୂଆପଡ଼ା ଜିଲାର ଖରିଆର ରୋଡ୍ଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ନୂଆପଡ଼ାର ସୁପରିଣ୍ଟେଣ୍ଡେଣ୍ଟ...
ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୬୧.୨୨%
ଭୁବନେଶ୍ୱର,୨୯-୨(ବ୍ୟୁରୋ): ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ଜାନୁୟାରୀରେ ଅପରିବର୍ତ୍ତିତ ୩୩୦ ପଏଣ୍ଟ ରହିଛି। ତାଳଚେର ଏବଂ ଅନୁଗୋଳରେ ଏହା...

ଅର୍ଥ ବ୍ୟବସ୍ଥା ସୁଧାର ପ୍ରକ୍ରିୟାରେ ବାଧା, ଚିନ୍ତା ବଢ଼ାଉଛି ସଂକ୍ରମଣ
ଭୁବନେଶ୍ୱର,୨୬।୪: ଚଳିତ ଆର୍ଥତ୍କବର୍ଷରେ ଦେଶର ଅଭିବୃଦ୍ଧି ଟ୍ରାକକୁ ଫେରି ଆସିବ ବୋଲି ଅନେକେ ଆଶା କରୁଥିଲେ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍) ମଧ୍ୟ ୨ ସପ୍ତାହ ତଳେ କହିଥିଲା...

ଶିକ୍ଷକରୁ ଶିକ୍ଷା ଉଦ୍ୟୋଗୀ
ପିଲାଟି ଦିନରୁ ମାତାପିତାଙ୍କୁ ହରାଇଥିବା ଜଣେ ମେଧାବୀ ଛାତ୍ର ଯେ କେବେ ଶହ ଶହ ପିଲାଙ୍କର ଦାୟିତ୍ୱ ବହନ ସହ ଅଭିଭାବକ ଓ ଗୁରୁଙ୍କ ଭୂମିକା...

କରୋନା ମୁକାବିଲା: ପର୍ଯ୍ୟାପ୍ତ ସ୍ବାସ୍ଥ୍ୟ ଭିତ୍ତିଭୂମି ଅଭାବ ବଡ଼ ଚ୍ୟାଲେଞ୍ଜ
ମୁମ୍ବାଇ,୧୬।୩: କରୋନା ସଂକ୍ରମଣକୁ ରୋକିବା ଲାଗି ସରକାର ମଲ୍ ଏବଂ ଅନ୍ୟ ସାର୍ବଜନୀନ ସ୍ଥାନଗୁଡିକୁ ନ ଯିବା ଲାଗି ଲୋକଙ୍କୁ ବାରଣ କରିଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରେ...

କ୍ଷୁଦ୍ର ଋଣଗ୍ରହୀତାଙ୍କ ଋଣ ଛାଡ଼ କରିବେ ସରକାର
ନୂଆଦିଲ୍ଲୀ,୧୯-୮: କ୍ଷୁଦ୍ର ଋଣଗ୍ରହୀତାଙ୍କ ଋଣ ଛାଡ଼ ଲାଗି ଏକ ଯୋଜନା କେନ୍ଦ୍ର ସରକାରଙ୍କ ବିଚାରାଧୀନ ରହିଛି। ଇନ୍ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍(ଆଇବିସି) ଅଧୀନରେ କ୍ଷୁଦ୍ର ଋଣଗ୍ରହୀତାଙ୍କ...

ବ୍ୟାଙ୍କିଙ୍ଗ ଉଦ୍ୟୋଗ ମହଙ୍ଗା ଭତ୍ତା ୬୮.୧%
ଭୁବନେଶ୍ୱର,୨-୮(ବ୍ୟୁରୋ): ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ମେ’ ମାସରେ ୩୧୪ ପଏଣ୍ଟ ଥିଲା। ଏହା ଜୁନରେ ୨ ପଏଣ୍ଟ...

ଆରମ୍ଭ ହେଲା ଏମ୍ପିସି ବୈଠକ;ରେପୋ ହାର ହ୍ରାସ ଆଶାରେ ଶିଳ୍ପ ଜଗତ
ନୂଆଦିଲ୍ଲୀ,୬-୮: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ( ଆର୍ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ମୁଦ୍ରା ନୀତି କମିଟି (ଏମ୍ପିସି) ବୈଠକ ସୋମବାରଠାରୁ ଆରମ୍ଭ ହୋଇଛି। ଏହା...