Posted inଖେଳ

ସବୁ ଫର୍ମାଟରେ ବିରାଟ ଶ୍ରେଷ୍ଠ: ମାଇକେଲ ଭନ

ଲଣ୍ଡନ,୨୫।୧୧: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ ଜୀବନର ସର୍ବଶ୍ରେଷ୍ଠ ଫର୍ମରେ ଅଛନ୍ତି। ବାଂଲାଦେଶ ବିପକ୍ଷ ପିଙ୍କ୍‌ ବଲ ଟେଷ୍ଟର ଦ୍ୱିତୀୟ ଦିନରେ ନିଜ ଟେଷ୍ଟ କ୍ୟାରିୟରର ୨୭ତମ ଟେଷ୍ଟ ଶତକ ହାସଲ କରିଛନ୍ତି। ବିରାଟଙ୍କ ଫର୍ମ ଦେଖି ତାଙ୍କୁ ଏଯୁଗର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ଆଖ୍ୟା ଦେଇଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକେଲ ଭନ। ପ୍ରଥମେ ରେଡ, ପରେ ହ୍ବାଇଟ ଏବଂ ଏବେ ପିଙ୍କ ବଲରେ ବିରାଟ ଶତକ ହାସଲ କରିଛନ୍ତି। ବିରାଟ ହେଉଛନ୍ତି ସବୁ ଫର୍ମାଟର ଶ୍ରେଷ୍ଠ ବ୍ୟାଟସମ୍ୟାନ ବୋଲି ଭନ ଟୁଇଟ୍‌ ଯୋଗେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାମ୍ପିୟନ୍ସ ଲିଗ୍‌: ୩୪ ବର୍ଷୀୟ ଗିରୋଡ୍‌ ଦେଲେ ୪ ଗୋଲ୍‌

ସେଭିଲି (ସ୍ପେନ୍‌), ୪ା୧୨ (ଏପି)-ଚାମ୍ପିୟନ୍ସ ଲିଗ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ସବୁଠାରୁ ବୟସ୍କ ଖେଳାଳି ଭାବେ ହ୍ୟାଟ୍ରିକ ଅର୍ଜନ କରିଛନ୍ତି ଚେଲ୍‌ସି ଷ୍ଟ୍ରାଇକର ଅଲିଭର ଗିରୋଡ୍‌। ସେଭିଲା...

ରଣଜୀ ଟ୍ରଫି: ସୌରାଷ୍ଟ୍ର- ବେଙ୍ଗଲ ଫାଇନାଲ ମୁକାବିଲା

ରାଜକୋଟ,୮।୩(ପି.ଟି.)- ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ(ଏସ୍‌ସିଏ) ଷ୍ଟାଡିୟମରେ ଦେଶର ସର୍ବବୃହତ୍‌ ଘରୋଇ କ୍ରିକେଟ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ଫାଇନାଲ ମ୍ୟାଚ୍‌ ସୋମବାରଠାରୁ ଆରମ୍ଭ ହେବ। ଟାଇଟଲ...

କେଦାର ଯାଦବଙ୍କୁ ଛାଡ଼ିବ ସିଏସ୍‌କେ

ଚେନ୍ନାଇ,୭।୧- ଆଇପିଏଲ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରୁ ବିଦା ହେବାକୁ ଯାଉଛନ୍ତି ଅଲରାଉଣ୍ଡର କେଦାର ଯାଦବ। ୨୦୨୧ ଆଇପିଏଲ ଲାଗି ହେବାକୁ ଥିବା ମିନି...

ଦୁନିଆର ସର୍ବ କନିଷ୍ଠ ବାହୁବଳୀ: ୭ ବର୍ଷର ଝିଅ ଉଠାଉଛନ୍ତି ୮୦ କିଲୋର ଓଜନ

ଦୁନିଆରେ ଏମିତି ଅନେକ ଲୋକ ରହିଛନ୍ତି ଯେଉଁମାନେ ନିଜର ଚମତ୍କାର କାର୍ଯ୍ୟକରି ସୁନାମ ଅର୍ଜନ କରିଥାନ୍ତି। ଏହି ସଫଳତା ପାଇବା ପାଇଁ ଲୋକଙ୍କୁ ଅନେକ ବର୍ଷ...

୬ ବଲ୍‌ରେ ୨୬ ରନ୍‌

ମୁମ୍ବାଇ,୨୦।୫: ଗୋଟିଏ ଓଭରରେ ୨୬ ରନ୍‌। ଶୁକ୍ରବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସର ମୋଇନ ଅଲିଙ୍କ ଏଭଳି ଧୂଆଁଧାର ବ୍ୟାଟିଂ ଦେଖିବାକୁ...

ଟି-୨୦ ଓ୍ବାଲର୍‌ଡ କପ୍‌ରୁ ଭାରତ ବାହାର, ବିଜ୍ଞାପନ ଆୟରେ ୧ ହଜାର କୋଟି କ୍ଷତି ହେବା ଆଶଙ୍କା…

ନୂଆଦିଲ୍ଲୀ,୮।୧୧: ଯାହା ଆଶଙ୍କା କରାଯାଉଥିଲା ତାହା ଘଟିଲା। ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରିପାରି ନାହିଁ। ଭାରତୀୟ ପ୍ରଶଂସକମାନେ ଏହା ଦ୍ୱାରା...

ରାହୁଲଙ୍କୁ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌; ଟପ୍‌ ୧୦ରେ ୩ ଭାରତୀୟ

ଦୁବାଇ,୩।୨(ପି.ଟି.)- ଭାରତୀୟ ଓପନର ଲୋକେଶ ରାହୁଲ ଟି୨୦ କ୍ୟାରିୟରର ଶ୍ରେଷ୍ଠ ଦ୍ୱିତୀୟ ର଼୍ୟାଙ୍କିଙ୍ଗ୍‌ ହାସଲ କରିଛନ୍ତି। ଏହା ଦର୍ଶାଇଛି ସୋମବାର ପ୍ରକାଶ ପାଇଥିବା ଆଇସିସି ଟି୨୦...

ବିରାଟ କୋହଲି କେଉଁ କଥାରେ ବେଶୀ ରାଗନ୍ତି, ଅନୁଷ୍କା କଲେ ଖୁଲାସା

ଆଜିକାଲି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ବାମୀ ବିରାଟ କୋହଲିଙ୍କ ସହ ସମୟ ବିତାଉଛନ୍ତି। ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ‘ଆସ୍କ-ମି-ଏନିଥିଙ୍ଗ୍‌’ ସେଶନ...

Advertisement
Archives

Model This Week