Posted inଜାତୀୟ

ସନ୍ଧାନୀ କୁକୁରକୁ ଦିଆଗଲା ତୋପ ସଲାମି

ତ୍ରିଶୁର,୩୦।୭: କେରଳ ପୋଲିସର ସନ୍ଧାନୀ କୁକୁର ଥାନ୍ଦେରକୁ ମିଳିଛି ତୋପ ସଲାମି ବା ଷ୍ଟେଟ ଅନର। ଅସୁସ୍ଥ ଥିବା ଥାନ୍ଦେରର ସୋମବାର ମୃତ୍ୟୁ ହୋଇଥିଲା। ଏହାପରେ ତା’ର ମୃତଦେହ ସଂସ୍କାର କରିବା ପୂର୍ବରୁ ତାକୁ କେରଳ ପୋଲିସ ତୋପ ସଲାମି ଦେଇ ବିଦାୟ ଦେଇଥିଲା। ସୂଚନାଯୋଗ୍ୟ, ୨୦୦୯ରେ କୁକୁରଟି ଡଗ୍‌ ସ୍କ୍ବାଡରେ ଯୋଗ ଦେଇଥିଲା। ସେ କୋଲାମର ଏକ୍ସପ୍ଲୋସିଭ୍‌ ଡିଟେକସନ୍‌ ଓ୍ବିଙ୍ଗରେ କାମ କରୁଥିବା ବେଳେ କିଛିଦିନ ତଳେ ଅବସର ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆୟୁର୍ବେଦିକ୍‌ ଡାକ୍ତର ବି କରିପାରିବେ ଅପରେଶନ୍‌: କେନ୍ଦ୍ର ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୨।୧୧: ଏବେ ଆୟୁର୍ବେଦିକ୍‌ ଡାକ୍ତରମାନେ ମଧ୍ୟ ସାଧାରଣ ଅପରେଶନ୍‌ କରିପାରିବେ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ଦିଆଯାଇଛି। ଆୟୁର୍ବେଦିକ୍‌ ଡାକ୍ତରମାନେ ସାଧାରଣ ଅପରେଶନ୍‌...

ଦେଶର ସୁରକ୍ଷା ପାଇଁ ନିୟନ୍ତ୍ରଣ ରେଖା ପାର କରିବାକୁ ଭାରତୀୟ ଯବାନ କରିବେନି କୁଣ୍ଠାବୋଧ: ରାଜନାଥ ସିଂ

ନୂଆଦିଲ୍ଲୀ, ୨୬।୨: ଦେଶର ସୁରକ୍ଷା ସର୍ବୋପରି। ମାଟି ମା’ ପାଇଁ ସମୟ ପଡ଼ିଲେ କିଛି ସ୍ବତନ୍ତ୍ର ପଦକ୍ଷେପ ମଧ୍ୟ ନେବାକୁ ପଡ଼ିବ। ଆବଶ୍ୟକ ପଡ଼ିଲେ ନିୟନ୍ତ୍ରଣ...

ପୃଥ୍ବୀ, ଅଗ୍ନି, ବ୍ରହ୍ମୋସ୍‌ ହେଉଛନ୍ତି କଲାମ୍‌ଙ୍କର ୩ ପୁଅ…

ନୂଆଦିଲ୍ଲୀ,୧୫।୧୦: ଭାରତର ୧୧ ତମ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ୍‌ କଲାମ୍‌ଙ୍କର ଜନ୍ମ ବାର୍ଷିକୀ ଗୁରୁବାର ପାଳିତ ହେଉଛି। ସେ ଚିରକୁମାର ଥିଲେ। କଲାମ ଅବିବାହିତ ହୋଇ...

ବାରାଣସୀରେ ଆତଙ୍କବାଦୀ ଆକ୍ରମଣ ପାଇଁ ଲଶ୍କରର ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୨୮।୮: ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ପକ୍ଷରୁ ବାରାଣସୀରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚାଯାଇଛି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।...

ଗୋଆ କରୋନା ମୁକ୍ତ, ଆସିପାରିବେ ସ୍ଥାନୀୟ ପର୍ଯ୍ୟଟକ: ରାଜ୍ୟପାଳ

ପଣଜୀ,୨୩।୫: ଗୋଆ ଏବେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡି ଚାଲିଥିବା ବେଳେ ଗୋଆ ଏକେ କରୋନା...

ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ: ରବିଚନ୍ଦ୍ରନ୍‌ଙ୍କୁ ୧୫ ଦିନ ପାରୋଲ

ମଦୁରାଇ,୭ା୧(ପି.ଟି.): ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ମାମଲାରେ ୭ ଆଜୀବନ ଜେଲଦଣ୍ଡ ଭୋଗୁଥିବା ଅପରାଧୀଙ୍କ ମଧ୍ୟରୁ ରବିଚନ୍ଦ୍ରନଙ୍କୁ ମାଡ୍ରାସ ହାଇକୋର୍ଟ ୧୫ ଦିନ ଲାଗି...

ରାତି ଅନ୍ଧାରରେ ଭୁଶୁଡ଼ିଲା ୪ ମହଲା କୋଠା

ମୁମ୍ବାଇ, ୧୮।୮: ଦେଶର ଆର୍ଥିକ ସହର ବଲିଉଡ୍‌ର ବାନ୍ଦ୍ରାଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ୪ ମହଲା କୋଠାଘର ଭୁଶୁଡ଼ି ପଡ଼ିଛି। କୋଠାଘରେ...

ବେଡ୍‌ ପଡୁଛି ଖାଲି, ତୃତୀୟ ଲହରରେ ହସ୍ପିଟାଲ ଭର୍ତ୍ତିିଙ୍କ ସଂଖ୍ୟା କମ୍‌…

ନୂଆଦିଲ୍ଲୀ, ୨୨।୧ : ଦେଶରେ କରୋନା ମହାମାରୀର ତୃତୀୟ ଲହର ଜାରି ରହିଛି। ତେବେ ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହରରେ ବିଭିନ୍ନ ହସ୍ପିଟାଲରେ ବେଡ୍‌...

Advertisement
Archives

Model This Week