ସକାଳ ଜଳଖିଆରେ ସାମିଲ କରନ୍ତୁ ଇଡ୍‌ଲି

ଇଡ୍‌ଲି ଖାଇବାକୁ ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ। ଅନେକଙ୍କ ଘରେ ଇଡ୍‌ଲିକୁ ସକାଳର ଜଳଖିଆ ଭାବେ ଗ୍ରହଣ କରାଯାଇଥାଏ। ଇଡ୍‌ଲି ସହ ସମ୍ବର ଖାଇବା ଦ୍ୱାରା ଏଥିରୁ ପ୍ରୋଟିନ୍‌, ଫାଇବର ଓ ଆମିନୋ ଏସିଡ ଆଦି ମିଳିଥାଏ। ଇଡ୍‌ଲିର କେତେକ ଉପକାରୀ ଗୁଣ ସମ୍ପର୍କରେ…
-ଇଡ୍‌ଲିରେ ସୋଡିୟମର ମାତ୍ରା ନ ଥାଏ କହିଲେ ଚଳେ, ଯାହା ସୁସ୍ଥ ଶରୀର ପାଇଁ ଆବଶ୍ୟକ। ଉଚ୍ଚ ରକ୍ତଚାପ ଥିଲେ ପ୍ରତିଦିନ ଇଡ୍‌ଲି ଖାଇଲେ ଲାଭ ମିଳିଥାଏ।
-ଏଥିରେ ସାଧାରଣତଃ କୌଣସି ମସଲା ବ୍ୟବହାର କରାଯାଇ ନ ଥାଏ। ତେଣୁ ହୃଦ୍‌ଘାତ ସମସ୍ୟା ଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ଭଲ।
– ଶରୀରରେ ପ୍ରୋଟିନର ମାତ୍ରା କମ୍‌ ଥିଲେ ନିୟମିତ ଇଡ୍‌ଲି ଖାଇଲେ ଏହି ସମସ୍ୟା ଦୂର ହୋଇଥାଏ। କାରଣ ଚାଉଳ ଓ ବିରିରେ ଇଡ୍‌ଲି ତିଆରି ହେଉଥିବା ବେଳେ ଏହା ହେଉଛି ପ୍ରୋଟିନର ଉତ୍ସ।
-ଏଥିରେ କାର୍ବୋହାଇଡ୍ରେଟ୍ସର ମାତ୍ରା ଭରପୂର ଥିବା ବେଳେ ଶରୀର ପାଇଁ ଏହା ଉପକାରୀ ହୋଇଥାଏ।
-ଇଡ୍‌ଲିରେ ରହିଛି ଆମିନୋ ଏସିଡ୍‌, ଯାହା ଶରୀର ପାଇଁ ବେଶ୍‌ ଆବଶ୍ୟକ। ଏହାକୁ ଖାଇଲେ ଏଥିରେ ଥିବା ଆମିନୋ ଏସିଡ ବ୍ରେନ୍‌କୁ ଠିକ୍‌ ରଖିବା ସହ ଶରୀରର ଅନ୍ୟଅଙ୍ଗ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜଳବାୟୁ ପରିବର୍ତ୍ତନର ପୂର୍ବାନୁମାନ

ଜଳବାୟୁ ପରିବର୍ତ୍ତନ ହେଉଛି ପୃଥିବୀର ଏକ ବଡ଼ ପରିବେଶଗତ ସମସ୍ୟା। ଏହାର ଗୁରୁତ୍ୱ ଦୃଷ୍ଟିରୁ ଏହା ଉପରେ କାର୍ଯ୍ୟ କରିଥିବା କେତେଜଣ ବ୍ୟକ୍ତିଙ୍କୁ ପୂର୍ବରୁ ନୋବେଲ...

ମୁଣ୍ଡବିନ୍ଧା ପାଇଁ ରାମବାଣ ଜୁଆଣି

ସାଧାରଣତଃ ମୁଣ୍ଡ ବିନ୍ଧିବା ସମସ୍ୟା ପ୍ରାୟ ସମସ୍ତଙ୍କଠାରେ ଦେଖା ଦେଇଥାଏ। ବିଶେଷ କରି ବ୍ୟସ୍ତ ବହୁଳ ଜୀବନ ବା କାର୍ଯ୍ୟ ଚାପରେ ଥିବା ବ୍ୟକ୍ତିଙ୍କଠାରେ ଏହି...

ବହୁତ ରୋଜଗାର କରନ୍ତି; ହେଲେ ସ୍ବଭାବରେ ଭାରି ଖର୍ଚ୍ଚି ଏହି ରାଶିର ଲୋକେ; ଏହି କ୍ଷେତ୍ରରେ ପାଇଥାନ୍ତି ସଫଳତା

ଜ୍ୟୋତିଷଶାସ୍ତ୍ର ଅନୁସାରେ ପ୍ରତ୍ୟେକ ରାଶିର ଲୋକଙ୍କ ସ୍ବଭାବ ଭିନ୍ନ । ସେମାନଙ୍କର ପସନ୍ଦ ନାପସନ୍ଦ ମଧ୍ୟ ଅଲଗା ଅଲଗା ହୋଇଥାଏ। ଆଜି ରାଶିର ଆଲୋଚନାରେ କର୍କଟ...

ଫୁସ୍‌ଫୁସ୍‌ କ୍ୟାନସର୍‌ରୁ ରକ୍ଷାକରେ ଗାଜର

ଷ୍ଟେଟ୍‌ ୟୁନିଭର୍ସିଟି ଅଫ୍‌ ନ୍ୟୁୟର୍କର ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଏକ ଗବେଷଣା ଅନୁସାରେ, ଯେଉଁ ବ୍ୟକ୍ତି ବିଟା କ୍ୟାରୋଟିନ ଅଧିକ ଗ୍ରହଣ କରିଥାନ୍ତି, ସେମାନଙ୍କଠାରେ ଅନ୍ୟଲୋକଙ୍କ...

ଶରୀର ପାଇଁ ଉପକାରୀ ଖଜୁରି

ଖଜୁରି ଶରୀର ପାଇଁ ବେଶ୍‌ ଲାଭଦାୟକ। ଏଥିରେ ଫାଇବର, କ୍ୟାଲ୍‌ସିୟମ, ପୋଟାସିୟମ, ମ୍ୟାଗ୍ନେସିୟମ ବ୍ୟତୀତ ଅନ୍ୟାନ୍ୟ ଉପକାରୀ ତତ୍ତ୍ୱ ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ...

ସାନିଟାଇଜରରେ କ୍ଷତିକାରକ ମିଥାନଲ୍‌: ଆଖିକୁ କରିଦେବ ନଷ୍ଟ !

ନୂଆଦିଲ୍ଲୀ, ୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ନିୟମିତ ଅନ୍ତରରେ ହାତ ଧୋଇବା, ସାମାଜିକ ଦୂରତା ବଜାୟ...

ମଣିଷଠାରେ ଘୁଷୁରି ହୃତ୍‌ପିଣ୍ଡ ପ୍ରତିରୋପଣ

ଚଳିତବର୍ଷ ପ୍ରାରମ୍ଭରୁ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଆରମ୍ଭ ହୋଇଛି ଏକ ନୂଆ ଅଧ୍ୟାୟ। ଜାନୁୟାରୀ ୭ ତାରିଖରେ ପ୍ରଥମ ଥର ପାଇଁ ଓ୍ବାଶିଂଟନ୍‌ ନିକଟସ୍ଥ ‘ୟୁନିଭର୍ସିଟି...

ଥଣ୍ଡା, କାଶ ପାଇଁ ଉପକାରୀ ଅଳେଇଚ

ଶରୀର ପାଇଁ ଅଳେଇଚ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିରେ ଆଣ୍ଟିଅକ୍ସିଡେଣ୍ଟ, ଭିଟାମିନ୍‌-ସି ଏବଂ ପୋଟାସିୟମ ଭରପୂର ମାତ୍ରାରେ ଥାଏ। ଏହା ଶରୀରରୁ ବିଷାକ୍ତ ପଦାର୍ଥଗୁଡିକ...

Advertisement
Archives

Model This Week