ଷ୍ଟାଇଲ ସ୍ପାରେ ଏଣ୍ଡ ଅଫ୍‌ ସିଜନ ସେଲ୍‌

ଭୁବନେଶ୍ୱର,୧୮-୪: ପ୍ରମୁଖ ଫର୍ନିଚର ନିର୍ମାତା କମ୍ପାନୀ ଷ୍ଟାଇଲ ସ୍ପା ପକ୍ଷରୁ ଏଣ୍ଡ୍‌ ଅଫ୍‌ ସିଜନ ସେଲ୍‌ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫରରେ ଗ୍ରାହକମାନେ ୭୦% ପର୍ଯ୍ୟନ୍ତ ରିହାତି ପାଇ ପାରିବେ। ଏହା କମ୍ପାନୀର ବଛା ବଛା ପ୍ରଡକ୍ଟ ଉପରେ ଲାଗୁ ହେବ। ଅଫରର ଅବଧି ସୀମିତ ସମୟ ଲାଗି ରହିଛି। କେ.କେ. ବିର୍ଲା ଆଡଭେଣ୍ଟଜ ଏବଂ ଫୋର୍ଟେ ଫର୍ନିଚର ମିଳିତ ଭାବେ ଷ୍ଟାଇଲ ସ୍ପା ବ୍ରାଣ୍ଡର ଫର୍ନିଚର ପ୍ରସ୍ତୁତ କରୁଛନ୍ତି। ଚେନ୍ନାଇଠାରେ ଏସିଆର ସର୍ବବୃହତ୍ତ ମାନୁଫାକଚରିଂ ୟୁନିଟ ସହ ଏହା ପ୍ରଡକ୍ଟ ପ୍ରସ୍ତୁତି କରୁଛି। ସାରା ଦେଶରେ ୫୦ କମ୍ପାନୀ ଆଉଟଲେଟରେ ଏହି ଅଫର ଗ୍ରାହକ ଲାଭ କରିପାରିବେ। ଏହି ଅଫର ରାଜ୍ୟର ସମ୍ବଲପୁର, ଅନୁଗୋଳ ଏବଂ ଭୁବନେଶ୍ୱରର ବାପୁଜୀନଗର ସ୍ଥିତ ଶୋ’ରୁମରେ ଉପଲବ୍ଧ ହେଉଥିବା କମ୍ପାନୀର ଏଏସ୍‌ଏମ୍‌ ଇନ୍ଦ୍ରଜୀତ ମହାନ୍ତି ସୂଚନା ଦେଇଛନ୍ତି। ଯାଜପୁର ଏବଂ ପଟିଆଠାରେ କମ୍ପାନୀ ଏହାର ନୂଆ ଡିଲରଶିପ ସ୍ଥାପନ କରିଛି। ରାଜ୍ୟର ଅନ୍ୟ ପ୍ରାନ୍ତରେ ସ୍ଥିତି ଦୃଢୀକରଣ ଲାଗି ପଦକ୍ଷେପ ଜାରି ରହିଥିବା ମହାନ୍ତି ସୂଚନା ଦେଇଛନ୍ତି। ଶୋ’ରୁମରେ ସୋଫାସେଟ, ବେଡରୁମ କମ୍ବୋ ସେଟ, ଡାଇନିଂ ସେଟ ସହ ଅଫିସ ଏବଂ ହୋମ ଫର୍ନିଚରର ବିଭିନ୍ନ ବର୍ଗରେ ନୂଆ ପ୍ରଡକ୍ଟ ସାମିଲ କରାଯାଇଛି। ବଜାଜ ଫାଇନାନ୍ସ କାର୍ଡରେ ଜିରୋ ଡାଉନପେମେଣ୍ଟ ଏବଂ ଜିରୋ ଇଣ୍ଟେରେଷ୍ଟରେ ଗ୍ରାହକ ପ୍ରଡକ୍ଟ ନେଇ ପାରିବେ ବୋଲି ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ବର୍ଷ ପୂର୍ୱରୁ ୧୦ଗ୍ରାମକୁ ୧୮ଟଙ୍କା ଥିଲା ସୁନା ଦାମ୍‌, ୧୦୦ଟଙ୍କା ହେବାକୁ ଲାଗିଯାଇଥିଲା ଏତେବର୍ଷ…

ଆଜିକାଲି ଦରଦାମ୍‌ରେ ବୃଦ୍ଧି ଘଟୁଛି। ବିଶ୍ୱ ଉତ୍ତେଜନା ବୃଦ୍ଧି ପାଉଥିବାରୁ, ସୁନା ଏବଂ ରୂପାର ମୂଲ୍ୟ ଆକାଶଛୁଆଁ ହେଉଛି। ସୁନା ଏବଂ ରୂପାର ମୂଲ୍ୟ ପ୍ରତିଦିନ...

ଭାରତ ସହ ବଡ଼ ଡିଲ୍‌, ଟ୍ରମ୍ପଙ୍କୁ ଝଟ୍‌କା!

ନୂଆଦିଲ୍ଲୀ,୧୩।୧: ଭାରତ ଏବଂ ୟୁରୋପୀୟ ସଂଘ (EU) ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପାଇଁ ଦୀର୍ଘ ସମୟ ଧରି ଚାଲିଥିବା ଆଲୋଚନା ଏବେ ଏକ...

ଏଥର ବଜେଟରେ ମଧ୍ୟବିତ୍ତଙ୍କ ପାଇଁ ବଡ଼ ଘୋଷଣା କରିବେ ଅର୍ଥମନ୍ତ୍ରୀ! ମିଳିବ ବଡ଼ ଆଶ୍ୱସ୍ତି, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୧୩।୧: ୨୦୨୭ ଆର୍ଥିକ ବର୍ଷର ବଜେଟ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ବର୍ଷ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଲଗାତାର ନବମ ଥର ପାଇଁ...

ଖୁବଶୀଘ୍ର ଗଡ଼ିବ ‘ବନ୍ଦେ ଭାରତ ସ୍ଲିପର’ ଟ୍ରେନ୍: ଜାଣନ୍ତୁ କେତେ ରହିବ ଭଡ଼ା

ନୂଆଦିଲ୍ଲୀ,୧୨ା୧: ଭାରତୀୟ ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦେଶରେ ଖୁବଶୀଘ୍ର ଅତ୍ୟାଧୁନିକ ‘ବନ୍ଦେ ଭାରତ ସ୍ଲିପର’ ଟ୍ରେନ୍ ସେବା ଆରମ୍ଭ...

SBI ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ଏଟିଏମ୍ କାରବାର ପାଇଁ ଦେବାକୁ ପଡ଼ିବ ଅଧିକ ଶୁଳ୍କ

ମୁମ୍ବାଇ,୧୨ା୧: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ SBI ନିଜର ଏଟିଏମ୍ କାରବାର ଶୁଳ୍କରେ ବୃଦ୍ଧି କରିଛି। ମାଗଣା ସୀମା ଶେଷ ହେବା ପରେ ଅନ୍ୟ ବ୍ୟାଙ୍କର...

ଡିସେମ୍ବରରେ ବଢିଗଲା ଖୁଚୁରା ଦରଦାମ୍, ତିନିମାସରେ ସର୍ବାଧିକ

ନୂଆଦିଲ୍ଲୀ,୧୨।୧: ଭାରତର ବାର୍ଷିକ ଖୁଚୁରା ମୁଦ୍ରାସ୍ଫୀତି ଡିସେମ୍ବର ମାସରେ ୩ ମାସର ସର୍ବୋଚ୍ଚ ସ୍ତର ୧.୩୩% ରେ ପହଞ୍ଚିଛି। ନଭେମ୍ବର ମାସରେ ଏହି ହାର ୦.୭୧%...

ଉପଭୋକ୍ତାଙ୍କ ସୁରକ୍ଷା ପାଇଁ ସ୍ମାର୍ଟଫୋନ୍ ନିର୍ମାତାଙ୍କୁ ଏପରି ପ୍ରସ୍ତାବ ଦେଲେ ଭାରତ ସରକାର

ନୂଆଦିଲ୍ଲୀ,୧୧।୧: ଦେଶରେ ବଢୁଥିବା ସାଇବର ଅପରାଧକୁ ଦୃଷ୍ଟିରେ ରଖି ସ୍ମାର୍ଟଫୋନ୍ ସୁରକ୍ଷା ପାଇଁ ନୂଆ ନିୟମ ଆଣିବେ ଭାରତ ସରକାର। ଏହି ନିୟମ ଅନୁସାରେ ସ୍ମାର୍ଟଫୋନ...

ଦରମାରୁ PF କଟୁଥିଲେ ପାଇବେ ୭ ଲକ୍ଷ ଟଙ୍କାର ବୀମା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୧୧ା୧: ଭାରତରେ ଲକ୍ଷଲକ୍ଷ ଲୋକ ଚାକିରି କରୁଛନ୍ତି, ପ୍ରତି ମାସରେ ସେମାନଙ୍କ ଦରମାରୁ PF କଟାଯାଉଛି। ଅଧିକାଂଶ କର୍ମଚାରୀଙ୍କ ଦରମା ଜମା ହେବା ମାତ୍ରେ ସ୍ବୟଂଚାଳିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri