ଶ୍ୟାମ ସୁନ୍ଦର ନାରଙ୍ଗ ଆଇଓବିର ନୂତନ କ୍ଷେତ୍ରୀୟ ମୁଖ୍ୟ

ଭୁବନେଶ୍ୱର,୮-୬: ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଭୁବନେଶ୍ୱରସ୍ଥିତ କ୍ଷେତ୍ରୀୟ କାର୍ଯ୍ୟାଳୟର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ ଶ୍ୟାମ ସୁନ୍ଦର ନାରଙ୍ଗ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ନାଗପୁର କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ୧୯୮୪ରେ ସେ ଆଇଓବିରେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। ନିଜ କାର୍ଯ୍ୟକାଳ ମଧ୍ୟରେ ଦିଲ୍ଲୀ,କଲିକତା, ହରିୟାଣା, ପଞ୍ଜାବ ଏବଂ ନାଗପୁର ଭଳି ସ୍ଥାନରେ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିବା ସହ ଦୀର୍ଘ ୩୦ ବର୍ଷର ଅଭିଜ୍ଞତା ହାସଲ କରିଛନ୍ତି। ଏନ୍‌ପିଏ ହ୍ରାସ, କାସା ଜମା ବୃଦ୍ଧି ଏବଂ ଖୁଚୁରା ଋଣ ପ୍ରଦାନକୁ ଗୁରୁତ୍ୱ ଦେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୯ ସୁଦ୍ଧା ଭାରତ ତୃତୀୟ ବୃହତ୍‌ ଅର୍ଥନୀତି

ନୂଆଦିଲ୍ଲୀ,୩୧।୧୦: ୨୦୩୯ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବୃହତ୍‌ ଅର୍ଥ ବ୍ୟବସ୍ଥା ହେବ। ବ୍ଲୁମବର୍ଗ ପକ୍ଷରୁ ବୁଧବାର ପ୍ରକାଶିତ ନିୟୁ ଇକୋନୋମି ଡ୍ରାଇଭର୍‌ସ ଆଣ୍ଡ ଡିସରପ୍ଟର୍ସ ଇଣ୍ଡେକ୍ସ...

ସୁନା ଦର ଆକାଶଛୁଆଁ: ୧୮ ମାସର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ,୯।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ସମଗ୍ର ବିଶ୍ୱ ବଜାର ଉପରେ ପଡ଼ିବାରେ ଲାଗିଛି। ଯୁଦ୍ଧର ୧୪ତମ ଦିନରେ ସୁନା ଏବଂ...

ଡିଶ୍‌ ଟିଭି ସହ ମିଶିଯିବ ଏୟାରଟେଲ

ନୂଆଦିଲ୍ଲୀ,୭-୮:ଦେଶର ଦୁଇ ପ୍ରମୁଖ ଡିଟିଏଚ୍‌ କମ୍ପାନୀ ଚଳିତ ମାସ ଶେଷ ସୁଦ୍ଧା ମିଶିଯିବେ। ଏସେଲ ଗ୍ରୁପ୍‌ କମ୍ପାନୀ ଡିଶ୍‌ ଟିଭିକୁ ଖୁବଶୀଘ୍ର ଭାରତୀ ଏୟାରଟେଲ କିଣିବ।...

ପର୍ଯ୍ୟଟନ ଶିଳ୍ପର କ୍ଷତି ୧୫ ଲକ୍ଷ କୋଟି

ନୂଆଦିଲ୍ଲୀ,୨୮।୭: କରୋନା ସାରା ବିଶ୍ୱ ବଜାରକୁ ଦୋହଲାଇ ଦେଇଛି। ଏହାଦ୍ୱାରା ଦେଶର ପର୍ଯ୍ୟଟନ ଶିଳ୍ପ ପ୍ରାୟ ୧୫ ଲକ୍ଷ କୋଟି ଟଙ୍କା କ୍ଷତି ସହିଥିବା ଶିଳ୍ପ...

ଛୋଟ କାର୍‌ରେ ୨ ଏୟାର ବ୍ୟାଗ୍‌ କାହିଁକି

ନୂଆଦିଲ୍ଲୀ,୨୦।୯:  ବଡ କାର୍‌ଗୁଡିକରେ ୮ ଏୟାରବ୍ୟାଗ୍‌ ରହିଛି। ମାତ୍ର ଛୋଟ କାରଗୁଡିକରେ ୨ଟି ଏୟାରବ୍ୟାଗ ଥିବାରୁ ଏହାକୁ ନେଇ କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ...

ଗ୍ରାହକଙ୍କ ରୁଚିକୁ ଦେଖି ସେବା

ଜଗନ୍ନାଥ ଧାମ ପୁରୀ ହୋଟେଲ ଶିଳ୍ପ ପାଇଁ ବେଶ୍‌ ପରିଚିତ। ଏହି ସଂସ୍କୃତି ଓ ଐତିହ୍ୟସମ୍ପନ୍ନ ସହରରେ ୧୯୮୦ ଦଶକରେ ସ୍ବର୍ଗତ ଲଡୁଗୋପାଳ ପାତ୍ର ହୋଟେଲ...

ଦିଲ୍ଲୀରେ ପିଆଜ କିଲୋ ୮୦ ଟଙ୍କା ଛୁଇଁଲା

ନୂଆଦିଲ୍ଲୀ,୨୩-୯: ଦେଶର ରାଜଧାନୀ ନୂଆଦିଲ୍ଲୀ ସହ ଅନ୍ୟ ପ୍ରାନ୍ତରେ ପିଆଜ ଦର କିଲୋ ପିଛା ୭୦ରୁ ୮୦ ଟଙ୍କା ଛୁଇଁଛି। ଏପରି ସ୍ଥିତିରେ କେନ୍ଦ୍ର ସରକାର...

ଭାରତ ଲାଗି ଆଉଟଲୁକ୍‌ ନକାରାତ୍ମକ କଲା ଫିଚ୍‌

ନୂଆଦିଲ୍ଲୀ,୧୮।୬: ଫିଚ୍‌ ରେଟିଂ ଏଜେନ୍ସି ଗୁରୁବାର ଭାରତର ଆଉଟଲୁକ୍‌କୁ ନକାରାତ୍ମକ ରହିବା ନେଇ ଆକଳନ କରିଛି। ଭାରତର ଆଉଟଲୁକ୍‌ ସ୍ଥିର ରହିବ ବୋଲି ଏହା ପୂର୍ବରୁ...

Advertisement
Archives

Model This Week