ଶ୍ରଦ୍ଧାଞ୍ଜଳି ଓ ସଂକଳ୍ପର ଦିନଟିଏ

ପ୍ରତିବର୍ଷ ୩୦ ଜାନୁୟାରୀରେ ଭାରତରେ ଶହୀଦ ଦିବସ ପାଳନ କରାଯାଏ। ଜାତିର ପିତା ତଥା ଅହିଂସା ପୂଜାରୀ ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥିକୁ ଶହୀଦ ଦିବସ ଭାବେ ପାଳନ କରଯାଉଛି। ୩୦ ଜାନୁୟାରୀ, ୧୯୪୮ରେ ମହାମତ୍ା ଗାନ୍ଧୀଙ୍କୁ ବିର୍ଲା ହାଉସ୍‌ର ପ୍ରାର୍ଥନାସଭାରେ ନାଥୁରାମ ଗଡ୍‌ସେ ଗୁଳିକରି ହତ୍ୟା କରିବା ପରେ ଗାନ୍ଧିଜୀଙ୍କ ଜୀବନଦୀପ ଲିଭିଯାଇଥିଲେ ବି ତାଙ୍କ ଅହିଂସାଦୀପ ସରା ବିଶ୍ୱକୁ ଆଲୋକିତ କରିଆସୁଛିି। ଶହୀଦ ଦିବସରେ ଦେଶ ଲାଗି ନିଜ ଜୀବନକୁ ଉତ୍ସର୍ଗ କରିଥିବା ମହାମତ୍ାଙ୍କ ସମେତ ବହୁ ବୀର ଶହୀଦ ସଂଗ୍ରାମୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥାଏ। ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଓ ଶ୍ରଦ୍ଧାଞ୍ଜଳି ସଭାମାନ ଆୟୋଜନ କରାଯାଇଥାଏ। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ ଓ ତିନି ସେନାର ମୁଖ୍ୟ ରାଜଘାଟସ୍ଥିତ ଗାନ୍ଧିଜୀଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଦେଇଥାନ୍ତି। ବିଶ୍ୱରେ ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଶହୀଦ ଦିବସ ପାଳନ କରୁଥିବା ୧୫ଟି ରାଷ୍ଟ୍ର ମଧ୍ୟରେ ଭାରତ ଅନ୍ୟତମ। ଏହାର କାରଣ, ଇଂରେଜଙ୍କ ବିରୋଧରେ ସଂଗ୍ରାମ କରି ଆମ ଦେଶକୁ ସ୍ବାଧୀନତା ଦେଇଥିବା ବୀର ସଂଗ୍ରାମୀଙ୍କ ତ୍ୟାଗକୁ ଆମେ କେବେ ବି ଭୁଲିପାରିନୁ କି ଭୁଲି ପାରିବୁନାହିଁ। ଗାନ୍ଧିଜୀ ଶାନ୍ତି ଓ ଅହିଂସା ମାର୍ଗରେ ସ୍ବାଧୀନତା ସଂଗ୍ରାମୀଙ୍କୁ ଉଦ୍‌ବୁଦ୍ଧ କରିଥିଲେ। ସଂଗ୍ରାମୀଙ୍କ ଅତୁଟ ମନୋବଳ ଓ ଅହିଂସାର ଆୟୁଧ ସମ୍ମୁଖରେ ଇଂରେଜ ବେଶି ଦିନ ତିଷ୍ଠିପାରି ନ ଥିଲେ। ସେମାନେ ଦେଶ ଛାଡି ଯିବାକୁ ବାଧ୍ୟ ହୋଇଥିଲେ। ଭାରତର ସ୍ବାଧୀନତା ସଂଗ୍ରାମରେ ଗାନ୍ଧିଜୀଙ୍କ ସହ ଝାସ ଦେଇଥିବା ପ୍ରତ୍ୟେକ ବୀର ସଂଗ୍ରାମୀଙ୍କୁ ଆଜି ଦିନରେ ସ୍ମରଣ କରି ସେମାନେ ସ୍ବାଧୀନ ଭାରତ ପାଇଁ ଦେଖିଥିବା ସ୍ବପ୍ନକୁ ଆଗକୁ ନେବା ଲାଗି ପ୍ରେରଣା ଦେଇଥାଏ ଏହି ଦିବସ। ଦେଶର ପ୍ରଗତି ପାଇଁ ଲଢେଇ ଜାରି ରଖିବା ପାଇଁ ଏହା ସଂକଳ୍ପର ଦିନଟିଏ।


Enter your email to get our daily news in your inbox.

All Right Reserved By Dharitri.Com

ଟର୍ଚ ଲାଇଟ୍‌ ଲଗାଇ ଶିଶୁର ଚିକିତ୍ସା

ପାଟନା,୪।୮: ପୁଣି ଥରେ ପଦାରେ ପଡ଼ିଛି ବିହାରର ସ୍ବାସ୍ଥ୍ୟ ସେବା। ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଘୁରି ବୁଲିଛି, ଯେଉଁଥିରେ ଡାକ୍ତର ଟର୍ଚ ଲାଇଟ୍‌...

ଭାରତୀୟ ଯବାନଙ୍କ କବ୍‌ଜାରେ ଏଲ୍‌ଏସିର ୬ ଅଞ୍ଚଳ

ଲେହ, ୨୦।୯: ପୂର୍ବ ଲଦାଖରେ ଭାରତୀୟ ଯବାନ ଏବଂ ଚାଇନା ସୈନ୍ୟ ବାହିନୀ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଭାରତୀୟ ଯବାନ ପୋଙ୍ଗାଙ୍ଗ୍‌ ହ୍ରଦ...

ଶସ୍ତା ହେଲା ଗ୍ୟାସ ସିଲିଣ୍ଡର ଦାମ

ନୂଆଦିଲ୍ଲୀ,୧ ।୭: ଗ୍ୟାସ ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଶାସ୍ତା ହୋଇଛି ଗ୍ୟାସ ସିଲିଣ୍ଡର ଦାମ । ଇଣ୍ଡିଆନ ଅଏଲ କର୍ପୋରେଶନ ବା...

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ, ୪।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

ରାହୁଲ ଗାନ୍ଧୀଙ୍କୁ ନିଜ ରକ୍ତରେ ଲେଖିଲେ ଚିଠି, ‘ଦୟାକରି ଇସ୍ତଫା ଦିଅନ୍ତୁ ନାହିଁ ’

ଲକ୍ଷ୍ନୌ, ୩୦।୫: ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପାଇଁ ଅଡି ବସିଛନ୍ତି ରାହୁଲ ଗାନ୍ଧୀ। ତାଙ୍କୁ...

କୋଭିଶିଲ୍ଡ ନେଇ ଭୟ ନାହିଁ, ଭାକ୍ସିନ୍‌ ଅଭାବ ଯୋଗୁ ବଢୁଛି ସମୟ ସୀମା: ନୀତି ଆୟୋଗ…

ନୂଆଦିଲ୍ଲୀ,୧୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦେଶରେ...

ଦେଶରେ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ଶିକ୍ଷକଙ୍କଠାରୁ ଢେର୍‌ ଅଧିକ…

ନୂଆଦିଲ୍ଲୀ,୫।୭: ଦେଶରେ ଶିକ୍ଷକଙ୍କ ତୁଳନାରେ ଢେର୍‌ ଅଧିକ ଶିକ୍ଷୟିତ୍ରୀ ରହିଛନ୍ତି। ୟୁନିଫାଏଡ୍‌ ଡିଷ୍ଟ୍ରିକ୍‌ ଥନଫରମେଶନ ଅନ୍‌ ସ୍କୁଲ୍‌ ଏଜୁକେଶନ (ୟୁ-ଡିଆଇଏସ୍‌ଇ) ଦ୍ୱାରା ପ୍ରକାଶିତ ୨୦୧୯-୨୦ ରିପୋର୍ଟରେ...

ଅଖିଳେଶ ପାକିସ୍ତାନ ଯାଇ ପୂଜା କରିବା ଉଚିତ: ଭାଜପା ନେତା

ଲକ୍ଷ୍ନୌ,୨।୧: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଉପରେ ବର୍ଷିଛନ୍ତି ଉତ୍ତର ପ୍ରଦେଶ ଭାଜପା ମୁଖ୍ୟ ସ୍ବତନ୍ତ୍ର ଦେବ ସିଂ। ସେ କହିଛନ୍ତି, ଅଖିଳେଶ ପାକିସ୍ତାନ...

Advertisement
Archives

Model This Week