ଶୀତଦିନେ ସପ୍ତାହରେ ୨ ଥର କରନ୍ତୁ ଉଷୁମ ତେଲ ମାଲିସ୍‌…

ଶୀତଦିନେ ଶରୀରରେ ଉଷୁମ ତେଲ ମାଲିସ୍‌ କଲେ ଅନେକ ଉପକାର ମିଳିଥାଏ । ଏହା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହେବା ସହିତ ହାର୍ଟ ଆଟାକ୍‌ରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ସପ୍ତାହରେ ୨ ଥର ଏପରି କଲେ ଲୋମକୂପ ପରିଷ୍କାର ହେବା ସହିତ ମାଂସପେଶୀ ସତେଜ ହୋଇଥାଏ। ଏହା ଦ୍ୱାରା ଆଣ୍ଟିଏଜିଂ ସମସ୍ୟା ଦୂର ହୋଇଥାଏ। ଶରୀର ସହିତ ମୁଣ୍ଡରେ ଉଷୁମ ତେଲ ମାଲିସ୍‌ କଲେ ମାନସିକ ଅବସାଦ ଦୂର ହୋଇଥାଏ। ଆଣ୍ଠୁଗଣ୍ଠି ସମସ୍ୟା କ୍ଷେତ୍ରରେ ଉଷୁମ ତେଲ ମାଲିସ୍‌ ଦ୍ୱାରା ସୁଫଳ ମିଳିଥାଏ ବୋଲି ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୩୧ରୁ ଜମ୍ମୁ-କଶ୍ମୀର ହେବ କେନ୍ଦ୍ରଶାସିତ ଅଞ୍ଚଳ: ରାଜନାଥ ସିଂଙ୍କୁ ଭେଟିଲେ ୩ ସେନା ମୁଖ୍ୟ

ନୂଆଦିଲ୍ଲୀ,୨୮।୧୦: ଅକ୍ଟୋବର ୩୧ରୁ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ହେବ। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ  ସୋମବାର ସେନା ମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ବତ୍‌, ନୌସେନା...

ମୋଦିଙ୍କୁ ହତ୍ୟା କରିବାକୁ ପଡିବ, କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟ, ମାମଲା ଦାଏର…

ଭୋପାଳ,୧୨।୧୨ : କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ରାଜା ପଟେରିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ପଡିବ ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ...

ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ ମୁଡରେ ଶିନ୍ଦେ: ବଦଳିବନି ଔରଙ୍ଗାବାଦ-ଉସ୍‌ମାନାବାଦର ନାମ

ମୁମ୍ବାଇ,୧୫।୭: ମହାରାଷ୍ଟ୍ରରେ କ୍ଷମତା ଭାର ସମ୍ଭାଳିବା ମାତ୍ରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଉଦ୍ଧବ ଠାକରେ ସରକାରଙ୍କ ନିଷ୍ପତ୍ତି ଉପରେ ରୋକୋ ଲଗାଇବା ଆରମ୍ଭ କରିଛନ୍ତି। ଏହି...

କମ୍ପ୍ୟୁଟରରେ କାମ କରୁଥିଲେ ସାବଧାନ: ହୋଇପାରେ ଏହି ରୋଗ

ଲ୍ୟାପ୍‌ଟପ୍‌ ଏବଂ କମ୍ପ୍ୟୁଟର୍‌ ଆମ ଜୀବନକୁ ଏବେ ଯେତିକି ସହଜ କରିଛି, ତା’ଠୁ ଅଧିକ ରୋଗାକ୍ରାନ୍ତ। ଲଗାତାର ୭-୮ ଘଣ୍ଟା ଏଥିରେ କାମ କରିବା ଦ୍ୱାରା...

ରାଜଧାନୀରେ ଶୀତ ଲହରି ଭିତରେ ରେକର୍ଡ ଭାଙ୍ଗିଲା ଗ୍ରୀଷ୍ମ, ୪ ବର୍ଷ ପରେ ୨୩ ଜାନୁୟାରୀରେ ସର୍ବାଧିକ ତାପମାତ୍ରା

ନୂଆଦିଲ୍ଲୀ,୨୪ ।୧: ଚଳିତ ବର୍ଷର ହାଡଭଙ୍ଗା ଶୀତରେ ସାଧାରଣ ଜୀବନଯାତ୍ରା ବେଶ ପ୍ରଭାବିତ ହୋଇଛି । ଜାନୁୟାରୀର ଶୀତ ମଧ୍ୟରେ ଗରମ ବି ତା’ର ରେକର୍ଡ...

ଚାଇନାକୁ ଭାରତର କଡ଼ା ଜବାବ, ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗରେ ବୌଦ୍ଧ ନେତାଙ୍କ ବୈଠକ…

ତଓ୍ବାଙ୍ଗ,୧୮।୪ : କିଛି ଦିନ ତଳେ ଚାଇନା ଅରୁଣାଚଳ ପ୍ରଦେଶର ୧୧ଟି ଅଞ୍ଚଳର ନାମକରଣ କରିବାର ପ୍ରୟାସ କରିଥିଲା। ଏବେ ଭାରତ ଏହାର କଡ଼ା ଜବାବ...

ପ୍ରିୟଙ୍କାଙ୍କ ଗସ୍ତ ଦିନ ଗୋଆ କଂଗ୍ରେସକୁ ଶକ୍ତ ଧକ୍କା

ନୂଆଦିଲ୍ଲୀ,୧୦।୧୨: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୋଆ ଗସ୍ତରେ ଯାଇଥିବା ବେଳେ ବହୁସଂଖ୍ୟାରେ ନେତା ଇସ୍ତଫା ଦେବା ଦଳକୁ ଶକ୍ତ ଧକ୍କା ଦେଇଛି।...

ଚାନ୍ଦା ନ ଦେବାରୁ ପିଟି ହତ୍ୟା

କଟିହାର,୧୪ା୧୧(ପି.ଟି.): ପଶ୍ଚିମବଙ୍ଗର ଏକ ହାଟକୁ ଗୋରୁ ବିକିବା ପାଇଁ ନେଉଥିବା ଜଣେ ବ୍ୟକ୍ତିଙ୍କୁ ବିହାରର କଟିହାର ଜିଲାରେ କିଛି ଦୁର୍ବୃତ୍ତ ପିଟିପିଟି ମାରିଦେଇଛନ୍ତି। ସୋମବାର ସନ୍ଧ୍ୟାରେ...

Advertisement
Archives

Model This Week