Posted inଜାତୀୟ

ଶିବାଜୀ ପାର୍କ ସୁରକ୍ଷା ନେଇ ଚିନ୍ତାବ୍ୟକ୍ତ କଲେ ହାଇକୋର୍ଟ

ମୁମ୍ବାଇ,୨୮ା୧୧(ପି.ଟି.): ଉଦ୍ଧବ ଠାକ୍‌ରେ ଶପଥ ନେବାକୁ ଯାଉଥିବା ଶିବାଜୀ ପାର୍କର ସୁରକ୍ଷାକୁ ନେଇ ବୁଧବାର ବମ୍ବେ ହାଇକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ସର୍ବସାଧାରଣ ପଡ଼ିଆରେ ଏପରି ଏକ କାର୍ଯ୍ୟକ୍ରମ ନିୟମିତ ସୁବିଧା ହେବା ଅନୁଚିତ। କାରଣ ଏହି ପଡ଼ିଆକୁ ଏପରି ଉତ୍ସବ ପାଇଁ ସମସ୍ତେ ବ୍ୟବହାର କରିବାକୁ ଚାହିଁବେ ବୋଲି ଏନ୍‌ଜିଓ ଓ୍ବେଲ୍‌କମ ଟ୍ରଷ୍ଟ ପକ୍ଷରୁ ଦାଏର ଏକ ପିଟିଶନର ଶୁଣାଣୀ କରି ଜଷ୍ଟିସ୍‌ ଏସ୍‌.ସି. ଧର୍ମାଧିକାରୀ ଏବଂ ଆର୍‌.ଆଇ. ଚଗଲାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Bihar Politics: ଫ୍ଲୋର ଟେଷ୍ଟରେ ପାସ୍‌ କଲେ ସମ୍ରାଟ ଚୌଧୁରୀ ସରକାର, ଭଏସ୍‌ ଭୋଟରେ ହୋଇଥିଲା ଭୋଟିଂ

ପାଟନା,୨୪।୪: ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ବିଧାନସଭାରେ ଭାଷଣ ଦେଇଥିଲେ। ତାଙ୍କ ଅଭିଭାଷଣ ସମୟରେ ସେ ନୀତୀଶ…

ହର୍ମୁଜ ପୂରା ବନ୍ଦ ହୋଇଗଲେ କେଉଁ ଦେଶ ହୋଇଯିବ ଧ୍ୱସଂ? ଜାଣନ୍ତୁ ଭାରତରେ ପଡିବ କି ପ୍ରଭାବ…

ନୂଆଦିଲ୍ଲୀ,୨୪।୪: ହର୍ମୁଜ ପ୍ରଣାଳୀ କେବଳ ଏକ ସଂକୀର୍ଣ୍ଣ ଜଳପଥ ନୁହେଁ; ଏହା ବିଶ୍ୱ ଅର୍ଥନୀତିର ପ୍ରାଥମିକ ଧମନୀ, ଯାହା ଉପରେ ବିଶ୍ୱର ଶକ୍ତି ସୁରକ୍ଷା ନିର୍ଭର କରେ।…

ପିଚୁ ରାସ୍ତା ଖୋଳି ପାଇପ୍‌ ଲାଇନ ବିଛାଉଛି କମ୍ପାନୀ, ବିନା ଅନୁମତିରେ…

ପାଟଣା,୨୪ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମେଗା ପାନୀୟ ଜଳ ଯୋଗାଣ ପାଇଁ ପାଇପ ଲାଇନ୍‌ ବିଛାଇବା କାର୍ଯ୍ୟକୁ ଠିକାରେ ନେଇଥିବା କମ୍ପାନୀ ମନଇଚ୍ଛା…

ଆମେରିକୀୟ ପର୍ଯ୍ୟଟକଙ୍କୁ ବଳାତ୍କାର: ହୋଟେଲରେ ୪ ଦିନ ଧରି ବନ୍ଦ ରଖି…

ବେଙ୍ଗାଲୁରୁ,୨୪।୪: କର୍ନାଟକର କୋଡାଗୁରେ ଜଣେ ଆମେରିକୀୟ ପର୍ଯ୍ୟଟକଙ୍କ ସହ ବଳାତ୍କାରର ଏକ ମାମଲା ସାମ୍ନାକୁ ଆସିଛି। ଏପ୍ରିଲ ୧୨ ତାରିଖରେ କୋଡାଗୁ ଜିଲାର କୁଟ୍ଟା ଅଞ୍ଚଳରେ ଥିବା…

FIFA ବିଶ୍ୱକପ ପୂର୍ବରୁ ଇରାନକୁ ବଡ଼ ଧମକ ଦେଲା ଆମେରିକା, କହିଲା ଆମେ ସେମାନଙ୍କୁ…

ଓ୍ବାଶିଂଟନ,୨୪।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସତ୍ତ୍ୱେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଏହି ଗ୍ରୀଷ୍ମ ଋତୁରେ ହେବାକୁ ଥିବା ଫିଫା ବିଶ୍ୱକପରେ ଇରାନର…

ଦୁଇ ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଜୀବନ

ଗୁଣୁପୁର,୨୪ା୪(ସଙ୍କେତ ପାତ୍ର): ରାୟଗଡ଼ା ଜିଲାର ଗୁଣୁପୁର ଥାନା ଅନ୍ତର୍ଗତ ସିର୍ଜୁଳିଗଠଲପଦର ମୁଖ୍ୟ ରାସ୍ତାରେ ଗୋଟିଏ ଦିନରେ ପୃଥକ୍‌ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ ଜୀବନ ଯାଇଥିବାବେଳେ…

ପାସ୍‌ ବୁକ ପ୍ରିଣ୍ଟ କରିବାକୁ ନେଇ ସମବାୟ ବ୍ୟାଙ୍କରେ ହାତାହାତି

ଆଳି,୨୪।୪: କେନ୍ଦ୍ରପଡ଼ା ଜିଲା ଆଳି ସମବାୟ ବ୍ୟାଙ୍କରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସମ୍ପାଦକ ଏବଂ ଜଣେ ପୂର୍ବତନ ସଭାପତିଙ୍କ ମଧ୍ୟରେ ମାରପିଟ ହେବା…

ଆଧାର କାର୍ଡରେ ଭୁଲ ନାମ ଯୋଗୁଁ କଲେଜ ଯାଇପାରିଲେନି ଛାତ୍ରୀ, ବିଷ ପିଇ….

ଜୟପୁର,୨୪ା୪: ରାଜସ୍ଥାନର ବାଂସୱାଡ଼ା ଜିଲାରେ ଜଣେ କଲେଜ ଛାତ୍ରୀ ତାଙ୍କ ସରକାରୀ ଡକ୍ୟୁମେଣ୍ଟରେ ତ୍ରୁଟି ଯୋଗୁଁ ଦୁଃଖିତ ହୋଇ ବିଷ ପିଇ ଦେଇଥିବା ଖବର ସାମ୍ନାକୁ ଆସିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri