ଶିବନାରାୟଣପୁରରୁ ବଞ୍ଚୋ ପର୍ଯ୍ୟନ୍ତ ବିଜେଡିର ଜନସମ୍ପର୍କ ଅଭିଯାନ

ହାଟଡିହୀ,୨୦।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ୩୬ନଂ. ଜୋନ୍‌ ଶିବନାରାୟଣପୁର ଠାରୁ ବଞ୍ଚୋ ଯାଏ ଜନସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବଞ୍ଚୋ ସରପଞ୍ଚଙ୍କ ତତ୍ତ୍ୱାବଧାନରେ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ, ଏମ୍‌ପି ପ୍ରାର୍ଥିନୀ ଚନ୍ଦ୍ରାଣୀ ମୁର୍ମୁ ଯୋଗଦେଇଥିଲେ। ଏହି ଅବସରରେ ହଜାର ହଜାର ସମର୍ଥକଙ୍କ ସହ ଶିବନାରାୟଣପୁର ଠାରୁ ପଦଯାତ୍ରା ବାହାରି ବିଭିନ୍ନ ଗ୍ରାମ ପରିକ୍ରମା କରି ବଞ୍ଚୋରେ ପହଞ୍ଚିଥିଲା। ଏଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳର ସୁପ୍ରିମୋ ତଥା ନବୀନ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଆଲୋକପାତ କରାଯାଇଥିଲା। ଆଗାମୀ ଦିନରେ ଭାଜପା ଓ କଂଗ୍ରେସର ମୂଳପୋଛ ପାଇଁ ଦଳୀୟ କର୍ମକର୍ତ୍ତାମାନେ ଆହ୍ବାନ ଦେଇଥିଲେ। ସରପଞ୍ଚ ଚମ୍ପାବତୀ ପୁହାଣ, ଏମ୍‌ପି ପ୍ରତିନିଧି ଶାନ୍ତନୁ ସେଠୀ, ବୁଦ୍ଧଦେବ ଜେନା, ଶଶାଙ୍କ ଶେଖର ପୁହାଣ, ସାବିତ୍ରୀ ସେଠୀ, ରବୀନ୍ଦ୍ର ନାୟକ, ବୈଦ୍ୟନାଥ ସାମଲ, ପୂର୍ବତନ ଏମ୍‌ପି ପ୍ରତିନିଧି ରତିକାନ୍ତି ରାଉତ, ସୁଧାକର ଓଝା, କଳ୍ପତରୁ ସେଠୀ, ଅମରେନ୍ଦ୍ର ଧଳ, ଧବଳ ପଟ୍ଟନାୟକ, ବିଶ୍ୱନାଥ ନାୟକ, ଗୋପାଳ ନାୟକ, ସରୋଜ ନାୟକ, ଶିଶିର ବେହେରା, ଅନନ୍ତ ପହି, ଗୌରାଙ୍ଗ ରଣା, ପ୍ୟାରୀମୋହନ ମଲିକ, ଜିଲା ସଭାପତି ବିମ୍ବାଧର ବିଶାଳ, ଜିଲା ପରିଷଦ ସଭ୍ୟ ସୁରେନ୍ଦ୍ର ଜେନା, ଚିନୁ ନାୟକ, ବିଜୟ ମଲିକ, ତ୍ରିଲୋଚନ ସା, ଯୁବନେତା ଜଗନ୍ନାଥ ନାୟକ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଲ୍ୟାଣ ମଣ୍ଡପ ନିର୍ମାଣ ବନ୍ଦକୁ ନେଇ ଅସନ୍ତୋଷ

ଡେରାବିଶ,୮।୧୨(ସ୍ବ.ପ୍ର.): କେନ୍ଦ୍ରାପଡା ଜିଲା ଡେରାବିଶ ବ୍ଲକ୍‌ ଅନ୍ତର୍ଗତ ଚାଟରାଚକଡ଼ା ପଞ୍ଚାୟତରେ କଲ୍ୟାଣମଣ୍ଡପ ନିର୍ମାଣକୁ ନେଇ ଜିଲା ଚାଷୀ ଶ୍ରମିକ ସଂଘର କର୍ମକର୍ତ୍ତା ସୋମବାର ଜିଲାପାଳଙ୍କୁ ଭେଟି...

‘ଶପଥ କରୁଛି ଲାଞ୍ଚ ନେବିନି କି କାହାକୁ ଦେବିନି’

ଭୁବନେଶ୍ୱର, ୨୮।୧୦(ବ୍ୟୁରୋ): ମୁଁ ଶପଥ କରି କହୁଛି ଲାଞ୍ଚ ନେବିନି କି କାହାକୁ ଲାଞ୍ଚ ଦେବିନି। ଭିଜିଲାନ୍ସ ସଚେତନତା ସପ୍ତାହ ଅବସରରେ ସୋମବାର ଏଭଳି ଶପଥ...

କୁନ୍ଦୁଲି ଗଣବଳାତ୍କାର, ଆତ୍ମହତ୍ୟା ମାମଲା: ୪ ସପ୍ତାହରେ ତଦନ୍ତ ଶେଷ କର

କଟକ ଅଫିସ, ୩ା୮: ବହୁଚର୍ଚ୍ଚିତ କୁନ୍ଦୁଲି ଗଣବଳାତ୍କାର ଓ ଆତ୍ମହତ୍ୟା ମାମଲାର ତଦନ୍ତ ୪ ସପ୍ତାହ ମଧ୍ୟରେ ଶେଷ କରିବାକୁ ଶୁକ୍ରବାର ହାଇକୋର୍ଟ ରାଜ୍ୟ ସରକାରଙ୍କୁ...

ଆମତ୍ତୃପ୍ତି ଦେଉଛି କେନ୍ଦରା ବାଦନ

ଗଣିଆ, ୧୬।୧୦(ଡି.ଏନ.ଏ.):ଆଧୁନିକତା ଛାପରେ ହଜିଗଲାଣି ପାରମ୍ପରିକ ଲୋକକଳା ସାଙ୍ଗକୁ ପୁରାତନ ଲୋକବାଦ୍ୟ ା ଗୋପୀଯନ୍ତ୍ର, କେନ୍ଦରା, ଘୁଡୁକି,ଖଞ୍ଜଣି, ହାରମୋନିୟମ ଆଦି ପାରମ୍ପରିକ ଲୋକବାଦ୍ୟର ତାଳ ଆଉ...

ଜୀବିକା ଦେଉଛି ଟସର ଚାଷ

କେନ୍ଦୁଝର, ୧୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲାର ବାଂଶପାଳ ବ୍ଲକ ଫୁଲଝର ପଞ୍ଚାୟତର ଧଳାଡିହି ଗ୍ରାମର ମମତା ନାଏକ (୩୬) ଜଣେ ଭୂମିହୀନ ଗରିବ ମହିଳା। ତେବେ ଦିନ...

ଜିଲାରେ ୧୩ ଲକ୍ଷ ୪୯୭ ହେକ୍ଟର ମାଣ୍ଡିଆ ଚାଷ

ବ୍ରହ୍ମପୁର ଅଫିସ,୨୬ା୧୧:ପୁଷ୍ଟିକର ଖାଦ୍ୟ ଓ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମାଣ୍ଡିଆ ବେଶ୍‌ ସହାୟକ। ଏଥିସହ ମାଣ୍ଡିଆ ପୁଷ୍ଟିହୀନତାକୁ ଦୂର କରିବାରେ ମଧ୍ୟ...

ଗାଁରେ ବ୍ରାଇଡାଲ ମେକ୍‌ଅପ୍‌ ଦେବେ ଏସ୍‌ଏଚ୍‌ଜି ସଦସ୍ୟା

ଭଦ୍ରକ ଅଫିସ,୬ା୩:ଏବେ ଗଁାରେ ମିଳିବ ମେକ୍‌ଅପ୍‌ ସୁବିଧା। ବ୍ରାଇଡାଲ ମେକ୍‌ଅପ୍‌ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ପାର୍ଲର ସେବା ଗଁାର ଯୁବତୀ ଓ ମହିଳାମାନେ ପାଇପାରିବେ।...

କୀଟନାଶକ ପିଇ ନବ ବିବାହିତାଙ୍କ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ଭାଇ, ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

ମହାକାଳପଡ଼ା,୯।୬(ଡି.ଏନ୍‌.ଏ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ପେଟଛେଲା ପଞ୍ଚାୟତ ସ୍ଥାନୀୟ କୋଚିଳା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଜନୈକ ନବ ବିବାହିତାଙ୍କ କୀଟନାଶକ ପିଇବା...

Advertisement
Archives

Model This Week