ଶାଶୁଙ୍କ ଜନ୍ମଦିନ ପାଳିଲେ ବିଗ୍‌ ବି

ମୁମ୍ବାଇ: ଅମିତାଭ ବଚ୍ଚନ ସପରିବାର ଚାର୍ଟର ପ୍ଲେନ୍‌ରେ ଶନିବାର ଭୋପାଳ ଯାଇଥିଲେ। ବିଗ୍‌ ବିଙ୍କ ସହ ସ୍ତ୍ରୀ ଜୟା ବଚ୍ଚନ, ପୁଅ ଅଭିଷେକ, ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ନାତୁଣୀ ଆରାଧ୍ୟା ଏବଂ ଝିଅ ଶ୍ୱେତା ମଧ୍ୟ ଯାଇଥିଲେ। ଶନିବାର ବିଗ୍‌ ବିଙ୍କ ଶାଶୁ ଇନ୍ଦିରାଙ୍କ ୯୦ତମ ଜନ୍ମଦିବସ ଥିବାରୁ ବଚ୍ଚନ ପରିବାର ଶ୍ୟାମଳା ହିଲ୍‌ସ୍ଥିତ ଅଂଶଲ ଆପାର୍ଟମେଣ୍ଟରେ ପହଞ୍ଚିଥିଲେ। ସେଠାରେ କିଛି ସମୟ ରହି ପୁଣି ମୁମ୍ବାଇ ଫେରି ଆସିଛନ୍ତି। ବଚ୍ଚନ ପରିବାର ଖୁବ୍‌ କମ୍‌ ଭୋପାଳ ଆସିଥାନ୍ତି। ତେଣୁ ତାଙ୍କ ଆସିବା ଖବର ଶୁଣି ପ୍ରଶଂସକଙ୍କ ଭିଡ଼ ଜମିଥିଲା। ପରିସ୍ଥିତି ଏପରି ହୋଇଥିଲା ଇନ୍ଦିରାଙ୍କ ଆପାର୍ଟମେଣ୍ଟ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହିନାଙ୍କ ବୋଲ୍ଡ ଅବତାର: ପ୍ରଶଂସା ପାଇଁ କମ୍ ପଡିଲା ଶବ୍ଦ

ମୁମ୍ବାଇ: ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରି ସାରିଥିବା ହିନା ଖାଁ ଦେଖିବାକୁ ତ ସୁନ୍ଦର ହେଲେ ତାଙ୍କର ଗ୍ଲାମରସ୍ ଫଟୋ ଫ୍ୟାନ୍ସଙ୍କ ମନ କିଣିବାରେ ଏକ...

ସୁସ୍ମିତାଙ୍କ ରୋମାନ୍ସକୁ ପୂର୍ବ ପ୍ରେମିକଙ୍କ ସମର୍ଥନ

ବମ୍ବେ: ପୂର୍ବତନ ବିଶ୍ୱ ସୁନ୍ଦରୀ ସୁସ୍ମିତା ସେନ ନିଜର ନୂଆ ପ୍ରେମିକଙ୍କୁ ନେଇ ଚର୍ଚ୍ଚାରେ। ୫୬ ବର୍ଷୀୟ ଲଳିତ ମୋଦିଙ୍କୁ ଡେଟ୍‌ କରୁଛନ୍ତି ସେ। ଏନେଇ...

୨ କୁକୁରଙ୍କୁ ଖୋଜି ଆଣିଲେ ମିଳିବ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା, ପୂରା ଘଟଣା ଜାଣିଲେ…

ଲେଡି ୱିଙ୍ଗର ପପ୍‌ ଗାୟିକା ଲେଡି ଗାଗାଙ୍କ ଚୋରି ହୋଇଥିବା କୁକୁରମାନଙ୍କୁ ଖୋଜି ଆଣିବା ପାଇଁ ୩ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ହଲିଉଡରେ...

ବୋହୂକୁ ୨୦ କ୍ୟାରେଟ୍‌ ହୀରା ମୁଦି ଦେବେ ଏହି ପ୍ରସିଦ୍ଧ ଅଭିନେତ୍ରୀ, ରଖିଛନ୍ତି ଏମିତି ସର୍ତ୍ତ

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କୁ ସବୁଠାରୁ ଫିଟ୍‌ ଅଭିନେତ୍ରୀଙ୍କ ମଧ୍ୟରେ ଗଣନା କରାଯାଏ। ସୁଯୋଗ ମିଳିବା ମାତ୍ରେ ସେ ନିଜର ଫିଟ୍‌ ଶରୀରକୁ ପ୍ରଦର୍ଶିତ କରିଥାନ୍ତି।...

ପୋଲିସ୍‌ ଅବତାର

ଭୂମିକାଟି ଆକ୍ସନ ହେଉ କି କମେଡି, ସେଗୁଡ଼ିକୁ ବେଶ୍‌ ସୂଚାରୁ ରୂପରେ ତୁଲାଇବା ସହ ବଲିଉଡ୍‌ରେ ନିଜକୁ ଜଣେ ନାମୀ ଅଭିନେତାର ପରିଚୟ ଦେଇସାରିଛନ୍ତି ଅକ୍ଷୟ...

ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହେବେ ଆଦିତ୍ୟ

ମୁମ୍ବାଇ: କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣଙ୍କ ପୁଅ ତଥା କଣ୍ଠଶିଳ୍ପୀ ଆଦିତ୍ୟ ନାରାୟଣ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଡିସେମ୍ବରରେ ଅଭିନେତ୍ରୀ ଶ୍ୱେତା ଅଗ୍ରଓ୍ବାଲଙ୍କୁ...

ଅକ୍ଷୟଙ୍କ ପ୍ରଥମ ମରାଠି ଫିଲ୍ମର ଶୁଟିଂ ଆରମ୍ଭ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଏବେ ତାଙ୍କ ମରାଠି ଫିଲ୍ମକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । ଅକ୍ଷୟ ଏହି ଫିଲ୍ମରେ ଛତ୍ରପତି ଶିବାଜୀ ଭୂମିକାରେ...

୧୦ ବର୍ଷ ମଧ୍ୟରେ କୌଣସି ସାକ୍ଷାତକାର ଦେଇ ନ ଥିଲେ ବିଜୟ

ଚେନ୍ନାଇ: ସାଉଥ୍ ସୁପରଷ୍ଟାର ଥାଲାପତି ବିଜୟ ନିଜ ଅଭିନୟ ବଳରେ ଦର୍ଶକଙ୍କ ଖୁବ୍ ନିକଟତର ହୋଇପାରିଛନ୍ତି । ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ବିଷ୍ଟ’ ପାଇଁ...

Advertisement
Archives

Model This Week