Posted inଜାତୀୟ

ଶପଥ ନେଲେ ମଧ୍ୟପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି

ଭୋପାଳ,୪ା୧୧(ପି.ଟି.): ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଏ.କେ. ମିତ୍ତଲ ରବିବାର ଶପଥ ନେଇଛନ୍ତି। ରାଜଭବନରେ ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନ ତାଙ୍କୁ ଶପଥ ପାଠ କରାଇଥିଲେ। ପୂର୍ବରୁ ଜଷ୍ଟିସ୍‌ ମିତ୍ତଲ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ଶପଥ ଗ୍ରହଣ ଉତ୍ସବରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ, ରାଜ୍ୟର ଏକାଧିକ ମନ୍ତ୍ରୀ, ମୁଖ୍ୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରାଇଭର ପାଇଁ ରୋଜା ରଖିଲେ ବନ ଅଧିକାରୀ

ମୁମ୍ବାଇ,୩୧।୫: ବହୁ ସ୍ଥାନରେ ଧର୍ମ ନାଁରେ ଦଙ୍ଗା, ମାରପିଟ୍‌ ଓ ରାଜନୀତି ହେଉଥିବା ଦେଖିବାକୁ ମିଳିଥାଏ। ହେଲେ ମହାରାଷ୍ଟ୍ରରେ ହିନ୍ଦୁ-ମୁସଲମାନ ଭାଇଚାରାର ଏକ ଜ୍ୱଳନ୍ତ ଉଦାହରଣ...

ଶତ୍ରୁକୁ ଜବାବ ଦେବ ନାରୀ ଶକ୍ତି: ରାଫାଲ ଯୁଦ୍ଧ ବିମାନ ଉଡାଇବେ ମହିଳା ପାଇଲଟ!

ନୂଆଦିଲ୍ଲୀ,୨୧ ।୯: ଭାରତୀୟ ବାୟୁସେନାକୁ ନିକଟରେ ମିଳିଥିବା ରାଫାଲ ଯୁଦ୍ଧ ବିମାନର ଦାୟିତ୍ୱରେ ଥିବା ସ୍କାଡ୍ରନଙ୍କ ମଧ୍ୟରେ ଖୁବ୍‌ଶୀଘ୍ର ଜଣେ ମହଳା ପାଇଲଟ ସାମିଲ ହୋଇ...

କୃଷକଙ୍କ ସମସ୍ୟାକୁ ନେଇ ୬ଟି ରାଲିରେ ଯୋଗଦେବେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୦।୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆସନ୍ତା ଦିନରେ ଉତ୍ତରପ୍ରଦେଶରେ ୬ଟି ରାଲିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମସ୍ତ ରାଲି କୃଷକଙ୍କ...

ଗୁପ୍ତ ଆପ୍‌ ‘ଟେକ୍‌ ଫଗ୍‌’ ଘୃଣାର କାରଖାନା

ନୂଆଦିଲ୍ଲୀ,୯।୧: ଭାଜପା ଘୃଣାର କାରଖାନା ଖୋଲିଛି। ଗୁପ୍ତ ‘ଟେକ୍‌ ଫଗ୍‌’ ଆପ୍‌ ସେଥିରୁ ଅନ୍ୟତମ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ କରି ଏହି...

କମୁନି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୩୧।୫: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୭୦୬...

୩ ଶ୍ରମିକଙ୍କୁ ବିମାନରେ ଘରକୁ ପଠାଇଲେ ୧୨ ବର୍ଷର ଝିଅ

ନୋଏଡା,୨।୬: କରୋନା ମହାମାରୀ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଅନ୍ୟ ରାଜ୍ୟକୁ ଦାଦନ ଖଟିବା ଲାଗି ଯାଇଥିବା ପ୍ରବାସୀ ଶ୍ରମିକମାନେ ଏଥିପାଇଁ ନାହିଁ ନ ଥିବା...

ଅନିଲ ବିଜଙ୍କ ନିକଟରେ ଆଡଭାନ୍ସ କରୋନା ଲକ୍ଷଣ

ଚଣ୍ଡିଗଡ଼,୧୪ ।୧୨: ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ କରୋନାରେ ସଂକ୍ରମିତ ହୋଇଥିଲେ । ରବିବାର ତାଙ୍କୁ ପିଜିଆଇଏମ୍‌ଏସ୍ ହସ୍ପିଟାଲର ଭର୍ତ୍ତି କରାଯାଇଛି । ତାଙ୍କ ନିକଟରେ...

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମାଣିକ ଶାହା

ଅଗରତାଲା,୩।୩: ଭାଜପା ନେତା ମାଣିକ ଶାହା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ମାଣିକ ଶାହା ନିଜର ଇସ୍ତଫା ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ହସ୍ତାନ୍ତର...

Advertisement
Archives

Model This Week