Posted inଜାତୀୟ

ଲେଖାହେବ ଭାରତୀୟ ସୀମା ବିବାଦର ଇତିହାସ: ସଚେତନ ହେବେ ସୀମା ବାସିନ୍ଦା

ନୂଆଦିଲ୍ଲୀ,୧୯।୯: ସୀମାବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସଚେତନ କରାଇବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବା ଲାଗି ଯୋଜନା ହୋଇଛି। ଏନେଇ ଖୁବ୍‌ ଶୀଘ୍ର ଭାରତୀୟ ସୀମା ବିବାଦର ଇତିହାସ ଲେଖାଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଏସମ୍ପର୍କରେ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ନେହେରୁ ମେମୋରିଆଲ୍‌ ସଂଗ୍ରହାଳୟ, ଭାରତୀୟ ଐତିହାସିକ ଅନୁସନ୍ଧାନ ପରିଷଦ, ଅଭିଲେଖାଗାର ମହାନିର୍ଦ୍ଦେଶାଳୟ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ଏକ ବୈଠକ ସେପ୍ଟେମ୍ବର ୧୭ରେ ଅନୁଷ୍ଠିତ ହୋଇଥିଲା। ସୂଚନାଯୋଗ୍ୟ, ଭାରତ ସହିତ ପାକିସ୍ତାନ, ଚାଇନା, ବାଲାଂଦେଶ, ଭୁଟାନ, ନେପାଳ, ମ୍ୟାନମାର୍‌ ଏବଂ ଆଫଗାନିସ୍ତାନ ଆଦି ୭ଟି ଦେଶର ସୀମା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଦ୍ଧୁଙ୍କର ବୁଦ୍ଧି ନାହିଁ: ଅମରିନ୍ଦର

ଚଣ୍ଡିଗଡ଼, ୨୪ ।୧: ଆସନ୍ତା ମାସରେ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ହେଲାଣି ସରଗରମ । ରବିବାର ପଞ୍ଜାବର ପୂର୍ବତନ...

ମୋଦିଙ୍କୁ ହିଟଲରଙ୍କ ସହ ତୁଳନା କଲେ ସିଦ୍ଦରମୈୟା

ବେଙ୍ଗାଲୁରୁ,୨୨।୧: ଚଳିତବର୍ଷ କର୍ନାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ତୀବ୍ର ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ କଂଗ୍ରେସ ନେତା...

ଜେଲ୍‌ରୁ ମୁକୁଳିବା ପରେ ପ୍ରଥମ ଥର ଆଜମଙ୍କୁ ଭେଟିଲେ ଅଖିଳେଶ

ନୂଆଦିଲ୍ଲୀ,୧।୬: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବୁଧବାର ସକାଳେ ଦିଲ୍ଲୀରେ ପହଞ୍ଚି ଦଳର ବରିଷ୍ଠ ନେତା ଆଜମ...

ସାଇକେଲ ସଜଡା ବିଳମ୍ବ ହେବାରୁ ପୋଲିସକୁ ପତ୍ର ଲେଖିଲେ ୧୦ ବର୍ଷର ବାଳକ

ଥିରୁଭାନନ୍ତପୁରମ,୩୦।୧୧: କେରଳର ୧୦ ବର୍ଷର ଜଣେ ବାଳକ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କୋଜିକୋଡେର ୫ମ ଶ୍ରେଣୀର ଛାତ୍ର ଅବିନ ନିଜର ଓ ତାଙ୍କ...

ହିମାଚଳରେ ପର୍ଯ୍ୟଟକଙ୍କ ଭିଡ଼: ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ

ଶିମଲା,୧୦।୬: ଗ୍ରୀଷ୍ମ ପ୍ରବାହରେ ସାରା ଦେଶ ସିଝୁଥିବା ବେଳେ ଗରମରୁ ନିସ୍ତାର ପାଇବା ପାଇଁ ଲୋକେ ପାହାଡିଆ ଅଞ୍ଚଳ ମୁହଁା ହେଉଛନ୍ତି। ଏଭଳି ସ୍ଥିତିରେ ଶିମଲା,...

‘ଆତଙ୍କବାଦ ସବୁଠୁ ବଡ଼ ଆଞ୍ଚଳିକ ଚ୍ୟାଲେଞ୍ଜ’

ନୂଆଦିଲ୍ଲୀ, ୧।୧୨(ପି.ଟି.): ଆତଙ୍କବାଦ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଚ୍ୟାଲେଞ୍ଜ ବୋଲି ସାଙ୍ଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ରେ ଭାରତ କହିଛି। ଏହି ଭର୍ଚୁଆଲ ବୈଠକରେ ଭାଗନେଇ ଉପରାଷ୍ଟ୍ରପତି...

ଅମୃତପାଲ ସିଂଙ୍କୁ ଖୋଜୁଛି ପୋଲିସ, ଏବେ ପର୍ଯ୍ୟନ୍ତ ୧୧୨ ଗିରଫ, ପଞ୍ଜାବରେ ହାଇ ଆଲର୍ଟ

ଚଣ୍ଡିଗଡ଼,୨୦ ।୩: ଖଲିସ୍ତାନ ସମର୍ଥକ ତଥା ୱାରିସ ପଞ୍ଜାବ ଦେର ମୁଖ୍ୟ ଅମୃତପାଲ ସିଂଙ୍କୁ ଏବେବି ପୋଲିସ ଖୋଜୁଛି । ପଞ୍ଜାବ ପୋଲିସ ଅମୃତପାଲଙ୍କୁ ଧରିବାକୁ...

ଭାରତୀୟ ସେନା ଗାଡ଼ିରେ ଶିଶୁକନ୍ୟା ଜନ୍ମ ଦେଲେ ମହିଳା

ଶ୍ରୀନଗର,୨।୨: କେନ୍ଦ୍ର ଶାସିତ ଅଞ୍ଚଳ କଶ୍ମୀରରେ ଜାରି ରହିଥିବା ତୁଷାର ପାତ ଯୋଗୁ ଜଣେ ଗର୍ଭବତି ମହିଳା ମେଡିକାଲ ଯାଇପାରି ନ ଥିଲେ। ଭାରତୀୟ ସେନା...

Advertisement
Archives

Model This Week