ରେଲଓ୍ବେକୁ ଅମ୍ଫନ୍‌ ବିପଦ: ଲୁହା ଚେନ୍‌ରେ ବନ୍ଧା ଗଲା କୋଚ୍‌

କୋଲକାତା,୨୦।୫: ମହାବାତ୍ୟା ଅମ୍ଫନ୍‌ ଯୋଗୁ ପଶ୍ଚିମବଙ୍ଗ ରେଲଓ୍ବେ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ବାତ୍ୟା ସମୟରେ ତୀବ୍ର ବେଗରେ ପବନ ବହିବାର ଆଶଙ୍କା ଥିବାରୁ ହାଓ୍ବଡ଼ାରେ ରେଲଓ୍ବେ ବିଭାଗ ପକ୍ଷରୁ କୋଚ୍‌ଗୁଡ଼ିକୁ ଲୁହା ଚେନ୍‌ରେ ରେଳ ଲାଇନ୍‌ରେ ବନ୍ଧା ଯାଇଛି। ଯାହାଦ୍ୱାରା ଅଧିକ ବେଗରେ ପବନ ବହିଲେ ମଧ୍ୟ କୋଚ୍‌ଗୁଡ଼ିକର କୌଣସି କ୍ଷତି ହେବ ନାହିଁ। କରୋନା ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଜାରି ହୋଇଥିବାରୁ ରେଳ ଚଳାଚଳ ବନ୍ଦ ରହିଛି। ତେବେ ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଚଳାଚଳ କରୁଛି। ମାତ୍ର ଅମ୍ଫନ୍‌ ମହାବାତ୍ୟାକୁ ଦୃଷ୍ଟିରେ ଏସବୁ ଟ୍ରେନ୍‌ ଚଳାଚଳ ବନ୍ଦ କରି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପେନସନ ପାଇଁ ଫ୍ରିଜରେ ଲୁଚାଇ ରଖିଥିଲେ ଜେଜେ ବାପା’ଙ୍କ ମୃତଦେହ

ହାଇଦ୍ରାବାଦ,୧୩।୮: ଜେଜେ ବାପା’ଙ୍କ ପେନସନ ଟଙ୍କାରେ ଚାଲୁଥିଲା ଘର। କିନ୍ତୁ କୌଣସି କାରଣରୁ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ସାମ୍ନାକୁ ଆସିଲେ ପେନସନ ଆଉ...

କରୋନା ମାତା ମନ୍ଦିର ଉପରେ ପୋଲିସ ଚଳାଇଲା ବୁଲ୍‌ଡୋଜର…

ପ୍ରତାପଗଡ଼,୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। କରୋନାରୁ ଦୂରେଇ ରହିବା ପାଇଁ ଉତ୍ତରପ୍ରଦେଶ ପ୍ରତାପଗଡ଼ରେ ଲୋକେ କରୋନା...

ଆଫଗାନିସ୍ତାନରୁ ଆସୁଥିଲା ୯ ହଜାର କୋଟି ଟଙ୍କାର ହେରୋଇନ୍‌

ଅହମଦାବାଦ,୧୯।୯: ଗୁଜରାଟର ମୁନ୍ଦ୍ରା ବନ୍ଦରରୁ ରାଜସ୍ବ ଗୋଇନ୍ଦା ବିଭାଗ (ଡିଆର୍‌ଆଇ) ୯ ହଜାର କୋଟି ଟଙ୍କା ମୂଲ୍ୟର ହେରୋଇନ ଜବତ କରିଛି। ଏହି ନିଶାଦ୍ରବ୍ୟ ଆଫଗାନିସ୍ତାନରୁ...

ଦୈନିକ ମୃତ୍ୟୁ ସଂଖ୍ୟା ବଢ଼ାଇଲା ଚିନ୍ତା…

ନୂଆଦିଲ୍ଲୀ,୨୮।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୮ ହଜାର ୭୭୪ ଜଣ ନୂଆ...

ଭୂକମ୍ପ ପ୍ରଭାବିତ ତୁର୍କୀକୁ ସହାୟତାର ହାତ ବଢ଼ାଇଲା ଭାରତ: ଖୁବ୍‌ଶୀଘ୍ର ପଠାଯିବ ରିଲିଫ୍‌ ସାମଗ୍ରୀ, ପିଏମ୍‌ଓ ବୈଠକରେ ନିଷ୍ପତ୍ତି

ନୂଆଦିଲ୍ଲୀ,୬।୨: ତୁର୍କୀରେ ସୋମବାର ଭୋରରୁ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଫଳରେ ସହରର ବହୁ ବଡ଼ ବଡ଼ କୋଠା, ଅଟ୍ଟାଳିକାମାନ ଭୁଷୁଡିପଡ଼ିଛି। ଏହି ଦୁର୍ଘଟଣାରେ...

ବିଶ୍ୱବିଦ୍ୟାଳୟ ଖୋଲିବା ଲାଗି ଗାଇଡ୍‌ଲାଇନ

ନୂଆଦିଲ୍ଲୀ, ୫।୧୧: ସାରା ଦେଶରେ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଗୁରୁବାର ଗାଇଡ୍‌ଲାଇନ ଜାରି କରିଛନ୍ତି। ନୂଆ ଗାଇଡ୍‌ଲାଇନ...

ଲଖିମ୍‌ପୁର ଘଟଣାକୁ ‘ଜାଲିଓ୍ବାନାଓ୍ବାଲାବାଗ୍‌ ହତ୍ୟାକାଣ୍ଡ’ ସହ ତୁଳନା କଲେ ପାଓ୍ବାର

ନୂଆଦିଲ୍ଲୀ,୫।୧୦:ଉତ୍ତର ପ୍ରଦେଶର ଲଖିମ୍‌ପୁର ର ଖେରୀରେ ହୋଇଥିବା ହିଂସାର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଏକ ଗାଡି ଜାଣିଶୁଣି ଆନ୍ଦୋଳନରତ କୃଷକଙ୍କ ଉପରେ ଚଢିଯାଉଥିବାର...

ଆଉ ମୋବାଇଲରେ ଶୁଣିବାକୁ ମିଳିବନି କରୋନା କଲର ଟ୍ୟୁନ!

ନୂଆଦିଲ୍ଲୀ,୨୮ ।୩: କରୋନା ମହାମାରୀ ଆରମ୍ଭରୁ ଟେଲିକମ ପ୍ରଦାନକାରୀ ସଂସ୍ଥା ଦ୍ୱାରା କୋଭିଡ-୧୯ ବିଷୟରେ ସଚେନତା ସୃଷ୍ଟି କରିବାକୁ କଲ୍ ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ଘୋଷଣା...

Advertisement
Archives

Model This Week