ରୁଷରେ ୨ କରୋନାଭାଇରସ ପଜିଟିଭ

ମସ୍କୋ,୩୧।୧: ସାରା ବିଶ୍ୱକୁ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭୂତାଣୁ। ପ୍ରଥମେ ଚାଇନାରେ ଦେଖାଯାଇଥିବା ଏହି ଭୂତାଣୁ ଏବେ ମହାମାରୀର ରୂପ ନେଲାଣି। ରୁଷରେ ପ୍ରଥମ କରି ୨ ଜଣଙ୍କ ନିକଟରେ କରୋନାଭାଇରସ ପଜିଟିଭ ଥିବା ଜଣାପଡିଛି। ଡେପୁଟି ପ୍ରାଇମିନିଷ୍ଟର ଟାଟିଆନା ଗୋଲିକୋଭା ଏହି ସୂଚନା ଦେଇଛନ୍ତି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଇଛି। ଚାଇନାର ହୁବେଇ ଅଞ୍ଚଳରେ ଥିବା ରୁଷ ନାଗରିକଙ୍କୁ ସ୍ବଦେଶ ଫେରାଇ ଅଣାଯାଇଥିବା କହିଛନ୍ତି ରୁଷ ପ୍ରଧାନମନ୍ତ୍ରୀ। ଓ୍ବାର୍ଲଡ ହେଲ୍‌ଥ ଅର୍ଗାନାଇଜେଶନ(ଡବ୍ଲୁଏଚ୍‌ଓ) ପକ୍ଷରୁ କରୋନାଭାଇରସକୁ ଗ୍ଲୋବାଲ ହେଲ୍‌ଥ ଏମରଜେନ୍ସି ଘୋଷଣା ପରେ ଏଥିରେ ସୁଧାର ଆସିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୁକ୍ତ ହେଲା ନ୍ୟୁଜିଲାଣ୍ଡ: ଖୁସିରେ ନାଚିଲେ ପ୍ରଧାନମନ୍ତ୍ରୀ

ଓ୍ବିଲିଂଟନ୍‌,୧୪।୧୨: ନ୍ୟୁଜିଲାଣ୍ଡ ସମ୍ପୂର୍ଣ୍ଣ ଭାବେ କରୋନା ମୁକ୍ତ ହୋଇଛି। ଏହି ଖବର ଶୁଣିବା ପରେ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆରଡେର୍ନ ଖୁସିରେ ନାଚିଛନ୍ତି। ଦେଶରେ ନୂଆ ଆକ୍ରାନ୍ତଙ୍କ...

ଡବ୍ଲ୍ୟୁଏଚ୍‌ଓ ସହିତ ସମସ୍ତ ସମ୍ପର୍କ ଛିନ୍ନ କଲା ଆମେରିକା

ଓ୍ବାଶିଂଟନ,୩୦।୫: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ସହିତ ଆମେରିକା ସମସ୍ତ ସମ୍ପର୍କ ଛିନ୍ନ କରିଛି। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଘୋଷଣା କରିଛନ୍ତି। ଡବ୍ଲ୍ୟୁଏଚ୍‌ଓ ଚାଇନା...

ମନକୁ ହାଲକା କରିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ବିଭିନ୍ନ ସମସ୍ୟା ଯୋଗୁ ମନ ବେଳେବେଳେ ଭାରାକ୍ରାନ୍ତ ହୋଇଯାଇଥାଏ। ମାନସିକ ଅବସ୍ଥାର ସାଧାରଣ ସ୍ଥିତି ଫେରାଇ ଆଣିବାରେ ଭାବର ଆଦାନପ୍ରଦାନ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।...

ରହୁଥିବା ଠିକଣା କହିଲେ ଜେଲେନ୍‌ସ୍କି, ଶେୟାର କଲେ ଲୋକେଶନ୍‌

କ୍ୱିଭ୍‌, ୭ା୩: ୟୁକ୍ରେନ୍‌ ଉପରେ୧୩ ଦିନ ହେଲା ରୁଷିଆ ଆକ୍ରମଣ ଜାରି ରଖିଛି। କିନ୍ତୁ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନ୍‌କୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନେଉନାହାନ୍ତି।...

କିଟ୍‌କାଟ ପ୍ୟାକ୍‌ରୁ ହଟିଲା ଜଗନ୍ନାଥଙ୍କ ଫଟୋ

ନୂଆଦିଲ୍ଲୀ,୨୦।୧: ଲୋକପ୍ରିୟ ଚୋକେଲେଟ୍‌ ବ୍ରାଣ୍ଡ କିଟ୍‌କାଟ ପ୍ୟାକର ର଼୍ୟାପରରୁ ଭଗବାନ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଫଟୋ ହଟାଇ ଦିଆଯାଇଛି। ଏ ନେଇ ନେସଲେ...

ବିଜ୍ଞାନ ବାର୍ତ୍ତାକୁ ଶୁଣୁ ଭାରତ

ଡାଭୋସ୍‌,୨୫ା୧: ‘ବିଜ୍ଞାନକୁ ଶୁଣ’। ଜଳବାୟୁ ପରିବର୍ତ୍ତନର ଭୟାବହତାରୁ ମୁକ୍ତିପାଇବା ପାଇଁ ଡାଭୋସ୍‌ ମଞ୍ଚରୁ ଶୁକ୍ରବାର ଭାରତକୁ ଏହି ବାର୍ତ୍ତା ଦେଇଛନ୍ତି ସ୍ବଳ୍ପବୟସ୍କା ପରିବେଶ କର୍ମୀ ଗ୍ରେଟା...

ଥରିଲା ମ୍ୟାନମାର୍‌

ମ୍ୟାନମାର୍‌,୩ା୭: ମ୍ୟାନମାର୍‌ରେ ରବିବାର ସକାଳେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୦ ଥିଲା ବୋଲି ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର...

ଯୁବକଙ୍କ ସହ ମଝି ଆକାଶରେ ଘଟିଲା ଏମିତି, ଜାଣିଲେ…

କାନ୍‌ବେରା,୧୫।୩: ଅଷ୍ଟ୍ରେଲିଆରେ ରବିବାର ଭର୍ଚୁଆଲ ନ୍ୟାଶନାଲ ସ୍କାଏଡ୍ରାଇଭିଂ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ଜଣେ ଯୁବକ ଭାଗ ନେଇଥିଲେ। ତେବେ ଏହି ପ୍ରତିଯୋଗିତାରେ ସଂପୃକ୍ତ ଯୁବକଙ୍କ...

Advertisement
Archives

Model This Week