ରିୟଲମି ଆଣିଲା ନୂଆ ସି୨ ସ୍ମାର୍ଟଫୋନ

ଭୁବନେଶ୍ୱର,୧୬-୬(ବ୍ୟୁରୋ): ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ ରିୟଲମି ପକ୍ଷରୁ ଓଡ଼ିଶା ବଜାରରେ ନୂଆ ସି୨ ସ୍ମାର୍ଟଫୋନ ମଡେଲର ପ୍ରବେଶ କରାଯାଇଛି। ସ୍ଥାନୀୟ ଶହୀଦନଗରସ୍ଥିତ ଲକ୍ଷ୍ମୀ ମୋବାଇଲ ଏବଂ ନୟାପଲ୍ଲୀ ଇନ୍ଦ୍ରଧନୁ ମାର୍କେଟର ଟି-ସିରିଜ ଷ୍ଟୋରରେ ନୂଆ ମଡେଲଟିର ଉନ୍ମୋଚନ ହୋଇଥିଲା। ରିୟଲମିର ଓଡ଼ିଶା ସେଲ୍‌ସ ମୁଖ୍ୟ ନିଷ୍କଳଙ୍କ ମହାନ୍ତି, କମ୍ପାନୀର ସୁପରଷ୍ଟକିଷ୍ଟ ସୁମିତ କୁମାର ଅଗ୍ରଓ୍ବାଲ, ଲକ୍ଷ୍ମୀ ମୋବାଇଲ ଓନର ଟି.ନକୁଳ ସୁବଦ୍ଧି, ଟି-ସିରିଜ ଷ୍ଟୋର ଓନର ଦେବାନନ୍ଦ ମିଶ୍ର ଏବଂ ବିଜିନେସ ମ୍ୟାନେଜର ଡିବି ବାଣିଭୂଷଣ ବାରିକ ଏହାର ବଜାର ପ୍ରବେଶ କରାଇଛନ୍ତି। ସୁଲଭ ମୂଲ୍ୟରେ ଗ୍ରାହକଙ୍କୁ ସର୍ବୋତ୍ତମ ଫିଚରଯୁକ୍ତ ମଡେଲ ଯୋଗାଣ ନେଇ ଏହାର ଶୁଭାରମ୍ଭ କରାଯାଇଥିବା ରାଜ୍ୟମୁଖ୍ୟ ନିଷ୍କଳଙ୍କ ମହାନ୍ତି କହିଛନ୍ତି। ଏହା ସାରା ରାଜ୍ୟର ୧୭୦ରୁ ଉର୍ଦ୍ଧ୍ୱ ଆଉଟଲେଟରେ ଉପଲବ୍ଧ ହେବ। ଆଗାମୀ ୧୫ ଦିନ ମଧ୍ୟରେ ୩ ହଜାର ୟୁନିଟ ବିକ୍ରୟ ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହା ପୂର୍ବରୁ ଅନଲାଇନରେ ଉପଲବ୍ଧ ହୋଇଥିବା ବେଳେ ଭଲ ବିକ୍ରି ରେସପନ୍ସ ପାଇଛି। ମଡେଲଟିର ଅଫଲାଇନ ଉପସ୍ଥିତି ଉନ୍ନତ ରହିବ ବୋଲି ମହାନ୍ତି ଆଶା ପ୍ରକଟ କରିଛନ୍ତି। ମଡେଲଟିର ବଜାର ଦର ୫୪୪୯ ଟଙ୍କାରୁ ୭,୯୯୯ ଟଙ୍କା ରହିଛି। ଏହା ୨ଜିବି+୧୬ ଜିବି, ୨ଜିବି+୩୨ ଜିବି ଏବଂ ୩ଜିବି+୩୨ ଜିବି ଭାରିଆଣ୍ଟରେ ଉପଲବ୍ଧ।

ପ୍ରମୁଖ ଫିଚର
– ୪୦୦୦ ଏମ୍‌ଏଏଚ୍‌ ବ୍ୟାଟେରି
-ଡାଇମଣ୍ଡ ୩ଡି କଟ୍‌ ଡିଜାଇନ
– ୩ କଲ୍‌ର ଭାରିଆଣ୍ଟ,୬.୨ ଇଞ୍ଚ ସ୍କ୍ରିନ
-୧୩+୨ ମେଗାପିକ୍ସେଲ କ୍ୟାମେରା
– ୨୫୬ ଜିବି ପର୍ଯ୍ୟନ୍ତ ଏକ୍ସପାଣ୍ଡେବଲ


Enter your email to get our daily news in your inbox.

All Right Reserved By Dharitri.Com

‘ପରିବହନ କ୍ଷେତ୍ରରେ ପରିବର୍ତ୍ତନ ଆଣିବ’

ଭୁବନେଶ୍ୱର,୧୭।୨:କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ‘ପିଏମ୍‌ ଗତିଶକ୍ତି ଓ ଜାତୀୟ ଲଜିଷ୍ଟିକ୍ସ ନୀତି’ ଶୀର୍ଷକ ବିଷୟବସ୍ତୁ ଉପରେ ପୂର୍ବ ଜୋନ୍‌ ସମ୍ମିଳନୀ ସ୍ଥାନୀୟ ଜୟଦେବ ନିକଟସ୍ଥ...

ରେକର୍ଡ ୪୦ ହଜାର ଛୁଇଁ ସେନ୍‌ସେକ୍ସ ଖସିଲା

ମୁମ୍ବାଇ,୨୪-୫: ସାତଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ଶେଷ ହେବା ପରେ ଗୁରୁବାର ଗଣନା ଆରମ୍ଭ ହୋଇଥିଲା। ଏନ୍‌ଡିଏ ସଂଖ୍ୟାଗରିଷ୍ଠତା ହାସଲ କରିିବାକୁ ଯାଉଥିବା ମନେହେବା ପରେ...

ଟାଟା ମୋଟର୍ସର ଏସ୍‌ସିଭି ବର୍ଗରେ ୩ ମଡେଲ୍‌ ଉନ୍ମୋଚିତ

ନୂଆଦିଲ୍ଲୀ,୨୭।୯: ଦେଶର ପ୍ରମୁଖ ବାଣିଜି୍ୟକ ଯାନ ନିର୍ମାଣକାରୀ କମ୍ପାନୀ ‘ଟାଟା ମୋଟର୍ସ’ପକ୍ଷରୁ ସୋମବାର ଛୋଟ ବାଣିଜି୍ୟକ ଯାନ ବା ସ୍ମଲ କର୍ମସିଆଲ ଭେହିକିଲ (ଏସସିଭି) ବର୍ଗରେ...

ପିଏନ୍‌ବି ସହ ମିଶିପାରେ ୟୁବିଆଇ, ବିଓଆଇ

ନୂଆଦିଲ୍ଲୀ,୧-୫: କେନ୍ଦ୍ର ସରକାର ବ୍ୟାଙ୍କିଙ୍ଗ ସେକ୍ଟରରେ ଦ୍ୱିତୀୟ ପର୍ଯ୍ୟାୟ ମିଶ୍ରଣ ପର୍ବ ଆରମ୍ଭ କରିବାକୁ ଯାଉଛନ୍ତି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ସହ ୟୁନିୟନ ବ୍ୟାଙ୍କ  ଅଫ...

ରୁଷୀୟ କମ୍ପାନୀ ସହ ସମ୍ପର୍କକୁ ଏଡ଼ାଇଲା ଇନ୍‌ଫୋସିସ୍‌

ନୂଆଦିଲ୍ଲୀ,୨୭।୩: ୟୁକ୍ରେନ୍‌ ସହ ଯୁଦ୍ଧ ପରେ ରୁଷିଆରେ କାର୍ଯ୍ୟ କରୁଥିବା ପ୍ରମୁଖ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ ଅସୁବିଧାରେ ପଡ଼ିଛି। ଏ ସମ୍ପର୍କରେ ବ୍ରିଟିଶ୍‌ ମିଡିଆ ଆଉଟ୍‌ଲେଟ୍‌...

୨୦ହଜାରଙ୍କୁ ନିଯୁକ୍ତି ଦେବ ଆମାଜନ୍‌

ନୂଆଦିଲ୍ଲୀ,୨୯।୬: ପ୍ରମୁଖ ଇ-କର୍ମସ କମ୍ପାନୀ ଆମାଜନ ଇଣ୍ଡିଆ ପକ୍ଷରୁ ୨୦ ହଜାର କର୍ମଚାରୀଙ୍କୁ ସାମୟିକ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଦାନ କରାଯିବ। ଏ ନେଇ କମ୍ପାନୀ ରବିବାର...

ବିଆଇପିଏଫ୍‌କୁ ଇଣ୍ଡିଆ ସିଏସ୍‌ଆର୍‌ ପୁରସ୍କାର

ଭୁବନେଶ୍ୱର,୨୧।୧୨: ରାଜ୍ୟର ପ୍ରମୁଖ ଶିଳ୍ପସଂସ୍ଥା ଇମ୍ପାର ସହଯୋଗୀ ଅନୁଷ୍ଠାନ ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେଶନ(ବିଆଇପିଏଫ୍‌)କୁ ନିକଟରେ ଇଣ୍ଡିଆ ସିଏସ୍‌ଆର୍‌ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ବିଶେଷକରି...

୧୫ ଲକ୍ଷ କୋଟି ଟପିଲା ବଜାର ପୁଞ୍ଜି

ଭୁବନେଶ୍ୱର,୫।୯: ଶେୟାର ବଜାରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଶେୟାର ମୂଲ୍ୟ ବୃଦ୍ଧି ସାଙ୍ଗକୁ ନିକଟରେ ବିଭିନ୍ନ କମ୍ପାନୀର ଅଂଶଧନ କ୍ରୟ ରିଲାଏନ୍ସକୁ ବେଶ୍‌ ଲାଭ ଦେଇଛି। ଫଳରେ ଗତ...

Advertisement
Archives

Model This Week