ରିଲାଏନ୍ସ ଫ୍ରେସ୍‌, ସ୍ମାର୍ଟ ଷ୍ଟୋରରେ ମଦର୍ସ ଡେ

ନୂଆଦିଲ୍ଲୀ,୧୦।୫: ସୁପର ମାର୍କେଟ ବ୍ରାଣ୍ଡ ରିଲାଏନ୍ସ ରିଟେଲ ପକ୍ଷରୁ ଏହାର ରିଲାଏନ୍ସ ଫ୍ରେସ୍‌ ଏବଂ ସ୍ମାର୍ଟ ଷ୍ଟୋରରେ ମଦର୍ସ ଡେ ପାଳନ କରାଯାଉଛି। ଏହି ଅବସରରେ ଏକ ଡିଜିଟାଲ କ୍ୟାମ୍ପେନ ‘ଭାରତମାତା କେ ଲିଏ’ ଶୁଭାରମ୍ଭ ହୋଇଛି। ଏହି ଅବସରରେ ଏକ ଡିଜିଟାଲ ଫିଲ୍ମ ପ୍ରସ୍ତୁତ ହୋଇଥିବା ବେଳେ ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ଏଥିରେ ଅଭିନୟ କରିଛନ୍ତି। ମଦର ଇଣ୍ଡିଆ ତଥା ମାଆମାନଙ୍କର ଉଲ୍ଲେଖନୀୟ ଯୋଗଦାନକୁ ସେ ଏଥିରେ ବର୍ଣ୍ଣନା କରିଛନ୍ତି। ଦେଶ ବର୍ତ୍ତମାନ କୋଭିଡ୍‌ ୧୯ ସହ ଲଢୁଥିବା ବେଳେ ମାଆମାନଙ୍କର ଯୋଗଦାନକୁ ଏଥିରେ ପ୍ରଦର୍ଶନ କରାଯାଇଛି। ଲକ୍‌ଡାଉନ ଯୋଗୁ ଉପୁଜୁଥିବା ବିଭିନ୍ନ ସମସ୍ୟାକୁ ଏଥିରେ ବିଭିନ୍ନ ଭାଗରେ ସ୍ଥାନିତ କରାଯାଇଛି। ସମସ୍ତେ ମିଳିତ ହୋଇ ଭାରତମାତାକୁ ଖୁସି କରାଇବା ପୁଣି ଏହାର ମୁହଁରେ ହସ ପୁଟାଇବାକୁ ଭିଡିଓରେ ଆହ୍ବାନ କରାଯାଇଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟଙ୍କୁ ଇଡିର ପ୍ରତିଶ୍ରୁତି; ଚନ୍ଦା କୋଚ୍ଚରଙ୍କ ବିରୋଧରେ ଜୋର ଜବରଦସ୍ତି କାର୍ଯ୍ୟାନୁଷ୍ଠାନ ହେବନି

ମୁମ୍ବାଇ: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚରଙ୍କ ବିରୋଧରେ ଜୋର ଜବରଦସ୍ତି ଭାବେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ...

ମାଲ୍ୟା ପ୍ରତ୍ୟର୍ପଣ ମାମଲାରେ ପକ୍ଷ ରଖିଲା କେନ୍ଦ୍ର

ନୂଆଦିଲ୍ଲୀ : ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଜୟ ମାଲ୍ୟାଙ୍କ ପୁନର୍ବିଚାର ମାମଲା ସୁପ୍ରିମକୋର୍ଟରେ ଶୁଣାଣି ହେଉଛି। ସୁପ୍ରିମକୋର୍ଟ ଏହି ମାମଲାରେ ମାଲ୍ୟା...

ପିତୃଦିବସ ଲାଗି କଲ୍ୟାଣ ଜୁଏଲର୍ସର ଗହଣା ସମ୍ଭାର

ନୂଆଦିଲ୍ଲୀ,୧୫-୬ : ପିତୃ ଦିବସ ଅବସରରେ କଲ୍ୟାଣ ଜୁଏଲର୍ସ ପକ୍ଷରୁ ନୂଆ ଗହଣା ସମ୍ଭାର ଆରମ୍ଭ କରାଯାଇଛି। କମ୍ପାନୀ ଏହାର ମେନସଓ୍ବେର ଡିଜାଇନ ମଧ୍ୟରେ ସ୍ପୋର୍ଟ,ଡ୍ରେସି...

ଆଜି ବିଏସ୍‌ଏନ୍‌ଏଲ୍‌ କର୍ମଚାରୀଙ୍କ ଦେଶବ୍ୟାପି ଅନଶନ

ନୂଆଦିଲ୍ଲୀ, ୨୪-୨: ରାଷ୍ଟ୍ରାୟତ୍ତ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) କର୍ମଚାରୀ ସଂଘ ପକ୍ଷରୁ ସୋମବାର ଦେଶବ୍ୟାପୀ ଅନଶନ କରାଯିବ। ସରକାର ଘୋଷଣା କରିଥିବା ୬୯ ହଜାର...

ଚାଇନା ବ୍ୟାଙ୍କ ଋଣ ପଇଠ ଲାଗି ଅନିଲ ଅମ୍ବାନୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୩।୫: ଚାଇନା ବ୍ୟାଙ୍କଗୁଡ଼ିକୁ ୭୧୭ ନିୟୁତ ଡଲାର ୨୧ ଦିନ ମଧ୍ୟରେ ପଇଠ କରିବା ପାଇଁ ୟୁକେର କୋର୍ଟ ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ...

ନୂଆ ଗ୍ରୀଷ୍ମକାଳୀନ ସ୍ବତନ୍ତ୍ର ଟ୍ରେନ ଚଳାଇଲା ରେଲଓ୍ବେ

ଭୁବନେଶ୍ୱର,୧୮-୪: ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ପୁଣି ଏକ ନୂଆ ଗ୍ରୀଷ୍ମକାଳୀନ ସ୍ବତନ୍ତ୍ର ଟ୍ରେନର ଶୁଭାରମ୍ଭ କରାଯାଇଛି। ଜୁନ ମାସ ମାସ ଶେଷ ପର୍ଯ୍ୟନ୍ତ...

ଅନିଶ୍ଚିତତା ଆଡ଼କୁ ବିଶ୍ୱ ଅର୍ଥ ବ୍ୟବସ୍ଥା

ମୁମ୍ବାଇ,୨୬।୪: କୋଭିଡ୍‌-୧୯ ଯୋଗୁ ସାରା ବିଶ୍ୱରେ ଉପୁଜିଥିବା ଗୁରୁତର ସ୍ବାସ୍ଥ୍ୟ ସମସ୍ୟାକୁ ସମାଧାନ କରିବା ଏବେ ପ୍ରାଥମିକତା ହୋଇଛି। ଲକ୍‌ଡାଉନ ଲାଗି ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌...

ରିଟେଲ ବିଜ୍‌ନେସ ପୁନଃ ଆରମ୍ଭ କଲା ହିରୋ

ନୂଆଦିଲ୍ଲୀ,୧୨।୫: ହିରୋ ମୋଟୋକର୍ପ ଲିମିଟେଡ୍‌ ପକ୍ଷରୁ ଏହାର ରିଟେଲ ବିଜ୍‌ନେସକୁ ପୁଣି ଥରେ ଶୁଭାରମ୍ଭ କରାଯାଇଛି। ବର୍ତ୍ତମାନ ସୁଦ୍ଧା କମ୍ପାନୀ ପକ୍ଷରୁ ୧୫୦୦ ରିଟେଲ ଆଉଟଲେଟ...

Advertisement


Archives

Model This Week

Why Dharitri