ନୂଆଦିଲ୍ଲୀ,୧୨।୫: ହିରୋ ମୋଟୋକର୍ପ ଲିମିଟେଡ୍ ପକ୍ଷରୁ ଏହାର ରିଟେଲ ବିଜ୍ନେସକୁ ପୁଣି ଥରେ ଶୁଭାରମ୍ଭ କରାଯାଇଛି। ବର୍ତ୍ତମାନ ସୁଦ୍ଧା କମ୍ପାନୀ ପକ୍ଷରୁ ୧୫୦୦ ରିଟେଲ ଆଉଟଲେଟ ଶୁଭାରମ୍ଭ କରାଯାଇଛି। କଟକଣା ଉଠିବା ପରଠାରୁ ରିଟେଲ ସେଲ୍ସ ବିକ୍ରି ୧୦ ହଜାରରୁ ଊର୍ଦ୍ଧ୍ୱ ୟୁନିଟ ରହିଛି। ସେହିଭଳି ହୋଲ୍ସେଲ ଡେସ୍ପାଚ୍ ମଧ୍ୟ ଆରମ୍ଭ କରାଯାଇଛି। ୧୨ ଭାଷାରେ ଡିଲରଶିପଗୁଡ଼ିକରେ ରିଷ୍ଟାର୍ଟ ମାନୁଆଲ ପ୍ରଦାନ କରାଯାଇଛି। ଓ୍ବେବିନାର ଦ୍ୱାରା ଟ୍ରେନିଂ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି। ସରକାରଙ୍କ ସାମାଜିକ ନିରାପତ୍ତା ନିୟମ ବାଦ୍ ଅନ୍ୟ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି।

କଟକଣା କୋହଳ ନେଇ ସର୍ତ୍ତ ରଖିଲେ ରାଜ୍ୟ ସରକାର: ସହରାଞ୍ଚଳରେ ଖୋଲିବନି ମଲ୍, ଦୋକାନରେ ରହିବେ ୫୦% କର୍ମଚାରୀ
ଭୁବନେଶ୍ୱର,୨୫।୪(ବ୍ୟୁରୋ): ସାରା ଦେଶରେ କରୋନା ମୁକାବିଲାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଲଗାଯାଇଥିଲା। ହେଲେ ଶନିବାର ଏହାକୁ କିଛି ମାତ୍ରାରେ କୋହଳ କରାଯାଇଛି।...

ସିକେପି ସମବାୟ ବ୍ୟାଙ୍କ ବିରୋଧରେ କଟକଣା
ନୂଆଦିଲ୍ଲୀ,୪। ୫: ବ୍ୟାଙ୍କଗୁଡ଼ିକରେ ଟଙ୍କା ରଖିବା ସୁରକ୍ଷିତ ବୋଲି ବିଚାର କରାଯାଇଥାଏ। ହେଲେ ବର୍ତ୍ତମାନ ଏମିତି କିଛି ଘଟଣା ଘଟୁଛି ଯାହା ଲୋକଙ୍କର ବ୍ୟାଙ୍କ ବ୍ୟବସ୍ଥାକୁ...

ମୁକେଶ ଅମ୍ବାନୀଙ୍କ ଝିଅ ଈଶାଙ୍କୁ ଏହି ନାମରେ ଚିଡାନ୍ତି ସ୍ବାମୀ ଆନନ୍ଦ
ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ। ଈଶା ମା’ ନୀତା ଅମ୍ବାନୀଙ୍କର ଖୁବ୍ ନିକଟତର। ନିଜର ଛୋଟ ବଡ଼ ସବୁ...

ତନିସ୍କର ମଦର୍ସ ଡେ କଲେକ୍ସନ
ଭୁବନେଶ୍ୱର,୯।୫: ପ୍ରମୁଖ ଜୁଏଲେରି ବ୍ରାଣ୍ଡ ତନିସ୍କ ପକ୍ଷରୁ ମଦର୍ସ ଡେ ଲାଗି ସ୍ବତନ୍ତ୍ର ହାର୍ଟ ଅଫ୍ ଗୋଲ୍ଡ କଲେକ୍ସନ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

କାଠଗଡ଼ାରେ ଋଣପ୍ରଦାନକାରୀ,ଆୟକର ବିଭାଗ; କ୍ୟାଫେ କଫି ଡେ ମାଲିକ ଭି.ଜି.ସିଦ୍ଧାର୍ଥ ନିଖୋଜ
ନୂଆଦିଲ୍ଲୀ,୩୧-୭: କଫି ଚେନ୍ କ୍ୟାଫେ କଫି ଡେ(ସିସିଡି)ର ପ୍ରତିଷ୍ଠାତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଏମ୍.କ୍ରିଷ୍ଣାଙ୍କ ଜ୍ୱାଇଁ ଭି.ଜି.ସିଦ୍ଧାର୍ଥ ସୋମବାର ରାତିରୁ ନିଖୋଜ ହୋଇଯାଇଛନ୍ତି। ତାଙ୍କୁ...
ଧିମେଇଲା ଭାରତର ‘ଆନିମଲ ସ୍ପିରିଟ୍’
ନୂଆଦିଲ୍ଲୀ,୨୫।୪: କୌଣସି ଅର୍ଥ ବ୍ୟବସ୍ଥାରେ କାର୍ଯ୍ୟ ଆରମ୍ଭ ଲାଗି ନିବେଶକଙ୍କ ମଧ୍ୟରେ ରହିଥିବା ଆତ୍ମବିଶ୍ୱାସ ଅନେକ ଗୁରୁତ୍ୱ ବହନକରେ। କିଛି ମାସର ବଜାର ସ୍ଥିତିକୁ...

ବିଏସ୍ଏନ୍ଏଲ୍-ଏମ୍ଟିଏନ୍ଏଲ୍ ମିଶ୍ରଣ ଉଦ୍ୟମ
ନୂଆଦିଲ୍ଲୀ,୩୧-୭: କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍ଏନ୍ଏଲ୍) ଏବଂ ମହାନଗର ଟେଲିକମ୍ ନିଗମ ଲିିମିଟେଡ(ଏମ୍ଟିଏନ୍ଏଲ୍)କୁ ମିଶାଇ ଦେବା ଲାଗି ଉଦ୍ୟମ...

ବିମାନ କମ୍ପାନୀଗୁଡ଼ିକୁ ଆଶ୍ୱସ୍ତି
ନୂଆଦିଲ୍ଲୀ,୨୦।୯: ସରକାର ବିମାନ କମ୍ପାନୀଗୁଡ଼ିକୁ ଆଶ୍ୱସ୍ତି ପ୍ରଦାନ କରିବା ସହ ଯାତ୍ରୀ ପରିବହନ କ୍ଷମତା ୭୨.୫%ରୁ ୮୫%କୁ ବୃଦ୍ଧି କରିଛନ୍ତି। ଏହା ସହ ବିମାନ ଭଡ଼ା...