ରିଟର୍ନ ଦାଖଲ ଲାଗି ଇ-ଫାଇଲିଂ ଲାଇଟ୍‌

ନୂଆଦିଲ୍ଲୀ,୨-୮: ଆୟକର ବିଭାଗ ପକ୍ଷରୁ ରିଟର୍ନ ଦାଖଲ କରିବା ଉଦ୍ଦେଶ୍ୟରେ ଗୁରୁବାର ଏକ ନୂଆ ସରଳ ସୁବିଧା ଆରମ୍ଭ କରାଯାଇଛି। ବିଭାଗର ଓ୍ବେବ୍‌ସାଇଟରେ ‘ଇ-ଫାଇଲିଂ ଲାଇଟ୍‌’ ନାମରେ ଏହି ସୁବିଧା ଆରମ୍ଭ ହୋଇଛି। ଓ୍ବେବସାଇଟର ହୋମ୍‌ପେଜରେ ‘ଇ-ଫାଇଲିଂ ଲାଇନ’ ବଟନ ଦବାଇ ଏହାକୁ ବ୍ୟବହାର କରାଯାଇପାରିବ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି। ସବୁ ସେବା ସହିତ ଉପଲବ୍ଧ ବର୍ତ୍ତମାନର ଇ-ଫାଇଲିଂ ପୋର୍ଟାଲକୁ ‘ପୋର୍ଟାଲ ଲଗ୍‌ଇନ’ ବଟନ ଦବାଇ ବ୍ୟବହାର କରାଯାଇପାରିବ। ଜଣେ ଅଧିକାରୀ କହିଛନ୍ତି ଯେ, ଓ୍ବେବ୍‌ ପୋର୍ଟାଲରେ ନୂଆ ‘ଲାଇଟ’ ଟ୍ୟାବ୍‌ ଉପସ୍ଥାପନ କରାଯାଇଛି। ଟିକସଦାତା ଥରେ ନିଜର ପେଜ୍‌ରେ ଲଗ୍‌ ଅନ୍‌ କରିବା ମାତ୍ରେ ତାଙ୍କୁ କେବଳ ସେହି ଲିଙ୍କ୍‌ ମିଳିବ ଯାହା ଅନ୍‌ଲାଇନ ଆୟକର ରିଟର୍ନ ଏବଂ ୨୬ ଏଏସ୍‌ ପୂରଣ କରିବା ଲାଗି ଆବଶ୍ୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୫।୩: ବିମାନଯାତ୍ରୀଙ୍କ ଲାଗି ମାସ୍କ ନିୟମ କଡ଼ାକଡ଼ି କରିବାକୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପଦକ୍ଷେପ ନେଇଛି। ଯେଉଁ ଯାତ୍ରୀ ମାସ୍କ ପିନ୍ଧୁ ନାହାନ୍ତି ସେମାନଙ୍କୁ...

ଲକ୍‌ଡାଉନରୁ କୃଷି ଆନୁଷଙ୍ଗିକ କ୍ଷେତ୍ର ବାଦ୍‌

ନୂଆଦିଲ୍ଲୀ ୨୮। ୩: କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର କାର୍ଯ୍ୟକଳାପକୁ ଲକ୍‌ଡାଉନରୁ ବାଦ୍‌ ଦିଆଯାଇଛି। ରବି ଫସଲ ଅମଳକୁ ଠିକ୍‌ ଭାବେ ପରିଚାଳନା କରାଇବା ଲାଗି...

ଆଇସ୍କ୍ରିମ ଦ୍ୱାରା କରୋନା ସଂକ୍ରମଣ ସମ୍ଭାବନା ନାହିଁ: ଆଇଆଇସିଏମ୍‌ଏ

ନୂଆଦିଲ୍ଲୀ,୧୮-୩: ଆଇସ୍କ୍ରିମ ଦ୍ୱାରା କରୋନା ସଂକ୍ରମଣ ହେବାର ଗୁଜବ ହେଉଛି। ଏହା ଦ୍ୱାରା ଆଇସ୍କ୍ରିମ ଶିଳ୍ପ ବିକ୍ରି ପ୍ରଭାବିତ ହୋଇଛି। ଏହାକୁ ନେଇ ଶିଳ୍ପ ପକ୍ଷରୁ...

ଫ୍ୟୁଚର ଗ୍ରୁପ୍‌ ବିରୋଧରେ ସେବି ଦ୍ୱାରସ୍ଥ ହେଲା ଆମାଜନ

ମୁମ୍ବାଇ : ଫ୍ୟୁଚର ଗ୍ରୁପ୍‌ ଏବଂ ରିଲାଏନ୍ସ ଡିଲ୍‌କୁ ନେଇ ଆମାଜନ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି)ର ଦ୍ୱାରସ୍ଥ ହୋଇଛି। ଫ୍ୟୁଚର ଗ୍ରୁପ୍‌ ମିଛ...

ଦେଶରେ ତେଲ ବିକ୍ରି ହ୍ରାସ

ନୂଆଦିଲ୍ଲୀ,୧୧।୪: କରୋନା ସଂକ୍ରମଣ ଯୋଗୁ ସରକାର ଲକ୍‌ଡାଉନ ଓ ଶଟ୍‌ଡାଉନ ଭଳି କଟକଣା ଲାଗୁ କରିଥିଲେ। ଫଳରେ ଗାଡ଼ି ଚଳାଚଳ ଓ ଯାତାୟାତରେ ଅନେକ ଫରକ...

ପୋଷ୍ଟ ଅଫିସ୍‌ରେ ମିଳିବ କ୍ଷୁଦ୍ର ଋଣ

ନୂଆଦିଲ୍ଲୀ,୩-୮: ଏନ୍‌ଡିଏ ସରକାର କ୍ଷମତାରେ ଫେରିବା ପରେ ପୋଷ୍ଟ ଅଫିସ୍‌ର କାୟାକଳ୍ପ ବଦଳିବାରେ ଲାଗିଛି। ଚିଠି, ପାର୍ସଲ ମନିଅର୍ଡର ବାଣ୍ଟୁଥିବା ପୋଷ୍ଟ ଅଫିସ ଆଜି ବ୍ୟାଙ୍କିଙ୍ଗ୍‌...

ବ୍ୟବସାୟୀଙ୍କୁ ୨୧୦୦ କୋଟି ଟଙ୍କାର କ୍ଷତି

ଭୁବନେଶ୍ୱର,୧୨-୫: ଫନୀ ଯୋଗୁ ରାଜ୍ୟ ମଧ୍ୟରେ ବାଣିଜ୍ୟ କାରବାର ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ଜିଲାର କ୍ଷୁଦ୍ର ବ୍ୟବସାୟୀ...

ଋଣ ମାଫ୍‌କୁ ନେଇ ପ୍ରଶ୍ନ ଉଠାଇଲେ ଚିଦାମ୍ବରମ

ନୂଆଦିଲ୍ଲୀ,୩୦।୪: ନୀରବ ମୋଦି, ମେହୁଲ ଚୋକ୍‌ସି ଏବଂ ବିଜୟ ମାଲ୍ୟାଙ୍କ ଭଳି ବ୍ୟକ୍ତିବିଶେଷ ବ୍ୟାଙ୍କରୁ ବହୁ କୋଟି ଟଙ୍କାର ଋଣ ଠକେଇକରି ଏବେ ବିଦେଶରେ ରହୁଛନ୍ତି।...

Advertisement
Archives

Model This Week