ରାଷ୍ଟ୍ରପତିଙ୍କ ଗସ୍ତ ଚୂଡ଼ାନ୍ତ:୮ରେ ପାଇକ ସ୍ମାରକୀର ହେବ ଶିଳନ୍ୟାସ

ଖୋର୍ଦ୍ଧା ଅଫିସ,୨୭-୧୧:ଖୋର୍ଦ୍ଧାର ବରୁଣେଇ ପାହାଡ ପାଦଦେଶରେ ନିର୍ମାଣ ହେବାକୁ ଥିବା ପାଇକ ସ୍ମାରକୀର ଶିଳାନ୍ୟାସ ଡିସେମ୍ବର ୮ରେ ଅନୁଷ୍ଠିତ ହେବ। ଏହି ଶିଳାନ୍ୟାସ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ କରିବେ। ଏଥିପାଇଁ ରାଷ୍ଟ୍ରପତିଙ୍କ ବରୁଣେଇ ଗସ୍ତ ଚୂଡାନ୍ତ ହୋଇଛି। ସୁରକ୍ଷା ଦୃଷ୍ଟିରୁ ପର୍ଯ୍ୟଟନ କ୍ଷେତ୍ର ବରୁଣେଇରେ ଡିସେମ୍ବର ୧ରୁ ୮ ତାରିଖ ପର୍ଯ୍ୟନ୍ତ ବଣ ଭୋଜି ବନ୍ଦ ରହିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଅପରପକ୍ଷେ ରାଷ୍ଟ୍ରପତିଙ୍କ ଗସ୍ତକୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବାକୁ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ ଏବଂ ଏସ୍‌ପି ସିକ୍ୟୁରିଟ୍‌ ଉଇଙ୍ଗିସ୍‌ କାହ୍ନୁ ଚରଣ ପଟ୍ଟନାୟକ ବରୁଣେଇକୁ ମଙ୍ଗଳବାର ଆସିଥିଲେ। ଜିଲାପାଳ ସିତାଂଶୁ କୁମାର ରାଉତ, ଖୋର୍ଦ୍ଧା ଏସ୍‌ପି ଅଜେୟ ପ୍ରସାଦ ସ୍ବାଇଁଙ୍କ ସମେତ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରକାଶଥାଉ କି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ୯.୬୪୪ ଏକର ଜମିରେ ପାଇକ ସ୍ମାରକୀ ନିର୍ମାଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କୃଷି, ରେଳ, କୃଷି ଉଡାନ, ଚାଷୀଙ୍କୁ ସୌର ପମ୍ପ ସ୍ବାଗତଯୋଗ୍ୟ; ନିଯୁକ୍ତି, ଅନୁଦାନକୁ ଅଣଦେଖା:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୨(ବ୍ୟୁରୋ): ୨୦୨୦-୨୧ ଆର୍ଥିକବର୍ଷ ପାଇଁ ଶନିବାର କେନ୍ଦ୍ର ସରକାର ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ନିଆଯାଇଥିବା କେତେକ ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଜେଲ ଗଲେ ଢାବା ମ୍ୟାନେଜର: ମହିଳାଙ୍କୁ ବଳାତ୍କାର ଘଟଣା

ଭୁବନେଶ୍ୱର,୨୮ା୧୦(ବ୍ୟୁରୋ): କ୍ୟାପିଟାଲ ଥାନା ଅନ୍ତର୍ଗତ ମାଷ୍ଟରକ୍ୟାଣ୍ଟିନ ଛକରେ ଏକ ଢାବାରେ ଜଣେ ମହିଳା କର୍ମଚାରୀଙ୍କୁ ବଳାତ୍କାର ଅଭିଯୋଗରେ ଉକ୍ତ ଢାବାର ମ୍ୟାନେଜର ସୁକାନ୍ତ ନାୟକଙ୍କୁ ପୋଲିସ...

ବ୍ଲାକ୍‌ରୋଜରେ ପିଟିହୋଇ ବୁଡ଼ିଲା ବୋଟ୍‌ ୫ ମତ୍ସ୍ୟଜୀବୀ ଉଦ୍ଧାର, ୨ ନିଖୋଜ

ପାରାଦୀପ,୨୬ା୧୦(ସ୍ବ.ପ୍ର.): ପାରାଦୀପ ବନ୍ଦର ସଂଲଗ୍ନ ସମୁଦ୍ର ଆଙ୍କରେଜରେ ବୁଡିରହିଥିବା ବ୍ଲାକ୍‌ରୋଜ ଜାହାଜ ଯୋଗୁ ସୋମବାର ଦୁର୍ଘଟଣା ଘଟିଛି। ମା’ ମିନୁ ନାମକ ମାଛଧରା ବୋଟ୍‌ ମାଛଧରା...

ଆରମ୍ଭ ହେଲା କାର୍ତ୍ତିକ ବ୍ରତ, ଶ୍ରୀକ୍ଷେତ୍ରରେ ହବିଷିଆଳିଙ୍କ ଭିଡ଼

ପୁରୀ ଅଫିସ,୧୪।୧୦: ସୋମବାରଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। ପ୍ରତ୍ୟୁଷରେ ହବିଷିଆଳିମାନେ ପଞ୍ଚତୀର୍ଥରେ ସ୍ନାନକରି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏହାପରେ ତୁଳସୀ ଚଉରାମୂଳେ...

ଦଳିତ ମହିଳାଙ୍କୁ ପୋଲିସ ଏସ୍‌ଆଇଙ୍କ ଅସଦାଚରଣ

ଭୁବନେଶ୍ୱର, ୪ା୮(ବ୍ୟୁରୋ): ସାଧାରଣ ଲୋକଙ୍କୁ ଉତ୍ତମ ବ୍ୟବହାର ଦେଖାଇବା ପାଇଁ ପୋଲିସ ଡିଜିଙ୍କଠାରୁ ଆରମ୍ଭ କରି ସିପି ପର୍ଯ୍ୟନ୍ତ ପୋଲିସ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କେତେଜଣ...

ଆଜିଠୁ ପୂଜା ପାଇବେ ପଟିଦିଅଁ

ଖୋର୍ଦ୍ଧା ଅଫିସ,୬ା୬: ଖୋର୍ଦ୍ଧା ଉପକଣ୍ଠ ଜାଗୁଲାଇପାଟଣାସ୍ଥିତ ଶ୍ରୀ ଅନନ୍ତ ପୁରୁଷୋତ୍ତମଙ୍କ ମନ୍ଦିରରେ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଭୋର ୪ଟାରେ ଦ୍ୱାରଫିଟା, ୫ଟାରେ ମଙ୍ଗଳ ଆଳତି,...

ଏହି ସବୁ ଜିଲାରେ କୋହଳ ହେଲା କଟକଣା

ଭୁବନେଶ୍ୱର,୩୦।୫(ବ୍ୟୁରୋ): ପୁଣି ୧୬ ଦିନ ପାଇଁ ଲକ୍‌ଡାଉନ ବଢ଼ାଇଛନ୍ତି ରାଜ୍ୟ ସରକାର। ଜୁନ ୧ ତାରିଖରେ ଲକ୍‌ଡାଉନ ଶେଷ ହେବାର ଥିଲା। କିନ୍ତୁ କରୋନା ସଂକ୍ରମଣର...

କାଳବୈଶାଖୀ: କଟକ ଜଳାର୍ଣ୍ଣବ

କଟକ ଅଫିସ, ୬ା୬: କଟକର ବିଭିନ୍ନ ସ୍ଥାନରେ ବୁଧବାର କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ ସନ୍ଧ୍ୟା ୬ଟା ୩୦ରୁ ରାତି ୧୦ଟା ୩୦...

Advertisement


Archives

Model This Week

Why Dharitri