Posted inଜାତୀୟ

ରାମ ମନ୍ଦିର ନିର୍ମାଣ ପାଇଁ ଗଠନ ହେଲା ସ୍ବତନ୍ତ୍ର ଡେସ୍କ

ନୂଆଦିଲ୍ଲୀ, ୩।୧: କେନ୍ଦ୍ର ସରକାର ରାମ ମନ୍ଦିର ନିର୍ମାଣ ପାଇଁ ଏକ ସ୍ବତନ୍ତ୍ର ଅଯୋଧ୍ୟା ଡେସ୍କ ଗଠନ କରିଛନ୍ତି। ଅଯୋଧ୍ୟା ସହ ଜ ସମସ୍ତ ପ୍ରସଙ୍ଗ ଓ କୋର୍ଟ ରାୟକୁ ହ୍ୟାଣ୍ଡେଲ କରିବା ପାଇଁ ୩ ଜଣିଆ ଡେସ୍କ ଗଠନ କରାଯାଇଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ଡେସ୍କର ମୁଖ୍ୟ ଅତରିକ୍ତ ସଚିବ ଜ୍ଞାନେଶ କୁମାର ରହିଛନ୍ତି। ଏବେ କୁମାରଙ୍କ ନେତୃତ୍ୱରେ ଗଠିତ ଡେସ୍କ ସମସ୍ତ ଅଯୋଧ୍ୟା ପ୍ରସଙ୍ଗର ତଦାରଖ କରିବ। ସୂଚନାଯୋଗ୍ୟ, ନଭେମ୍ବର ୯ରେ ସୁପ୍ରିମକୋର୍ଟ ବହୁଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦର ରାୟ ପ୍ରକାଶ କରିଥିଲେ। ବିବାଦୀୟ ଅଞ୍ଚଳ ସୁପ୍ରିମକୋର୍ଟ ହିନ୍ଦୁ ପକ୍ଷଙ୍କୁ ଦେଇଥିବା ବେଳେ ଅଯୋଧ୍ୟାରେ ଅନ୍ୟ ୫ ଏକର ଜମି ମୁସଲିମ ପକ୍ଷଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅସୁସ୍ଥ ମୁଲାୟମଙ୍କୁ ଭେଟିଲେ ଯୋଗୀ

ଲକ୍ଷ୍ନୌ, ୧୦।୬:ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ସମାଜବାଦୀ ପାର୍ଟି(ଏସ୍‌ପି) ମୁଖ୍ୟ ମୁଲାୟମ ସିଂହ ଯାଦବଙ୍କୁ ଭେଟିଛନ୍ତି। ଏଥିସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି...

ପ୍ରତିଶୋଧ ନେଲା ଭାରତୀୟ ସେନା: ୮ ପାକ୍ ସେନା ନିହତ

ଶ୍ରୀନଗର,୧୩ ।୧୧: ପାକିସ୍ତାନ ପକ୍ଷରୁ ଶୁକ୍ରବାର ସୀମାରେ ପୁଣିଥରେ ଅନ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ନର୍ଥ କଶ୍ମୀରରେ ଏଲ୍‌ଓସିକୁ ଲାଗି ରହିଥିବା ୩ଟି ସେକ୍ଟରରେ ପାକିସ୍ତାନ...

ବାତ୍ୟା ନିସର୍ଗ: ରାଇଗଡ ପାଇଁ ଶହେ କୋଟି ଟଙ୍କା ଘୋଷଣା କଲେ ଠାକରେ

ମୁମ୍ବାଇ,୫।୬: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶୁକ୍ରବାର ବାତ୍ୟା ନିସର୍ଗରେ ରାଇଗଡରେ ହୋଇଥିବା କ୍ଷୟକ୍ଷତି ପାଇଁ ଜରୁରୀକାଳୀନ ୧୦୦ କୋଟି ଟଙ୍କାର ରିଲିଫ୍‌ ଘୋଷଣା କରିଛନ୍ତି।...

ପୂର୍ବରୁ ଗରିବ ଭୋକରେ ମରୁଥିଲେ, ଏବେ ଖାଇ ଖାଇ ମରୁଛନ୍ତି: ଭାଜପା ନେତାଙ୍କ ବିବାଦୀୟ ମନ୍ତବ୍ୟ…

ଲକ୍ଷ୍ନୌ,୧୭।୬ : ଗତ ୯ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ସଫଳତା ସମ୍ପର୍କରେ କହିବାକୁ ସେହୋରକୁ ଆସିଥିବା ଉତ୍ତରପ୍ରଦେଶର ଭାଜପା ଏମପି ରାମଶଙ୍କର...

କର୍‌ଓ୍ବାଚୌଥରେ ମୁସଲମାନ କଳାକାରଙ୍କ ହାତରୁ ମେହେନ୍ଦୀ ନ ଲଗାଇବାକୁ ହିନ୍ଦୁ ମହିଳାଙ୍କୁ ପରାମର୍ଶ ଦେଲେ ଭାଜପା ବିଧାୟକ

ଲକ୍ଷ୍ନୌ,୧୩।୧୦: କର୍‌ଓ୍ବାଚୌଥରେ ମୁସଲମାନ କଳାକାରଙ୍କ ହାତରୁ ମେହେନ୍ଦୀ ନ ଲଗାଇବାକୁ ହିନ୍ଦୁ ମହିଳାଙ୍କୁ ପରାମର୍ଶ ଦେଇଛନ୍ତି ଭାଜପା ବିଧାୟକ ବିକ୍ରମ ସଇନି। ସେ କହିଛନ୍ତି, ମେହେନ୍ଦୀ...

୧୨୨ ରାଜନେତାଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା…

ନୂଆଦିଲ୍ଲୀ,୧୦।୮: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଦେଶରେ ୧୨୨ ଜଣ ରାଜନେତାଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା ରହିଛି। ସେମାନଙ୍କ...

ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ବଢ଼ାଇଛନ୍ତି ବିରୁଷ୍କା, ନିକଟ ସମ୍ପର୍କୀୟଙ୍କୁ ମଧ୍ୟ ମିଳୁନି ଏଣ୍ଟ୍ରି

ନୂଆଦିଲ୍ଲୀ,୧୩।୧: ଭାରତୀୟ କ୍ରିକେଟର ଦଳର ଅଧିନାୟକ ବିରାଟ କୋହଲି ଓ ଅନୁଷ୍କା ଶର୍ମା ନିକଟରେ କନ୍ୟା ସନ୍ତାନର ବାପା-ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ବ୍ୟକ୍ତିଗତ...

ଅମରନାଥ ଯାତ୍ରା: ଗୀତା ଉପହାର ଦେଇ ଶିବ ଭକ୍ତଙ୍କୁ ସ୍ୱାଗତ କରିବେ କଶ୍ମିରୀ ମୁସଲମାନ

ଜମ୍ମୁ,୨ ।୭: ବନାରସ କାଶି ଭଗବାନ ଶିବଙ୍କ ନଗରୀ ତ କଶ୍ମିର ଘାଟି ଭୋଳା ବାବାଙ୍କ ଘର ହିମାଳୟ । କଶ୍ମୀର ଘାଟିର ପ୍ରବେଶ ଦ୍ୱାର...

Advertisement
Archives

Model This Week