Posted inଜାତୀୟ

ରାମ ଜନ୍ମଭୂମି: ଅଧିକାରର ଆଧାର ସମ୍ପର୍କରେ ନିର୍ମୋହି ଆଖଡ଼ାକୁ ପ୍ରଶ୍ନ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୭।୮: ରାମ ଜନ୍ମଭୂମି ଉପରେ ଅଧିକାରର ଆଧାର ସମ୍ପର୍କରେ ବୁଧବାର ସୁପ୍ରିମ୍‌କୋର୍ଟ ନିର୍ମୋହି ଆଖଡ଼ାକୁ ପ୍ରଶ୍ନ କରିଛନ୍ତି। ଆଖଡ଼ା ପକ୍ଷରୁ ଜମି ସମ୍ପର୍କିତ କାଗଜପତ୍ର ଦାଖଲ କରାଯାଇଛି। ତେବେ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କହିଲେ ଯେ,ଜମି ଉପରେ ବିନା ଅଧିକାରରେ ପୂଜାର୍ଚ୍ଚନା କରାଯାଇପାରିବ। ମାତ୍ର ପୂଜାର୍ଚ୍ଚନା କରିବା ଏବଂ ଜମି ଉପରେ ଅଧିକାର ଏହା ଦୁଇଟି ଭିନ୍ନ ଭିନ୍ନ ପ୍ରସଙ୍ଗ। ନିର୍ମୋହି ଆଖଡ଼ାର ଆଇନଜୀବୀ ଜମି ଉପରେ ଅଧିକାର ପାଇଁ ମାମଲା ଦାଏର କରାଯାଇଥିବା ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୈଲା ମଜନୁର ଅଭିନେତ୍ରୀଙ୍କ ଉପରେ ସଙ୍ଗୀନ ଅଭିଯୋଗ

ମୁମ୍ବାଇ,୨୮।୫: ୮0 ଦଶକର ଲୈଲା ମଜନୁ ଫେମ୍‌ ରଞ୍ଜିତା କୌରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ହୋଇଛି। ସେ ନିଜର ସ୍ବାମୀଙ୍କୁ ମାରପିଟ୍‌ କରିବା ସହ ୪ମହଲାରୁ...

ତୃତୀୟ ଲହର ଆସିବାକୁ ବେଶୀ ସମୟ ଲାଗିବ ନାହିଁ

ମୁମ୍ବାଇ, ୧୭।୬: ଆଗାମୀ ୨ରୁ ୪ ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ ସଂକ୍ରମଣର ତୃତୀୟ ଲହର ଦେଖାଦେଇପାରେ ବୋଲି ରାଜ୍ୟ କୋଭିଡ୍‌-୧୯ ଟାସ୍କଫୋର୍ସ ପକ୍ଷରୁ ସତର୍କ କରିଦିଆଯାଇଛି।...

ଭୂସୀମା ଉପରେ ନଜର ରଖିବା ପାଇଁ ନୌସେନାର ସହାୟତା ନେଉଛି ସ୍ଥଳସେନା…

ନୂଆଦିଲ୍ଲୀ,୧୯।୧୨ : ଚାଇନା ସହିତ ଲାଗି ରହିଥିବା ସୀମା ବିବାଦକୁ ନେଇ ଭାରତ ଏବେ ନିରନ୍ତର ନଜର ରଖିବା ପ୍ରଣାଳୀରେ ବୃଦ୍ଧି କରୁଛି। ଏଥିପାଇଁ ସେନା...

କରୋନା ନେଇ ପିଲାଙ୍କଠାରେ ଦେଖାଯାଉଛି ଏଭଳି ଲକ୍ଷଣ…

ବେଙ୍ଗାଲୁରୁ,୨୯।୪: କରୋନା ସଂକ୍ରମଣ ଯୋଗୁ ଦିନକୁ ଦିନ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ଯୋଗୁ ପିଲାଙ୍କ ମଧ୍ୟରେ ବହୁ ଅସ୍ବାଭାବିକ...

ଏଲଏସିରେ ଚାଇନା ସୀମାରେ ଖୋଳା ଯାଉଛି ପୋଖରୀ, ୫୦ ହଜାର ଯବାନଙ୍କ ପାଇଁ ପିଇବା ପାଣି…

ଲଦାଖ,୧୭।୧୧ : ପୂର୍ବ ଲଦାଖର ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ (ଏଲଏସି) ରେ ନିୟୋଜିତ ୫୦ ହଜାର ସୈନିକଙ୍କୁ ମଧୁର ପାନୀୟ ଜଳ ଯୋଗାଇବା ପାଇଁ...

ପରଲୋକରେ ସେନଗାରଙ୍କ ବିରୋଧରେ କେସ୍‌ ଲଢ଼ୁଥିବା ଓକିଲ ମହେନ୍ଦ୍ର

ଉନ୍ନାଓ,୩୦।୧୧: ଉତ୍ତରପ୍ରଦେଶ ଉନ୍ନାଓ ବଳାତ୍କାର ମାମଲାରେ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେନଗାରଙ୍କ ବିରୋଧରେ କେସ୍‌ ଲଢ଼ୁଥିବା ଓକିଲ ମହେନ୍ଦ୍ର ସିଂହ ମାଖିଙ୍କ ପରଲୋକ ଘଟିଛି।...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ କଂଗ୍ରେସ ନେତା

ପୁଣେ,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଂଗ୍ରେସ ନେତା ଶେଖ ହୁସେନ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଶେଖ ହୁସେନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ଭାଷା ବ୍ୟବହାର...

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ କରୋନା

ନୂଆଦିଲ୍ଲୀ,୧୮।୧୨-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ। ଏ ନେଇ ଶୁକ୍ରବାର ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। ସେ...

Advertisement
Archives

Model This Week