ରାନୁଙ୍କର ଖୋଲିଲା ଭାଗ୍ୟ: ପ୍ରଥମ ଗୀତ ପାଇଁ ନେଲେ ୭ ଲକ୍ଷ ପାରିଶ୍ରମିକ

ମୁମ୍ବାଇ, ୨୭।୮: ପଶ୍ଚିମବଙ୍ଗ ରେଳଷ୍ଟେଶନରେ ଗୀତ ଗାଇ ପେଟ ପୋଷୁଥିବା ରାନୁ ମଣ୍ଡଳଙ୍କ ଉପରେ ଭାଗ୍ୟ ଦେବୀ ପ୍ରସନ୍ନ ହୋଇଛନ୍ତି। ତାଙ୍କର ପ୍ରଥମ ଗୀତ ରେକର୍ଡିଂ ହୋଇଛି। ଏଥିରେ ସେ ହିମେଶ ରେଶମିୟାଙ୍କ ସହିତ ଗୀତ ଗାଇଛନ୍ତି। ଏହି ପ୍ରଥମ ଗୀତ ଲାଗି ରାନୁଙ୍କୁ ୭ ଲକ୍ଷ ଟଙ୍କା ପାରିଶ୍ରମିକ ଦିଆଯାଇଛି। ତେବେ ଏହାକୁ ପ୍ରଥମେ ରାନୁ ନେବାକୁ ମନା କରୁଥିଲେ। ପରେ ସେ ପାରିଶ୍ରମିକ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ରାନୁଙ୍କ ଗୀତ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବା ପରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିଯାଇଥିଲା। ଶେଷରେ ବଲିଉଡ୍‌ରେ ସେ ଡେବ୍ୟୁ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପା ହେଲେ ଏହି ଅଭିନେତା

ବମ୍ବେ: ବାପା ହୋଇଛନ୍ତି ଦେବୋ କେ ଦେବ ମହାଦେବ ଫେମ୍‌ ଅଭିନେତା ମୋହିତ ରାଇନା। ତାଙ୍କ ପତ୍ନୀ ଅଦିତି କନ୍ୟା ସନ୍ତାନର ଜନନୀ ହୋଇଛନ୍ତି। ନିଜର...

ବ୍ରେକ୍‌ଅପ୍‌ ପରେ ପୁଣି ପ୍ରେମରେ ପଡ଼ିଛନ୍ତି ଅନନ୍ୟା

ବମ୍ବେ: ଅଭିନେତା ଶାହିଦ କପୁରଙ୍କ ସାନ ଭାଇ ଈଶାନ ଖଟ୍ଟରଙ୍କ ସହ ବ୍ରେକ୍‌ଅପ୍‌ ପରେ ଏବେ ନୂଆ ସମ୍ପର୍କରେ ଯୋଡ଼ି ହୋଇଛନ୍ତି ଅନନ୍ୟା ପାଣ୍ଡେ। ବଲିଉଡ୍‌ର...

ଆଉ ଜଣେ ଅଭିନେତ୍ରୀ କରୋନା ଆକ୍ରାନ୍ତ

ମୁମ୍ବାଇ: କରୋନା ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଥିବା ବେଳେ ବଲିଉଡ୍‌ ଇଣ୍ଡଷ୍ଟ୍ରି ମଧ୍ୟ ଏଥିରୁ ବାଦ୍‌ ପଡ଼ିନି। ଜଣକ ପରେ ଜଣେ ସେଲିବ୍ରିଟି କରୋନାରେ...

ଅଭିନେତ୍ରୀ ହେବା ପୂର୍ବରୁ ପାଇଲଟ୍‌ଙ୍କୁ ବିବାହ କରିଥିଲେ ଏହି ବୋଲ୍ଡ ନାୟିକା: ଏବେ ୪୪ବର୍ଷରେ ବି ଉଡାଉଛନ୍ତି ହୋସ୍‌

ବମ୍ବେ: ବର୍ଷ ୨୦୨୦ର ଶେଷଦିନରେ ହଟ୍‌ ଫଟୋକୁ ନେଇ ଚର୍ଚ୍ଚାରେ ମଲ୍ଲିକା ଶେରାଓ୍ବତ। ନିଜର ସୋସିଆଲ ପୃଷ୍ଠାରେ ବିକିନି ପିନ୍ଧା ଫଟୋ ଶେୟାର କରିଛନ୍ତି ୪୪...

‘ପାପ ବଢ଼ିଲେ ହୁଏ ସର୍ବନାଶ’

ମୁମ୍ବାଇ,୩୦।୬: ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ଏବେ ରାଜ୍ୟ ନୂଆ ସରକାର ଗଢିବା ପାଇଁ ଭାଜପା ପସ୍ତୁତ ହେଉଛି। ଏହି ସମୟରେ...

ବର୍ଲିନ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଗଙ୍ଗୁବାଇ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅପକମିଂ ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ବାଡି’ର ଓ୍ବାର୍ଲଡ ପ୍ରିମିୟର ୭୨ତମ ବର୍ଲିନ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ହେବାକୁ ଯାଉଛି । ‘ଗଙ୍ଗୁବାଇ...

ପ୍ରଥମ ‘ସୁପର ହିରୋ’ ହେବେ ଏହି ଲୋକପ୍ରିୟ ଅଭିନେତ୍ରୀ: ଫିଲ୍ମରେ ନାହାନ୍ତି କେହି ହିରୋ

ବଲିଉଡ୍‌ ଇଣ୍ଡଷ୍ଟ୍ରିର ସଫଳ ତଥା ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ କ୍ୟାଟ୍ରିନା କୈଫ୍‌ । ନିଜର ସୌନ୍ଦର୍ଯ୍ୟ ଏବଂ ସୁନ୍ଦର ଅଭିନୟ ପାଇଁ କ୍ୟାଟ୍‌ ଏକ...

ଆଖିବୁଜିଲେ ଏହି ପ୍ରସିଦ୍ଧ ଫିଲ୍ମ ନିର୍ମାତା

ଲୋକପ୍ରିୟ ଆନିମେଟେଡ୍‌ ସିରିଜ୍‌ ‘ସ୍କୁବି ଡୁ’ର ସହ ନିର୍ମାତା କେନ ସ୍ପିୟର୍ସଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଏ ନେଇ...

Advertisement
Archives

Model This Week