Posted inଜାତୀୟ

ରାତୁଲଙ୍କ ଇଡି ରିମାଣ୍ଡ ୫ ଦିନ ବଢ଼ିଲା

ନୂଆଦିଲ୍ଲୀ,୧୨ା୯(ପି.ଟି.): ଅଗୁସ୍ତା ଓ୍ବେଷ୍ଟଲାଣ୍ଡ ହେଲିକପ୍ଟର କିଣା ଦୁର୍ନୀତି ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପୁତୁରା ରାତୁଲ ପୁରୀଙ୍କ ଇଡି ହାଜତ ମିଆଦକୁ ଦିଲ୍ଲୀର ଏକ ଅଦାଲତ ବୁଧବାର ଆଉ ୫ ଦିନ ବୃଦ୍ଧି କରିଛନ୍ତି। ଗତ ୪ ତାରିଖରେ ଇଡି ତାଙ୍କୁ ଗିରଫ କରିବା ପରେ ଜେରା ପାଇଁ ରିମାଣ୍ଡରେ ନେଇଥିଲା। ରିମାଣ୍ଡ ଅବଧି ପୂରଣ ପରେ ବୁଧବାର ତାଙ୍କୁ ସ୍ବତନ୍ତ୍ର ବିଚାରପତି ଅରବିନ୍ଦ କୁମାରଙ୍କ କୋର୍ଟରେ ହାଜର କରାଯାଇଥିଲା। ଅଗୁସ୍ତା ଓ୍ବେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର ଦୁର୍ନୀତିର ମନିଲଣ୍ଡରିଂ ଦିଗକୁ ନେଇ ରାତୁଲଙ୍କ ନାଁରେ ଇଡି ମାମଲା ରୁଜୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଋଣଗ୍ରହୀତାଙ୍କୁ ଆର୍‌ବିଆଇ ଝଟକା

ମୁମ୍ବାଇ,୧ା୧୦: ଦେଶରେ ହୁ ହୁ ହୋଇ ବଢ଼ିଚାଲିଥିବା ଦରଦାମ ଉପରେ ଅଙ୍କୁଶ ଲଗାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଶୁକ୍ରବାର ପୁଣିଥରେ .୫୦% ରେପୋ...

‘ପାକିସ୍ତାନରୁ ମୁମ୍ବାଇ ଆସିଲେ ୩ ଆତଙ୍କବାଦୀ’, ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ କରି ଦେଲେ ମୋବାଇଲ, ଗାଡି ନମ୍ବର

ମୁମ୍ବାଇ,୮।୪: ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଜଣେ ଅଜ୍ଞାତ ବ୍ୟକ୍ତି ଫୋନ କରି ଦାବି କରିଛନ୍ତି କି ଶୁକ୍ରବାର (୭ ଏପ୍ରିଲ) ଦିନ ୩ ଜଣ...

ଭାରତରେ ଜଣେ କରୋନା ସଂକ୍ରମିତଙ୍କ ଦ୍ୱାରା ୪ ସୁସ୍ଥ ଲୋକଙ୍କୁ ସଂକ୍ରମଣ ହେବା ଆଶଙ୍କା: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୨୬।୩: କରୋନା ସଂକ୍ରମଣ ଯୋଗୁ ସାରା ଭାରତରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ସାମାଜିକ ଦୂରତା ପାଇଁ ଏଭଳି କରାଯାଇଛି। ଏହାଦ୍ୱାରା ସଂକ୍ରମଣର ଆଶଙ୍କା କମ୍‌...

ବିରୋଧ ସତ୍ତ୍ୱେ ଗୋଧରା କାଣ୍ଡ ଦୋଷୀଙ୍କୁ ସୁପ୍ରିମ୍‌କୋର୍ଟରେ ଜାମିନ…

ନୂଆଦିଲ୍ଲୀ,୧୫।୧୨ : ବିରୋଧ ସତ୍ତ୍ୱେ ଗୁଜରାଟରେ ୨୦୦୨ରେ ଘଟିଥିବା ଗୋଧରା କାଣ୍ଡରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଫାରୁକଙ୍କୁ ସୁପ୍ରିମ୍‌କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହାକୁ ଗୁଜରାଟ...

ରାଜ କୁନ୍ଦ୍ରାଙ୍କ ପର୍ନୋଗ୍ରାଫି ମାମଲାରେ ୪ ଅଭିଯୁକ୍ତ ଗିରଫ

ମୁମ୍ବାଇ, ୨୨।୨: ବଲିଉଡ୍‌ର ଫିଟ୍‌ନେସ୍‌ କୁଇନ୍‌ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ପର୍ନୋଗ୍ରାଫି ମାମଲାରେ ଏପର୍ଯ୍ୟନ୍ତ ପୋଲିସର ତଦନ୍ତ ଜାରି ରହିଛି।...

ବିମାନରେ ବସି ହାଇଜ୍ୟାକ୍‌ ବିଷୟରେ କଥା ହେଉଥିଲେ ଯାତ୍ରୀ, କର୍ମଚାରୀଙ୍କ ଅଭିଯୋଗରେ ହେଲେ ଗିରଫ

ଭିଷ୍‌ତରା ଏୟାର ଲାଇନ୍ସର ବିମାନ ଉଡ଼ାଣ ସମୟରେ ରିତେଶ ସଞ୍ଜୟକୁକର ଜୁନେଜା ନାମକ ଜଣେ ପୁରୁଷ ଯାତ୍ରୀଙ୍କୁ ବିମାନ କର୍ମଚାରୀ ସଦସ୍ୟଙ୍କ ଅଭିଯୋଗରେ ଗିରଫ କରାଯାଇଛି।...

କଂଗ୍ରେସକୁ ‘ବ୍ୟାଣ୍ଡ-ବାଜା’ ପାର୍ଟି କହିଲେ ଓୱାଇସି

କୋଲକାତା,୩୧ ।୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିବା ବେଳେ ଏବେଠାରୁ କିନ୍ତୁ ରାଜନୈତିକ ପାଣିପାଗ ସରଗରମ ହେଲାଣି । ଏଆଇଏମ୍‌ଆଇଏମ୍...

‘ମୋ ମା’ଙ୍କ ମୃତୁ୍ୟର ସିବିଆଇ ଯାଞ୍ଚ କରାଯାଉ’ ମୋଦିଙ୍କୁ ଚିଠି ଲେଖିଲେ ସୋନାଲିଙ୍କ ଝିଅ

ଚଣ୍ଡିଗଡ଼,୬ ।୯: ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ଟିକଟକ ଷ୍ଟାର ସୋନାଲି ଫୋଗାଟଙ୍କ ମୃତୁ୍ୟ ମାମଲା ଏବେବି ରହସ୍ୟ ଘେରରେ । ଏହି ଘଟଣାକୁ...

Advertisement
Archives

Model This Week