ରାତି ଅନ୍ଧାରରେ ଗୁଣ୍ଡାଗିରି: ଶାସକ-ବିରୋଧୀ କଲେ ନିନ୍ଦା

ନୂଆଦିଲ୍ଲୀ,୬।୧: ଜେଏନ୍‌ୟୁରେ ରବିବାର ରାତି ଅନ୍ଧାରରେ ହୋଇଥିବା ଗୁଣ୍ଡାଗିରିକୁ ଶାସକ-ବିରୋଧୀ ନିନ୍ଦା କରିଛନ୍ତି। ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ରାଜନୀତି ଆରମ୍ଭ ହୋଇଛି। କେନ୍ଦ୍ରୀୟ ମନ୍ତ୍ରୀ ଗିରିରାଜ ସିଂ ଏହା ବାମପନ୍ଥୀ ଛାତ୍ରଙ୍କ କାଣ୍ଡ ବୋଲି କହିଛନ୍ତି। ଏହା ଯୋଗୁ ବିଶ୍ୱବିଦ୍ୟାଳୟ ପରିସରରେ ଗୁଣ୍ଡାରାଜ ଜାରି ରହିଥିବା ସେ କହିଛନ୍ତି। ସେହିପରି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏବଂ ପ୍ରକାଶ ଜାଭେଡ୍‌କର ଏହା ବିଶ୍ୱବିଦ୍ୟାଳୟର ସଂସ୍କୃତି ଏବଂ ପରମ୍ପରାକୁ ଭଙ୍ଗ କରିଥିବା କହିଛନ୍ତି। ଏହି ଘଟଣାକୁ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ନିନ୍ଦା କରିବା ସହିତ ଏଥି ପାଇଁ ଭାଜପାକୁ ଦାୟୀ କରିଛନ୍ତି। କଂଗ୍ରେସ ନେତା କପିଲ୍‌ ଶିବଲ୍‌ ଏହି ଘଟଣାର ନିନ୍ଦା କରି ଏହା ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି। କିଭଳି ଦୁର୍ବୁତ୍ତ ବିଶ୍ୱବିଦ୍ୟାଳୟ ପରିସରରେ ପଶିଲେ, ଏବଂ ପୋଲିସ ବାହିନୀ କଣ କରୁଥିଲେ ବୋଲି ଶିବଲ୍‌ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଣ ବିସ୍ଫୋରଣରେ ୬ ମୃତ

ଏଟା, ୨୨ା୯(ପି.ଟି.): ଉତ୍ତରପ୍ରଦେଶର ଏଟାସ୍ଥିତ ମିରହାଚି ପୋଲିସଷ୍ଟେଶନ ଅଞ୍ଚଳରେ ବାଣ ବିସ୍ଫୋରଣ ହେବାରୁ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୯ ଜଣ ଆହତ ମଧ୍ୟ...

ଏଏପି ସରକାରଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣୁଛି ଭାଜପା…

ନୂଆଦିଲ୍ଲୀ, ୨୧।୬ : ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଙ୍ଗଳବାର ରାଜଧାନୀରେ ଶାସକ ଆମ ଆଦମୀ ପାର୍ଟି (ଏଏପି) ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ବନ୍ଦ କରିବା...

ଭାରତ ଯୋଡ଼ୋ ଯାତ୍ରା ଜନତାଙ୍କ ପ୍ରସଙ୍ଗରେ ସରକାରଙ୍କୁ ଉତ୍ତରଦାୟୀ କରାଇବ

ନୂଆଦିଲ୍ଲୀ,୧୪।୧୧ (ପି.ଟି.): କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଲୋକଙ୍କ ପ୍ରସଙ୍ଗ ଉଠାଇବାରେ ସଫଳ ହୋଇଥିବାବେଳେ ଆଗାମୀ ଦିନରେ ଉକ୍ତ ପ୍ରସଙ୍ଗରେ ସରକାରଙ୍କୁ ଉତ୍ତରଦାୟୀ ସୁନିଶ୍ଚିତ କରାଇବାକୁ...

ଚିଦାମ୍ବରମଙ୍କ ଘରେ ସିବିଆଇ, ଇଡି ଟିମ୍‌

ନୂଆଦିଲ୍ଲୀ,୨୧ା୮: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ଙ୍କୁ ବଡ଼ ଝଟକା ଲାଗିଛି। ତାଙ୍କର ଆଗୁଆ ଜାମିନ ଆବେଦନକୁ...

ଏମ୍ସରେ ଅମିତ ଶାହା

ନୂଆଦିଲ୍ଲୀ,୧୮।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଭର୍ତ୍ତି ହୋଇଛନ୍ତି। କରୋନାରୁ ସୁସ୍ଥ ହେବା...

ସରକାରୀ ରିପୋର୍ଟଠାରୁ ଢ଼େର୍‌ ଅଧିକ କରୋନା ମୃତକଙ୍କ ସଂଖ୍ୟା, ଭାରତରେ ୫୦ ଲକ୍ଷ…

ଓ୍ବାଶିଂଟନ, ୧୯।୧ : ପୃଥିବୀର ବିଭିନ୍ନ ଦେଶରେ ଘଟିଥିବା କରୋନା ଆକ୍ରାନ୍ତଙ୍କ ପ୍ରକୃତ ମୃତ୍ୟୁ ସଂଖ୍ୟା ସରକାରୀ ରିପୋର୍ଟଠାରୁ ଢ଼େର୍‌ ଅଧିକ ରହିଛି। ସରକାରୀ ଆକଳନ...

ଉଦ୍ଧବ ସାଇଡ୍‌ଲାଇନ୍‌ !, ସମର୍ଥନ ପରେ ବି ଦ୍ରୌପଦୀଙ୍କୁ ଭେଟିବାର ସୁଯୋଗ ନାହିଁ…

ମୁମ୍ବାଇ,୧୪।୭ : ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ ଘୋଷଣା କରିଥିବା ଶିବସେନାର ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଏକ ବଡ଼ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି।...

ବାପାଙ୍କ କଫିନ୍‌କୁ ଚୁମ୍ବନ ଦେଲେ ଝିଅ

ନୂଆଦିଲ୍ଲୀ,୧୦।୧୨: ସିଡିଏସ ଜେନେରାଲ ବିପିନ ରାୱତ ଏବଂ ତାଙ୍କ ସ୍ତ୍ରୀ ମଧୁଲିକାଙ୍କ ସମେତ ୧୨ ଜଣ ସୈନିକଙ୍କ ମୃତଦେହ ରାଜଧାନୀର ପାଲାମ ବିମାନବନ୍ଦରରେ ପହଞ୍ଚିବା ପରେ...

Advertisement
Archives

Model This Week