ରାତିରେ ଭାତ ଖାଉଥିଲେ ଜାଣନ୍ତୁ କ’ଣ ମିଳେ ଉପକାର

ପ୍ରାୟ  ଲୋକ ରାତିରେ ଭାତ ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଭାତରୁ କ’ଣ ଉପକାର ମିଳିଥାଏ ତାହା ଅନେକଙ୍କୁ  ନ ଥିବ।  ଭାତରେ ଭିଟାମିନ୍‌ ଏବଂ ମିନେରାଲ ରହିଥାଏ। ଯାହା ପତଳା ଝାଡ଼ା ବନ୍ଦ କରିଥାଏ। ଭାତ ଆଜ୍‌ମା ରୋଗୀଙ୍କ ପାଇଁ ବହୁ ଲାଭଦାୟକ।

ଭାତ ଖାଇଲେ ଶରୀରକୁ ଶକ୍ତି ମିଳିଥାଏ। ଏଥିରୁ ଶରୀରକୁ କାର୍ବୋହାଇଡ୍ରେଡ୍‌ ମିଳିଥାଏ। ଯେଉଁଥିରେ ମସ୍ତିଷ୍କ ଭଲ ଭାବେ କାମ କରିଥାଏ। ରାତିରେ ଭାତ ସହିତ ଡାଲି ଖାଇଲେ ପେଟଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ। ଏହା ପାଚନ କ୍ରିୟାକୁ ନିୟନ୍ତ୍ରିତ କରିଥାଏ।

ଫଳରେ ଓଜନ ଠିକ୍‌ ରହେ। ଭାତରେ ଥିବା ସୋଡିୟମର ମାତ୍ରା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ଯାହା ରକ୍ତଚାପ ଏବଂ ଡିପ୍ରେସନ ସମସ୍ୟା ଦୂର କରିଥାଏ। ଭାତରେ ମେଥିଓନିନ୍‌, ଭିଟାମିନ୍‌ ବି ୧ ରହିଛି। ଫଳରେ ତ୍ୱଚା ସମସ୍ୟାରୁ ମୁକ୍ତି ଦେଇଥାଏ। ଭାତରେ ଅଧିକ ପରିମାଣର ଫାଇବର ଥାଏ।

ଯାହା ପାଚନତନ୍ତ୍ରକୁ ନିୟନ୍ତ୍ରିତ କରିବାରେ ସହାୟକ ହୋଇଥାଏ। ଭାତରେ କ୍ୟାଲସିୟମ, ଆଇରନ, ଥାୟାମିନ୍‌, ଭରପୂର ରହିଛି। ଯାହା ଆମ ପାଇଁ ଫଳପ୍ରଦ। ଭାତ ଖାଇଲେ କ୍ୟାନ୍‌ସର ଆଶଙ୍କା କମ୍‌ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଧଳା କେଶ ପୁଣି ହେବ କଳା…

କଲମ୍ବିଆ,୨୪।୬: ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଅବସାଦ ବୃଦ୍ଧି ଯୋଗୁ କେତେକଙ୍କର ଧଳାର କେଶ ଧଳା ହୋଇଯାଇଥାଏ। ତେବେ ଏହା ପୁଣି ଥରେ କଳା ହୋଇ ପାରିବ।...

ପାମ୍ପଡ଼ ରାଇତା

ଆବଶ୍ୟକ ସାମଗ୍ରୀ ଦହି- ୫୦୦ଗ୍ରାମ୍‌, ଛଣା ହୋଇଥିବା ମସଲା ପାମ୍ପଡ଼-୩ଟି (ବଡ଼), ଜିରା ଗୁଣ୍ଡ- ଅଧା ଚାମଚ, ଗୋଲମରିଚ ଗୁଣ୍ଡ- ଅଧା ଚାମଚ, ଧନିଆପତ୍ର- ୪...

ସ୍ମାର୍ଟ ଓ୍ବାଚ୍‌ ଫ୍ୟାଶନ୍‌ ସହ ଫିଟ୍‌ନେସ୍‌

ଦିନଥିଲା ହାତରେ ଘଣ୍ଟା ପିନ୍ଧାଯାଉଥିଲା ସମୟ ଦେଖିବା ପାଇଁ। ଧୀରେ ଧୀରେ ଡ୍ରେସ୍‌ ସହ ମ୍ୟାଚ୍‌ କରି କେବେ ଚେନ୍‌ ତ କେବେ ଲେଦର ପୁଣି...

୫ ଜି ପ୍ରଯୁକ୍ତି ବିଦ୍ୟା

ମୋବାଇଲ୍‌ ଫୋନ୍‌ ବର୍ତ୍ତମାନ ଏକ ଅପରିହାର୍ଯ୍ୟ ଉପକରଣ ଭାବେ ବିବେଚିତ ହେଉଛି। ଆଜିର ସ୍ମାର୍ଟଫୋନ୍‌ରେ କଥାହେବା ସହିତ ବାର୍ତ୍ତା (ମ୍ୟାସେଜ୍‌), ଭିଡିଓ, ଚିତ୍ର ଆଦି ପ୍ରେରଣ...

କିଡ୍‌ନୀ ସମସ୍ୟା ଦୂର କରେ ଏହି ଚା’…

ପ୍ରତିଦିନ ସକାଳେ ହର୍ବାଲ ଟି, ପିଇଲେ ଅନେକ ଉପକାର ମିଳେ। ହର୍ବାଲ ଟି’ ମଧୁମେହ ତଥା କିଡ୍‌ନୀ ସମସ୍ୟା ଦୂର କରେ। ଏହା ସହିତ ମେଦବହୁଳତାରେ...

କମ୍‌ ବୟସରେ ସଫଳତାର ଶୀର୍ଷକୁ ଛୁଇଁଥାନ୍ତି ଏହି ୪ ରାଶିର ବ୍ୟକ୍ତି; ଜିତିବାକୁ ନେଇ ଥାଏ ପ୍ରବଳ ଉତ୍ସାହ

ରାଶି ଏବଂ ଗ୍ରହମାନଙ୍କର ଏକ ବିଶେଷ ସମ୍ପର୍କ ଅଛି। ପ୍ରତ୍ୟେକ ରାଶିର କିଛି ସ୍ବାମୀ ଗ୍ରହ ଥାଏ। ମିଥୁନ ଏବଂ କନ୍ୟାର ପ୍ରଭୁ ଗ୍ରହ ହେଉଛି...

ଘୁଙ୍ଗୁଡି ହେଉଥିଲେ..

ଅଧିକାଂଶ ବକ୍ତିଙ୍କର ଶୋଇବା ସମୟରେ ନିଶ୍ୱାସ ପ୍ରଶ୍ୱାସରେ ବାଧା ସୃଷ୍ଟି ହୋଇ ଘୁଙ୍ଗୁଡି ହୋଇଥାଏ। ଏହା ଯେକୌଣସି ବୟସର ବ୍ୟକ୍ତିଙ୍କ ନିକଟରେ ଦେଖାଯାଉଥିଲେ ମଧ୍ୟ ବୟସ...

କରୋନା ସଂକ୍ରମଣରୁ ରକ୍ଷା କରିବ ଏହି ଭିଟାମିନ୍‌

ସମଗ୍ର ବିଶ୍ୱରେ କରୋନା ସଂକ୍ରମଣ ଚିନ୍ତା ବଢ଼ାଇବାରେ ଲାଗିଛି। ଏହାକୁ ନେଇ ଅନେକ ଗବେଷଣା ଚାଲୁ ରହିଛି। କେତେକ ଅନୁସନ୍ଧାନରୁ ସମାନ କଥା ଜାଣିବାକୁ ମିଳିଛି।...

Advertisement
Archives

Model This Week