ରାଣା କପୁରଙ୍କ ବିରୋଧରେ ଇଡି ଚାର୍ଜଶିଟ୍‌

ମୁମ୍ବାଇ,୭।୫: ୟେସ୍‌ ବ୍ୟାଙ୍କର ସହ ପ୍ରତିଷ୍ଠାତା ରାଣା କପୁରଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚାର୍ଜଶିଟ୍‌ ଜାରି କରାଯାଇଛି। ତାଙ୍କ ବିରୋଧରେ ବେଆଇନ ଅର୍ଥ କାରବାର ମାମଲା ଜାରି ରହିଥିବା ବେଳେ ସ୍ବତନ୍ତ୍ର କୋର୍ଟରେ ଶୁଣାଣି ହେଉଛି। ୟେସ୍‌ ବ୍ୟାଙ୍କର ପୂର୍ବତନ ସିଇଓ ଏବଂ ଏମ୍‌ଡି ଥିବା କପୁରଙ୍କୁ ଇଡି ମାର୍ଚ୍ଚ ୮ରେ ଗିରଫ କରିଥିଲା। କିଛି କମ୍ପାନୀକୁ ଅନୁକମ୍ପାମୂଳକ ଋଣ ପ୍ରଦାନ କରିଥିବା ରାଣାଙ୍କ ବିରୋଧରେ ଅଭିଯୋଗ ରହିଛି। ଏବେ ଦେବାଳିଆ ହୋଇଥିବା ଡିଏଚ୍‌ଏଫ୍‌ଏଲ୍‌ ଠାରୁ ରାଣାଙ୍କ ପରିବାରର କମ୍ପାନୀ ୬୦୦ କୋଟି ଟଙ୍କାର କାରବାର ଏବେ ତଦନ୍ତକାରୀ ଏଜେନ୍ସିଗୁଡିକର ନଜରରେ ରହିଛି। ବିଭିନ୍ନ ସୂତ୍ରରୁ ତାଙ୍କ ପରିବାର ପ୍ରାୟ ୩,୪୦୦ କୋଟି ଟଙ୍କା ଫାଇଦା ନେଇଥିବା ଅଭିଯୋଗ ରହିଛି। ଋଣ ନେବା ବେଳେ ଲାଞ୍ଚ କାରବାର ଏବଂ ବଡ଼ ବଡ଼ କର୍ପୋରେଟ୍‌କୁ ସେ ପ୍ରଦାନ କରିଥିବା ଋଣ ଏନ୍‌ପିଏ ହେବା ଯୋଗୁ ରାଣା ବିବାଦ ମଧ୍ୟକୁ ଟାଣି ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସେନ୍‌ସେକ୍ସରେ ୧୦୧୬ ପଏଣ୍ଟ ବୃଦ୍ଧି

ମୁମ୍ବାଇ,୯।୧୨: ଓମିକ୍ରନ୍‌ର ଭୟ ମଧ୍ୟରେ ବୁଧବାର ଦାଲଲ ଷ୍ଟ୍ରିଟ୍‌ରେ ବେଶ୍‌ ଉସତ୍ାହ ଦେଖିବାକୁ ମିଳିଛି। ଗୋଟିଏ ପଟରେ ଭାରତୀୟ ରିର୍ଜଭ ବ୍ୟାଙ୍କ (ଆର୍‌ବିଆଇ) ର ନୂତନ...

ପେଟେଣ୍ଟ ଅନୁମୋଦନ ସମୟ ସୀମା କମ କରିବାକୁ ଯୋଜନା କରୁଛନ୍ତି ସରକାର: ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ,୧୯।୧୨ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ପେଟେଣ୍ଟ ପାଇଁ ଦାଖଲ ହୋଇଥିବା ଆବେଦନଗୁଡିକର ଅନୁମୋଦନ ସମୟକୁ ଆହୁରି ହ୍ରାସ କରିବାକୁ କେନ୍ଦ୍ର ସରକାର...

କ୍ଷୀର ଦର ୨ଟଙ୍କା ବଢ଼ାଇଲା ମଦର ଡେରୀ

ଭୁବନେଶ୍ୱର,୧୧।୭:  ଦେଶର ଅଗ୍ରଣୀ ଦୁଗ୍ଧ ଜାତୀୟ ସାମଗ୍ରୀ ବିକ୍ରେତା ମଦର ଡେରୀ ପକ୍ଷରୁ କ୍ଷୀର ଲିଟର ଦିଲ୍ଲୀ ସମେତ ଅନ୍ୟ ସହରରେ ପିଛା ୨ ଟଙ୍କା ବୃଦ୍ଧି...

ଗୁଗଲ ଉପରେ ୯୩୬ କୋଟିର ଜରିମାନା…

ନୂଆଦିଲ୍ଲୀ,୨୫।୧୦ : ସର୍ଚ୍ଚ ଇଞ୍ଜିନ ଗୁଗଲର ମନଇଛା ବେପରୁଆ କାର୍ଯ୍ୟକୁ ବନ୍ଦ କରିବା ପାଇଁ କମ୍ପିଟେଶନ କମିଶନ ଅଫ ଇଣ୍ଡିଆ (ସିସିଆଇ) ପୁଣି ଥରେ ଜରିମାନା...

୬୦ ବର୍ଷରେ ପ୍ରଥମ ଥର ଏସିଆ ଅଭିବୃଦ୍ଧି କ୍ଷତିଗ୍ରସ୍ତ

ନୂଆଦିଲ୍ଲୀ,୧୭।୪: ଗତ ୬୦ ବର୍ଷ ମଧ୍ୟରେ ପ୍ରଥମଥର ଲାଗି ଏସିଆର ଅଭିବୃଦ୍ଧି ହାର କ୍ଷତିଗ୍ରସ୍ତ ହେବ ବୋଲି ଆଇଏମ୍‌ଏଫ୍‌ କହିଛି। ଏହି ଅଞ୍ଚଳର ସର୍ଭିସ ସେକ୍ଟର...

ରିଜର୍ଭ ବ୍ୟାଙ୍କ୍‌ଙ୍କୁ କୋର୍ଟଙ୍କ ମହଲତ

ନୂଆଦିଲ୍ଲୀ,୨୧।୨: ଦେଶର ବ୍ୟାଙ୍କଗୁଡ଼ିକ ସାଧାରଣ ଲୋକଙ୍କ ସମ୍ପତ୍ତିର ରକ୍ଷକ। ବ୍ୟାଙ୍କ ଗ୍ରାହକଙ୍କୁ ଅସହାୟ ଅବସ୍ଥାରେ ଛାଡ଼ିପାରିବ ନାହିଁ ବୋଲି ଶନିବାର ସୁପ୍ରିମକୋର୍ଟ କହିଛନ୍ତି। ବ୍ୟାଙ୍କର ଲକର ପରିଚାଳନାକୁ...

ପୋଷ୍ଟ ଅଫିସ୍‌ରେ ମିଳିବ କ୍ଷୁଦ୍ର ଋଣ

ନୂଆଦିଲ୍ଲୀ,୩-୮: ଏନ୍‌ଡିଏ ସରକାର କ୍ଷମତାରେ ଫେରିବା ପରେ ପୋଷ୍ଟ ଅଫିସ୍‌ର କାୟାକଳ୍ପ ବଦଳିବାରେ ଲାଗିଛି। ଚିଠି, ପାର୍ସଲ ମନିଅର୍ଡର ବାଣ୍ଟୁଥିବା ପୋଷ୍ଟ ଅଫିସ ଆଜି ବ୍ୟାଙ୍କିଙ୍ଗ୍‌...

ଉତ୍ପାଦ ଟିକସ ହ୍ରାସ ଲାଭକାରୀ ହେବ: ଶକ୍ତିକାନ୍ତ

ନୂଆଦିଲ୍ଲୀ,୧୧।୧୧: ନିକଟରେ କେନ୍ଦ୍ର ସରକାର ଉପରେ ପେଟ୍ରୋଲ ଏବଂ ଡିଜେଲ ଉତ୍ପାଦ ଉତ୍ପାଦ ଟିକସ ହ୍ରାସ କରିଛନ୍ତି। ପେଟ୍ରୋଲ ଉପରେ ୫ ଟଙ୍କା ଏବଂ ଡିଜେଲ ଉପରେ...

Advertisement
Archives

Model This Week