Posted inଜାତୀୟ

ରାଜସ୍ଥାନ ସୀମାରେ ଲାଗିବ ୬୦ ଫୁଟ ଉଚ୍ଚା ହାଇମାଷ୍ଟ୍‌ ଲାଇଟ୍‌: ୩୦ କିମି ପାଇଁ ଖର୍ଚ୍ଚ ହେବ ୩୨ କୋଟି

ଯୋଧପୁର,୧୯।୧୦: ପାକିସ୍ତାନ-ରାଜସ୍ଥାନ ମଧ୍ୟରେ ଏକ ହଜାର ୩୭ କିଲୋମିଟର ଅନ୍ତର୍ଜାତୀୟ ସୀମା ରହିଛି। ସେଥିମଧ୍ୟରୁ ୩୦କିମି ସୀମାରେ ଆଲୋକ ବ୍ୟବସ୍ଥା ନାହିଁ। ଏଠାରେ ଆଲୋକ ବ୍ୟବସ୍ଥା ଲାଗି ବିଏସ୍‌ଏଫ୍‌ର ଉଚ୍ଚସ୍ତରୀୟ କମିଟି ପକ୍ଷରୁ କରାଯାଇଥିବା ଏକ ଆବେଦନକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସ୍ବୀକୃତି ଦେଇଛନ୍ତି। ଏହି ଅଞ୍ଚଳରେ ତାରବାଡ଼ ଘେରାଯାଇଛି। ଏହି ତାରବାଡ଼ରେ ୬୦ ପୁଟ ଉଚ୍ଚର ହାଇମାଷ୍ଟ୍‌ ଲାଇଟ୍‌ ଲଗାଯିବ। ମୋଟ ୮୦ରୁ ୯୦ ଲାଇଟ୍‌ ଲଗାଯିବା ପାଇଁ ଯୋଜନା ରହିଛି। ଏଠାରେ ବିଏସ୍‌ଏଫ୍‌ ପକ୍ଷରୁ ରାତିରେ ୧୦ରୁ ୧୨ ଘଣ୍ଟା ପାଟ୍ରୋଲିଂ କରାଯାଇଥାଏ। ଅନ୍ଧାର ଯୋଗୁ ଯବାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ୪ ବର୍ଷ ତଳେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏଠାକାର ସର୍ଭେ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଆତଙ୍କ: ସୁରଟରେ ୮୦୦୦ କୋଟିର ହୀରା କାରବାର ଠପ୍‌

ସୁରଟ,୫।୨: କରୋନା ଭୁତାଣୁ ଆତଙ୍କ ଯୋଗୁ ସୁରଟର ୮୦୦୦ କୋଟି ଟଙ୍କାର ହୀରା କାରବାର ଠପ୍‌ ହୋଇଛି। ଚାଇନା ପରେ ଏବେ ହଂକଂରେ ଏହି ଭୁତାଣୁ...

ଗିରଫ ହେବେ ଥରୁର

କୋଲକାତା,୧୩।୮: ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କ ନାଁରେ ଏକ ଗିରଫ ପରଓ୍ବାନା ଜାରି କରାଯାଇଛି। କୋଲକତା ମାଜିଷ୍ଟ୍ରେଟ୍‌ ମେଟ୍ରୋପଲିଟାନ୍‌ କୋର୍ଟ ଥରୁରଙ୍କ ନାଁରେ ଏହି...

ଅଖିଳେଶଙ୍କ ଦୃଢ଼ୋକ୍ତି, ସାଇକେଲ ବୋହି ନେବ ୪୦୦ ଆସନ…

ଲକ୍ଷ୍ନୌ,୧୪।୧୦: ଉତ୍ତରପ୍ରଦେଶରେ ୨୦୨୨ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସମାଜବାଦୀ ପାର୍ଟି (ଏସ୍‌ପି) ପକ୍ଷରୁ ଅଖିଳେଶ ଯାଦବ କହିଛନ୍ତି ଯେ, ରାଜ୍ୟର ଭାଜପା ନେତୃତ୍ୱାଧୀନ ମୁଖ୍ୟମନ୍ତ୍ରୀ...

ବଡ଼ ସଡ଼କ ଦୁର୍ଘଟଣା: ଚାଲିଗଲା ୯ ଜୀବନ

ଶ୍ରୀନଗର,୨୮।୧୦: ଜମ୍ମୁ କଶ୍ମୀରର ଡୋଡା ଠାରେ ଏକ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି।...

ଚିନ୍ତା ବଢାଇଲାଣି ତ୍ରିପୁରା: ୯୦ରୁ ଅଧିକ ଡେଲ୍ଟା ପ୍ଲସ ଭାରିଏଣ୍ଟ ଦ୍ୱାରା ସଂକ୍ରମିତ

ଅଗରତାଲା,୧୦ ।୭: ତ୍ରିପୁରାରୁ ପଶ୍ଚିମବଙ୍ଗକୁ ଜିନୋମ ସିକ୍ୱେନସିଂ ପାଇଁ ପଠାଯାଇଥିବା ୧୫୧ ସାମ୍ପଲ ମଧ୍ୟରୁ ୯୦ରୁ ଅଧିକ ପଜିଟିଭ ରହିଥିବା ବେଳେ ଏମାନେ ସମସ୍ତେ ଡେଲ୍ଟା...

ପୂର୍ବତନ ବାଚସ୍ପତି ନିର୍ମଳ ସିଂଙ୍କ ପରଲୋକ

ଚଣ୍ଡିଗଡ଼,୧୬।୭: ପଞ୍ଜାବର ପୂର୍ବତନ ବାଚସ୍ପତି ତଥା ଶିରୋମଣି ଅକାଳୀ ଦଳର ବରିଷ୍ଠ ନେତା ନିର୍ମଳ ସିଂ କାହଲୋନଙ୍କ ଶନିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ...

ମିଲିଟାରୀ ଷ୍ଟେଶନ ଉପରେ ଡ୍ରୋନ୍‌, ୨୫ ରାଉଣ୍ଡ୍‌ ଗୁଳି ଫାୟାରିଂ…

ଶ୍ରୀନଗର,୨୮।୬: ଜମ୍ମୁ-କଶ୍ମୀରର ଏୟାରଫୋର୍ସ ଷ୍ଟେଶନରେ ଡ୍ରୋନ୍‌ ଦ୍ୱାରା ଆତଙ୍କବାଦୀ ଆକ୍ରମଣ କରିବାର ଗୋଟିଏ ଦିନ ପରେ ସୋମବାର ଭୋର୍‌ ୩ଟା ସମୟରେ ପୁଣି ଆକାଶରେ ଡ୍ରୋନ୍‌...

ମୂସାଙ୍କ ଜାଗା ନେଲେ ହାରୁନ ଆବାସ୍‌

ଶ୍ରୀନଗର, ୭।୬: ଆତଙ୍କବାଦୀ ସଂଗଠନ ଅଲକାଏଦାର କଶ୍ମୀର ୟୁନିଟ୍‌ କମାଣ୍ଡର ମୂସା ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହେବା ପରେ ତାଙ୍କ ସ୍ଥାନରେ ହାରୁନ ଆବାସ୍‌ଙ୍କୁ ନିଯୁକ୍ତି...

Advertisement
Archives

Model This Week