Posted inଫୁରସତ

ଯେଉଁ ଦେଶର ମହିଳା ଖରା,ବର୍ଷାରେ ବାହାରନ୍ତିନି ବାହାରକୁ

ତାଇଓ୍ବାନ୍‌: ଛୋଟବେଳେ ଶୀଘ୍ରଶୀଘ୍ର ବଡ଼ ହୋଇଯିବାକୁ ସମସ୍ତଙ୍କର ଇଚ୍ଛା ହେଉଥିବା ବେଳେ ଯୁବାବସ୍ଥାରେ ପହଞ୍ଚିବା ପରେ ପ୍ରୌଢ଼ ଏବଂ ବାର୍ଦ୍ଧକ୍ୟକୁ କେହି ପସନ୍ଦ କରି ନ ଥା’ନ୍ତି। ଖାସ୍‌ ଏଥିପାଇଁ କିଏ କେତେ ଅର୍ଥ ବ୍ୟୟ କରି ଯୁବାବସ୍ଥାକୁ ବଜାୟ ରଖିବାକୁ ପ୍ରୟାସ କରିଥାନ୍ତି। ସେହିପରି ଏକ ଦେଶର ମହିଳାମାନେ ଯୁବାବସ୍ଥା ସବୁଦିନ ରଖିବା ପାଇଁ ଚାହିଁଥାନ୍ତି। ଏମିତି ଏକ ଦେଶ ହେଉଛି ଚାଇନା। ଏଠାକାର ତାଇଓ୍ବାନ୍‌ ହେଉଛିି ଏକ ଛୋଟିଆ ଦ୍ୱୀପ। ଏହାର ଆଖପାଖରେ ଥିବା କିଛି ଦ୍ୱୀପକୁ ମିଶାଇ ଏହାକୁ ଗଣରାଜ୍ୟ ବୋଲି କୁହାଯାଇଥାଏ। ଏଠାକାର ଲୋକସଂଖ୍ୟା ୨.୩୬ କୋଟି।

ଏହି ଦେଶର ମହିଳା ଦେଖିବାକୁ ଖୁବ୍‌ ସୁନ୍ଦର। ଏମାନଙ୍କ ସୌନ୍ଦର୍ଯ୍ୟ ପଛରେ ଏକ ଖାସ୍‌ କାରଣ ରହିଛି। ଖାଦ୍ୟପେୟ କିମ୍ବା ମେକଅପ୍‌ର କାରଣ ନୁହେଁ, ଖରାରେ ସେମାନେ କେବେ ବି ବାହାରକୁ ବାହାରି ନ ଥାନ୍ତି। ତାଙ୍କ ମତରେ ଖରାରେ ବାହାରକୁ ବାହାରିଲେ ଚେହେରା କଳା ପଡ଼ିଯିବା ସହ ଖରାପ ହୋଇଯିବ। ତେଣୁ ଯେତେ କାମ ଥାଉନା କାହିଁକି ଏହି ଦେଶର ମହିଳାମାନେ ଖରାରେ ବାହାରକୁ ବାହାରି ନ ଥାନ୍ତି। ତେଣୁ ସବୁବେଳେ ଫିଟ୍‌ ରହିଥାନ୍ତି। ଖାଲି ଖରା ନୁହେଁ, ବର୍ଷାରେ ମଧ୍ୟ ଏମାନେ ଭିଜିବାକୁ ପସନ୍ଦ କରି ନ ଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ ରହିଲେ ପ୍ରାଣୀ ଜଗତ ବଞ୍ଚିବ

ପ୍ରକୃତି ଏବଂ ପ୍ରାଣୀ ଜଗତ ମଧ୍ୟରେ ସମ୍ପର୍କ ଅତି ନିବିଡ଼। ଜଙ୍ଗଲ ଦ୍ୱାରା ବହୁବିଧ ପରିବେଶ ସୁରକ୍ଷା ସହିତ ଜଳବାୟୁ ଏବଂ ବାୟୁମଣ୍ଡଳର ଉତ୍ତାପ ବୃଦ୍ଧି...

ବିବାହ ପାଇଁ ଘୋଡ଼ା ଚଢି ବରଘରେ ପହଞ୍ଚିଲେ ଦୁଇ ଭଉଣୀ

ଖଣ୍ଡଓ୍ବା,୨୪।୧: ରାଜସ୍ଥାନର ଖଣ୍ଡଓ୍ବାରେ ବିବାହକୁ ନେଇ ଦେଖିବାକୁ ମିଳିଛି ଏକ ଭିନ୍ନ ପରମ୍ପରା। ବିବାହ ପାଇଁ ଯାଉଥିବା ସମୟରେ ଘୋଡ଼ା ସହ ବରଯାତ୍ରୀ ଓ ବାଜାବାଣ...

୭ ବର୍ଷ ବାଳକଙ୍କ ପେଟିଂ ବିକ୍ରି ହେଲା ସାଢ଼େ ୮ ଲକ୍ଷରେ

ବର୍ଲିନ୍‌, ୧୨।୧: ଜର୍ମାନ୍‌ରେ ୭ ବର୍ଷ ବୟସ୍କ ବାଳକଙ୍କ ପେଟିଂ ୮ ଲକ୍ଷ ୫୧ ହଜାର ଟଙ୍କାରେ ବିକ୍ରି ହୋଇଛି। ୨୦୧୨ରେ ଜନ୍ମ ହୋଇଥିବା ମିଖାଇଲ୍‌...

ଜୟ ଯବାନ, ଜୟ କିଷାନ

ଦେଶରେ ପ୍ରଥମେ ଜୟ ଯବାନ, ଜୟ କିଷାନ ସ୍ଲୋଗାନ୍‌ ଆରମ୍ଭ କରିଥିବା ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଗୁଜୁରାଟ ଆନନ୍ଦର ଅମୁଲ ଦୁଗ୍ଧ...

ବିବାହରେ ନବଦମ୍ପତିଙ୍କୁ ସାଙ୍ଗମାନେ ଦେଲେ ଏମିତି ଉପହାର, ହସିହସି ଗଡ଼ିଲେ ସମସ୍ତେ

ତାମିଲନାଡୁରେ ଏକ ବିବାହ ଉତ୍ସବରେ ନବଦମ୍ପତିଙ୍କୁ ତାଙ୍କ ସାଙ୍ଗମାନେ ଏକ ନିଆରା ଉପହାର ଦେଇଛନ୍ତି। ଯାହାକୁ ଦେଖି ନବଦମ୍ପତି ହସି ହସି ବେଦମ ହୋଇଯାଇଛନ୍ତି। ଏହାର...

୫ ଦେଶକୁ ଛୁଇଁନି କରୋନା

ନୂଆଦିଲ୍ଲୀ: ଦୀର୍ଘ ଦେଢ଼ ବର୍ଷରୁ ଅଧିକ ସମୟ ହେଲା କରୋନା କବଳରେ ପଡ଼ିଛି ପୃଥିବୀ। ଚାଇନାରୁ ଆରମ୍ଭ ହୋଇଥିବା ଏହି ଘାତକ ରୋଗରେ ଊଣା ଅଧିକେ...

ରାଜପଥରେ ଗାଡ଼ିରୁ ତେଲ ଶେଷ ହେଲେ ଫାଇନ୍‌

ଏଭଳି ଏକ ଦେଶ ଅଛି, ଯେଉଁଠାରେ ତେଲ ଶେଷ ହେବା କାରଣରୁ ରାଜପଥରେ ଗାଡ଼ି ଅଟକାଇବା ବେଆଇନ। ଏଭଳି ନିୟମ ରହିଛି ଜର୍ମାନୀରେ। ଏହି ଦେଶରେ...

୧୫ ଲକ୍ଷ ଟଙ୍କା କାର୍‌ରେ ଆସି ୧୫୦ ଟଙ୍କାର ଫୁଲ କୁଣ୍ଡ ଚୋରି କଲେ ବ୍ୟକ୍ତି

ଲକ୍ଷ୍ନୌ,୨୩।୧: ଉତ୍ତର ପ୍ରଦେଶ ନୋଏଡାର ସେକ୍ଟର ୪୧ରେ ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ୧୫ ଲକ୍ଷ ଟଙ୍କାର ଏକ କାର୍‌...

Advertisement
Archives

Model This Week