ଯେଉଁଠି ସାପ ମୃତ୍ୟୁରେ ଶୁଦ୍ଧିକ୍ରିୟା ପାଳନ କରାଯାଏ

ଭାରତରେ ଏଭଳି ଏକ ଗାଁ ରହିଛି, ଯେଉଁଠାରେ ଯୌତୁକ ଭାବେ ବିଷାକ୍ତ ସାପ ଦିଆଯାଏ।
ଏହି ପରମ୍ପରା ମଧ୍ୟପ୍ରଦେଶର ଗୌରିଆ ସମୁଦାୟଙ୍କ ମଧ୍ୟରେ ରହିଛି। ପରମ୍ପରା ଢେର୍‌ ଦିନରୁ ନିର୍ବାହ କରାଯାଉଛି। ମା୍ଯଯତା ରହିଛି, ଯଦି କୌଣସି ବ୍ୟକ୍ତି ନିଜ ଝିଅକୁ ବିବାହ ଦିନ ଯୌତୁକ ରୂପେ ସାପ ଦିଅନ୍ତି ନାହଁି, ତେବେ ଖୁବ୍‌ ଶୀଘ୍ର ବିବାହ ବିଚ୍ଛେଦ ଘଟିଥାଏ। ପ୍ରକୃତରେ ଏଠାକାର ଲୋକଙ୍କ ପେସା ସାପ ଧରିବା। ଏମାନେ ସାପକୁ ଦେଖାଇ ଟଙ୍କା ରୋଜଗାର କରନ୍ତି। ଏହି କାରଣରୁ ଯୌତୁକରେ ସାପ ଦିଆଯାଏ। ଯଦ୍ୱାରା ଏହି ସାପଙ୍କ ଜରିଆରେ ନିଜ ରୋଜଗାର ପନ୍ଥା ବଢ଼ାଇପାରିବେ ଏବଂ ପରିବାରର ଲାଳନ ପାଳନ କରିପାରିବେ। ସାପଙ୍କୁ ସୁରକ୍ଷିତ ରଖିବାକୁ ଏଠାରେ ଏକ ବିଶେଷ ତଥା କଡ଼ା ନିୟମ ରହିଛି। କୁହାଯାଏ, ଯଦି ସାପକୁ ପେଡ଼ିରେ ମାରିଦିଆଯାଏ, ତେବେ ପୂରା ପରିବାର ଲୋକଙ୍କୁ ଲଣ୍ଡା ହେବାକୁ ପଡ଼ିଥାଏ। ଏହାସହ ଏହି ସମୁଦାୟର ଲୋକେ ସାପଙ୍କ ମୃତ୍ୟୁ ପରେ ସୁଧ ଘର ପାଳିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁଠି ୨ଶହ ଟଙ୍କାରେ ନିଜ ସନ୍ତାନଙ୍କୁ ବିକ୍ରି କରି ଦିଅନ୍ତି ଅଭିଭାବକ

ବନଜୁଲ,୧୯।୧: ଆଫ୍ରିକାର ଗାମ୍ବିଆରେ ଦେଖିବାକୁ ମିଳିଛି ଏକ ଅଜବ ଦୃଶ୍ୟ। ଏଠାରେ ଅଭିଭାବକମାନେ ନିଜ ସନ୍ତାନଙ୍କୁ ମାତ୍ର ୨ଶହ ଟଙ୍କାରେ ବିକ୍ରି କରୁଥିବା କୁହାଯାଏ। ବ୍ରିଟିଶ...

ପୁଣି କରୋନା ଆତଙ୍କ, ଦେଶର ୨୮ ଜିଲା ରେଡ୍‌ ଜୋନ୍‌…

ନୂଆଦିଲ୍ଲୀ, ୯।୬ : କରୋନା ସଂକ୍ରମଣ ନେଇ ଦେଶରେ ପୁଣି ସଙ୍କଟ ସୃଷ୍ଟି ହୋଇଛି। ସଂକ୍ରମଣ ବୃଦ୍ଧି ଯୋଗୁ ହିମାଚଳ ପ୍ରଦେଶରୁ କେରଳ ପର୍ଯ୍ୟନ୍ତ ଦେଶର...

ଜଷ୍ଟିସ୍‌ ନାନାବତୀଙ୍କ ବିୟୋଗ

ନୂଆଦିଲ୍ଲୀ, ୧୯।୧୨: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଗିରୀଶ ଠାକୋରଲାଲ୍‌ ନାନାବତୀଙ୍କର ଶନିବାର ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ସେ ବହୁ...

ପରିଚ୍ଛନ୍ନ ଗାଁ ବବେଇଯୋଡା

ମୟୂରଭଞ୍ଜର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବବେଇଯୋଡ଼ା ଗାଁ , ଯାହା ଏବେ ପରିଚ୍ଛନ୍ନ ଗାଁ ଭାବେ ଅନ୍ୟ ଗାଁ ପାଇଁ ଉଦାହରଣ…. ସୌନ୍ଦର୍ଯ୍ୟର ଗନ୍ତାଘର ମୟୂରଭଞ୍ଜ...

ଏକୁଟିଆ ଯାଇପାରିବେ ମହିଳା ହଜ୍‌ ଯାତ୍ରୀ, ଯୋଗାଇ ଦିଆଯିବ ସମ୍ପୂର୍ଣ୍ଣ ସୁରକ୍ଷା

ମକ୍କା,୧୪।୧୦: ହଜ୍‌ ଯାତ୍ରାରେ ଯାଉଥିବା ମହିଳା ତୀର୍ଥଯାତ୍ରୀଙ୍କ ସହ ପୁରୁଷ ଅଭିଭାବକ ଯିବା ଆଉ ଆବଶ୍ୟକ ପଡ଼ିବ ନାହିଁ। ସାଉଦି ଆରବ ଆସୁଥିବା ମହିଳାମାନେ ଏଣିକି...

ବାଜପେୟୀଙ୍କ କବିତା ମାଧ୍ୟମରେ ଦୀପ ଜଳାଇବାକୁ ଆହ୍ୱାନ ଦେଲେ ମୋଦି

ନୂଆଦିଲ୍ଲୀ,୪।୪: କରୋନା ଭାଇରସ ସହ ଲଢ଼ିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି।ରବିବାର ରାତି ୯ଟା ୯ ମିନିଟରେ ସମସ୍ତେ ବିଜୁଳି ବତୀ ଲିଭାଇ ଦୀପ...

ବିଏ.୨ ଭାରିଆଣ୍ଟ୍‌ ବଢ଼ାଉଛି ଚିନ୍ତା, ୫୭ ଦେଶରେ ସଂକ୍ରମଣ…

ନୂଆଦିଲ୍ଲୀ, ୫।୨ : ଦୁଇ ବର୍ଷରୁ ଅଧିକ ସମୟ ଧରି ବିଶ୍ୱ କରୋନା ମହାମାରୀ ଯୋଗୁ ପୃଥିବୀରେ ସଙ୍କଟ ସୃଷ୍ଟି ହୋଇଛି। ସମ୍ପ୍ରତି ଏହାର ବିଏ.୨...

କାଶ ଭଲ କରିବାକୁ ଡାକ୍ତରଖାନା ଯାଇଥିଲେ ଯୁବତୀ, ଏକ୍ସ-ରେ ପରେ ଡାକ୍ତର ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ

ଓ୍ବାଶିଂଟନ,୨୩ା୭: ଆମେରିକାର ଜଣେ ଯୁବତୀ ଗତ ଦୁଇ ମାସ ହେଲା କାଶ ଯୋଗୁ କଷ୍ଟ ଅନୁଭବ କରୁଥିଲେ। ସେ ଯେତେବେଳେ ଡାକ୍ତରଙ୍କ ପାଖକୁ ଗଲେ ସେତେବେଳେ...

Advertisement
Archives

Model This Week