ଯେଉଁଠି ସାପ ମୃତ୍ୟୁରେ ଶୁଦ୍ଧିକ୍ରିୟା ପାଳନ କରାଯାଏ

ଭାରତରେ ଏଭଳି ଏକ ଗାଁ ରହିଛି, ଯେଉଁଠାରେ ଯୌତୁକ ଭାବେ ବିଷାକ୍ତ ସାପ ଦିଆଯାଏ।
ଏହି ପରମ୍ପରା ମଧ୍ୟପ୍ରଦେଶର ଗୌରିଆ ସମୁଦାୟଙ୍କ ମଧ୍ୟରେ ରହିଛି। ପରମ୍ପରା ଢେର୍‌ ଦିନରୁ ନିର୍ବାହ କରାଯାଉଛି। ମା୍ଯଯତା ରହିଛି, ଯଦି କୌଣସି ବ୍ୟକ୍ତି ନିଜ ଝିଅକୁ ବିବାହ ଦିନ ଯୌତୁକ ରୂପେ ସାପ ଦିଅନ୍ତି ନାହଁି, ତେବେ ଖୁବ୍‌ ଶୀଘ୍ର ବିବାହ ବିଚ୍ଛେଦ ଘଟିଥାଏ। ପ୍ରକୃତରେ ଏଠାକାର ଲୋକଙ୍କ ପେସା ସାପ ଧରିବା। ଏମାନେ ସାପକୁ ଦେଖାଇ ଟଙ୍କା ରୋଜଗାର କରନ୍ତି। ଏହି କାରଣରୁ ଯୌତୁକରେ ସାପ ଦିଆଯାଏ। ଯଦ୍ୱାରା ଏହି ସାପଙ୍କ ଜରିଆରେ ନିଜ ରୋଜଗାର ପନ୍ଥା ବଢ଼ାଇପାରିବେ ଏବଂ ପରିବାରର ଲାଳନ ପାଳନ କରିପାରିବେ। ସାପଙ୍କୁ ସୁରକ୍ଷିତ ରଖିବାକୁ ଏଠାରେ ଏକ ବିଶେଷ ତଥା କଡ଼ା ନିୟମ ରହିଛି। କୁହାଯାଏ, ଯଦି ସାପକୁ ପେଡ଼ିରେ ମାରିଦିଆଯାଏ, ତେବେ ପୂରା ପରିବାର ଲୋକଙ୍କୁ ଲଣ୍ଡା ହେବାକୁ ପଡ଼ିଥାଏ। ଏହାସହ ଏହି ସମୁଦାୟର ଲୋକେ ସାପଙ୍କ ମୃତ୍ୟୁ ପରେ ସୁଧ ଘର ପାଳିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଳିଆ ଗଦାରେ କ୍ୟାଟ୍‌ଓ୍ବାର୍କ କଲେ ମଡେଲ…

ରାଞ୍ଚି,୩୧।୮: ଜମା ହୋଇ ରହିଥିବା ଗଦାଗଦା ଆବର୍ଜନା ସମ୍ପର୍କରେ ସଚେତନା ସୃଷ୍ଟି କରିବା ଲାଗି ଝାଡ଼ଖଣ୍ଡର ସୁପର ମଡେଲ ସୁରଭୀ ଏକ ନିଆରା ପଦକ୍ଷେପ ଗ୍ରହଣ...

ସ୍ବାମୀଙ୍କ ଭୟରେ ୫ ମହଲାରୁ ଡେଇଁଲେ ସ୍ତ୍ରୀ

ନୂଆଦିଲ୍ଲୀ, ୧୬।୫: ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ମହିଳା ସ୍ବାମୀଙ୍କ ଭୟରେ ୫ମହଲା ଛାତରୁ ଡେଇଁ ପ୍ରାଣ ହରାଇଛନ୍ତି। ମୃତ ମହିଳା...

ଭାଜପାରେ ସାମିଲ ହେବାର ୨୪ ଘଣ୍ଟା ମଧ୍ୟରେ ରାଜନୀତି ଛାଡିଲେ ଏହି ଖେଳାଳି

କୋଲକତା,୨୩।୭: ଭାଜପାରେ ଯୋଗଦେବାର ୨୪ ଘଣ୍ଟା ମଧ୍ୟରେ ଭାରତୀୟ ଫୁଟବଲ ଦଳର ପୂର୍ବତନ ଖେଳାଳି ମେହତବ ହୋସେନ ରାଜନୀତି ଛାଡିଛନ୍ତି। ସେ କହିଛନ୍ତି ଯେ, ସେ...

ପଞ୍ଜାବରେ ଭୁଶୁଡି ପଡିଲା ୩ ମହଲା କୋଠା

ମୋହାଲି,୮।୨: ପଞ୍ଜାବର ମୋହାଲିରେ ଏକ ୩ ମହଲା କୋଠା ଭୁଶୁଡି ପଡିଥିବା ସୂଚନା ମିଳିଛି। ଏହା ତଳେ କେତେକ ଲୋକ ଦବି ହୋଇ ରହିଯାଇଥିବା ଅନୁମାନ...

ମୋଦିଙ୍କୁ ପ୍ରଶଂସା କରି ଅଡୁଆରେ ଶଶି ଥରୁର୍‌, କଂଗ୍ରେସ ମାଗିଲା ସ୍ପଷ୍ଟୀକରଣ

ଥିରୁଭାନନ୍ତପୁରମ୍‌, ୨୭।୮: କଂଗ୍ରେସର ବରିଷ୍ଠ ନେତା ତଥା ଏମ୍‌ପି ଶଶି ଥରରୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି ଅଡୁଆରେ ପଡିଯାଇଛନ୍ତି। କେରଳ ପ୍ରଦେଶ କଂଗ୍ରେସ...

ଦେଶୀ ଗାଈ ପାଳିଲେ ମିଳିବ ବଡ ଲାଭ: ଏମ୍‌ବିଏ,ବିଟେକ୍‌ ଛାତ୍ରୀଛାତ୍ର ଶିଖିବେ କୌଶଳ

ଦେଶୀଗାଈ ପାଳିଲେ ଗୋଟିଏ ନୁହେଁ, ଅନେକ ଲାଭ ଅଛି। ଦେଶୀ ଗାଈ ବ୍ୟବସାୟ କରି ଆପଣ ଏକ ବଡ଼ ଲାଭ ମଧ୍ୟ କରିପାରିବେ। କେବଳ ଏତିକି...

ପୋଲିସ ଷ୍ଟେଶନରେ ଖେଳୁଛନ୍ତି ମାଛ-ସାପ

ପାଟନା, ୨୮।୭: ଲଗାତାର ବର୍ଷା ଯୋଗୁ ବିହାରରେ ବନ୍ୟା ଦେଖାଦେଇଛି। ରାସ୍ତାଘାଟ ବନ୍ୟା ଜଳରେ ବୁଡ଼ି ରହିଛି। ଏପରିସ୍ଥଳେ ଦରଭଙ୍ଗାର କୁଶେଶ୍ୱରସ୍ଥାନ ପୋଲିସ ଷ୍ଟେଶନରେ ବନ୍ୟା...

ମୋଦି ସରକାରଙ୍କୁ ପୁଣି ଝଟକା ଦେଲା ରିଜର୍ଭ ବ୍ୟାଙ୍କ: ଜିଡ଼ିପି ଅଭିବୃଦ୍ଧି ଆକଳନ ୬.୧ରୁ ୫ ପ୍ରତିଶତକୁ କମିଲା

ନୂଆଦିଲ୍ଲୀ,୫।୧୨: ଦେଶରେ ଉପଭୋକ୍ତାଙ୍କ ଉପରେ ମହଙ୍ଗା ମାଡ଼ ଜାରି ରହିଥିବାବେଳେ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ପୁଣି ଏକ ଝଟ୍‌କା ଦେଇଛନ୍ତି ରିଜର୍ଭ ବ୍ୟାଙ୍କ।...

Advertisement


Archives

Model This Week