ଯେଉଁଠି ବର କନ୍ୟାଙ୍କ ଗୋଡ଼ ଛୁଇଁ କରନ୍ତି ତ୍ରିବାର ସତ୍ୟ…

ବିବାହକୁ ନେଇ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୀତିନୀତି ରହିଆସିଛି। ବେଳେବେଳେ ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଇଣ୍ଡୋନେସିଆ ଦାନି ଜନଜାତି ସମ୍ପ୍ରଦାୟରେ ବିବାହ ସମୟରେ କନ୍ୟା ପାଦ ଆଙ୍ଗୁଳିର ନଖ ଛୁଇଁ ବରକୁ ତ୍ରିବାର ସତ୍ୟ କରିବାକୁ ହୁଏ। ବିବାହପରେ କନ୍ୟାର ନଖ ପର୍ଯ୍ୟନ୍ତ ସୁରକ୍ଷିତ ରଖିବାକୁ ବର ନିଏ ଦାୟିତ୍ୱ। ବିବାହ ପରେ ଯେତେବେଳେ ପ୍ରଥମ ରାତିରେ ପୁଅ-ଝିଅ ମିଳନ ହୁଏ ସେମାନଙ୍କର ତକିଆ ତଳେ ଛୁରି ରଖାଯାଏ। ଏହାଦ୍ୱାରା ଦୁଇଜଣଙ୍କ ସମ୍ପର୍କ ସୁଦୃଢ଼ ହୋଇଥାଏ ବୋଲି ଏହି ଜନଜାତି ବିଶ୍ୱାସ କରନ୍ତି। ବିବାହ ପୂର୍ବରୁ ଏଠାରେ କନ୍ୟା ଦେହରେ କ୍ଷୀର ଓ ବର ଦେହରେ ତେଲ ମାଲିସ କରାଯିବା ପରମ୍ପରା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବନ୍ଧ ପରେ ବିବାହ ତାରିଖ ସ୍ଥିର ନ ହେବାରୁ ୧୫୦ ଫୁଟ ଉଚ୍ଚ ଟାଓ୍ବାରରୁ ଡେଇଁ ଆତ୍ମହତ୍ୟା କଲେ ଯୁବକ

ରାୟପୁର, ୫।୧୦: ଛତିଶଗଡ଼ ବାଲୋଦ ଜିଲାରୁ ଚକିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜିଲାର ସୁରେଗ୍ରାମ ପୋଲିସ ଷ୍ଟେସନ ଅନ୍ତର୍ଗତ ରାଣୀତରାଇ ଗ୍ରାମର...

କାମିଲା ପରବର୍ତ୍ତୀ ରାଣୀ ହେବେ

ଲଣ୍ଡନ,୭।୨: ପ୍ରିନ୍ସ ଚାଲର୍‌ସ ବ୍ରିଟେନର ରାଜା ହେଲେ ଡଚେସ୍‌ ଅଫ୍‌ କର୍ନଓ୍ବାଲ କାମିଲା ରାଣୀ ହେବେ ବୋଲି ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା...

‘୫ ବର୍ଷ ପୂରଣ କରିବି, ଇସ୍ତଫା ଦେବିନି’

ଇସଲାମାବାଦ୍‌,୨୭।୩: ପାକିସ୍ତାନରେ ଏବେ ରାଜନୈତି ସଙ୍କଟ ଚାଲିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗାଦିରୁ ହଟାଇବା ପାଇଁ ବିରୋଧୀ ଲାଗିପଡିଛନ୍ତି। ମାର୍ଚ୍ଚ ୨୮ରେ ସଂସଦରେ ଇମ୍ରାନ ସରକାରଙ୍କ...

କେବଳ ସ୍ବପ୍ନ ଦେଖିବାରେ ବିତିଥାଏ ମଣିଷ ଜୀବନର କେତେ ବର୍ଷ, ଜାଣନ୍ତି କି…

ନୂଆଦିଲ୍ଲୀ: ଶୋଇଲେ ଆଖିକୁ ଆସେ ସ୍ବପ୍ନ। କେତେ ସ୍ବପ୍ନ ମନେ ରୁହେ କିଛି ସ୍ମୃତିରେ ରୁହେନା। ମଣିଷର ଜୀବନକାଳ ମଧ୍ୟରେ କେବଳ ୬ ବର୍ଷ ସ୍ବପ୍ନ...

ଖଦାନରେ ଭୂସ୍ଖଳନ, ୭୦ରୁ ଅଧିକ ନିଖୋଜ…

ନାପିଦ୍ୱ, ୨୨।୧୨: ମ୍ୟାନମାରର ଏକ ଖଦାନରେ ଭୟଙ୍କର ଦୁର୍ଘଟଣା ଘଟିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉତ୍ତର ମ୍ୟାନମାରର ଜେଡ୍‌ ଖଦାନରେ ବୁଧବାର ଭୂସ୍ଖଳନ ଘଟିଛି। ଫଳରେ...

ଏମିତି ଉପାୟରେ ନଦୀ ପାର ହେଉଛି ସିମ୍ପାଞ୍ଜି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ପାକିସ୍ତାନୀ ଖାଇପାରିବେନି ଅମଲେଟ୍‌: ଅଣ୍ଡା ଦାମ୍‌ ଆକାଶ ଛୁଆଁ

ଇସଲାମାବାଦ,୨୨।୧୨: ଏବେ ପାକିସ୍ତାନରେ ସାଧାରଣ ଲୋକଙ୍କ ପାଇଁ ଅମଲେଟ୍‌ ଖାଇବା ସାତ ସପନ ପାଲଟିବାକୁ ଯାଉଛି। ଦେଶରେ ଅଣ୍ଡା ଦାମ ଆକାଶ ଛୁଆଁ ହୋଇଛି। ଏଠାରେ...

କରୋନାର ଦୋହରା ମାଡ଼: ପୁଣି ଲକ୍‌ଡାଉନ୍‌ !

ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୯।୯: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ଏବେ କେତେକ ଦେଶରେ କରୋନାର ଦୋହରା ମାଡ଼ ଆରମ୍ଭ ହୋଇଛି। ଫଳରେ ପୁଣି...

Advertisement
Archives

Model This Week