Posted inଖେଳ

ଯୁବରାଜ ସିଂଙ୍କୁ କଫି ପିଇବାର ପ୍ରତିଶ୍ରୁତି ଦେଇ ଠିକଣା ଦିନ ଫୋନ୍‌ ଅଫ୍‌ ରଖୁଥିଲେ ଏହି ଯୁବତୀ

ଅନେକ ଦିନ ପର୍ଯ୍ୟନ୍ତ ପରଦା ପଛରେ ସମ୍ପର୍କକୁ ଲୁଚାଇବା ପରେ କ୍ରିକେଟର୍‌ ଯୁବରାଜ ସିଂ ଏବଂ ହାଜେଲ କିଚ୍‌ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବହୁଦିନ ଧରି ପ୍ରୟାସ କଲା ପରେ ଶେଷରେ ହାଜେଲଙ୍କୁ ବାହାଘର ପାଇଁ ମନାଇପାରିଥିଲେ ବୋଲି କହିଥିଲେ। ଦୀର୍ଘ ତିନି ବର୍ଷ କଫି ପିଇବା ବାହାନାରେ ଏକାନ୍ତରେ କିଛି ସମୟ କାଟିବାର ମୁଁ ପ୍ରୟାସ କରିଥିଲି। ହାଜେଲ ମେସେଜ କରି ପ୍ରତିଶ୍ରୁତି ଦିଅନ୍ତି ହେଲେ ପ୍ରତିଥର ସେହି ଦିନ ଓ ସମୟରେ ତାଙ୍କ ଫୋନ ବନ୍ଦ ହୋଇଯାଏ। ବହୁ କଷ୍ଟରେ ଜଣେ ବନ୍ଧୁଙ୍କ ମାଧ୍ୟମରେ ହାଜେଲଙ୍କ ସହ ମିଶିବାର ସୁଯୋଗ ପାଇଥିଲେ ଯୁବି। ତେବେ କ୍ରିକେଟ ବିଷୟରେ କୌଣସି ଆଗ୍ରହ ରଖୁ ନ ଥିବା ହାଜେଲ ଯୁବରାଜଙ୍କ କୃତିତ୍ୱ ଓ ସଫଳତା ବିଷୟରେ ସଂପୂର୍ଣ୍ଣ ଅଜ୍ଞ। କେଉଁ ଦଳ ବିପକ୍ଷରେ ଯୁବି ୬ ବଲ୍‌ରେ ୬ଟି ଛକା ମାରିଛନ୍ତି ବୋଲି ପ୍ରଶ୍ନ ହେବାରୁ ଏହାର ଉତ୍ତର ଦେବାରେ ଅକ୍ଷମତା ଦେଖାଇଥିଲେ ହାଜେଲ। ଯେତେବେଳେ ଜାଣିଲେ ଇଂଲଣ୍ଡ ଦଳ ବିପକ୍ଷରେ ୟୁବି ଏହି କୃତିତ୍ୱ ହାସଲ କରିଛନ୍ତି, ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ହାଜେଲ। କାରଣ ସେ ନିଜେ ଜଣେ ବ୍ରିଟିଶ ନାଗରିକ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଦଳର ନେତୃତ୍ୱ ନେଇ ସ୍ବତନ୍ତ୍ର ତାଲିକାରେ ରାହୁଲ

ପାର୍ଲ,୧୯।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଚଳିତ ପ୍ରଥମ ଦିନିକିଆରେ ଭାରତୀୟ ଦଳର ନେତୃତ୍ୱ ନେଉଥିବା ଲୋକେଶ ରାହୁଲ ‘ଲିଷ୍ଟ ଏ’ କ୍ରିକେଟରେ କଦାପି କୌଣସି ଦଳର...

ଟି-୨୦ ବିଶ୍ୱକପ୍‌ ଟିମ୍‌ରେ ରହି ନ ପାରନ୍ତି ଏହି ମହାନ ଖେଳାଳି!

ନୂଆଦିଲ୍ଲୀ,୩୦।୬: ଚଳିତ ବର୍ଷ ଟି-୨୦ ବିଶ୍ୱକପ୍‌କୁ ନେଇ ବିସିସିଆଇ ଚୟନ କମିଟି ସମସ୍ତ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରଖିଛି। ହେଲେ ଚୂଡାନ୍ତ ଟିମ୍‌ରେ ଦ୍ରୁତ...

ଉଚ୍ଛସ୍ବିତ ସମ୍ବର୍ଦ୍ଧନାରେ ଭାବବିହ୍ବଳ ହୋଇଥିଲି: ନଟରାଜନ

ନୂଆଦିଲ୍ଲୀ,୩।୨ (ପି.ଟି.): ଅଷ୍ଟ୍ରେଲିଆ ଗସ୍ତରେ ପ୍ରଭାବୀ ପ୍ରଦର୍ଶନ କରି ନିଜ ଘରୋଇ ସହର ଚିନ୍ନାପ୍ପମ୍ପପଟ୍ଟିକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଭାରତୀୟ ଯୁବ ଦ୍ରୁତ ବୋଲର ଥଙ୍ଗାରାସୁ...

ଆରମ୍ଭରୁ ଝଟ୍‌କା

ଅହମ୍ମଦାବାଦ,୧୨।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳକୁ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଘରୋଇ ଦଳ...

ୟୁଏଇରେ ଆଇପିଏଲ୍‌ ୨୦୨୦: ଏକ ନୀରବ ମରୁ ଝଡ଼

ଦୁବାଇ,୨୦।୯(ପି.ଟି.): କୋଭିଡ୍‌-୧୯ ମହାମାରୀର ପ୍ରକୋପ ଜାରି ରହିବା ସତ୍ତ୍ୱେ ଭାରତୀୟ କ୍ରିକେଟ ପ୍ରତ୍ୟାବର୍ତ୍ତନ କରିଛି। ଏହା ଭାରତ ବଦଳରେ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ସମ୍ଭବ...

ଭାଙ୍ଗିଲା ରିକି ପଣ୍ଟିଂଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆର ରେକର୍ଡ

ମେଲବୋର୍ନ,୪ା୪- ଦିନିକିଆ କ୍ରିକେଟରେ ଦୀର୍ଘ ଦିନ ହେଲା ତିଷ୍ଠି ରହିଥିବା ରେକର୍ଡ ଭଙ୍ଗ ହୋଇଛି। ମହାନ ଅଧିନାୟକ ରିକି ପଣ୍ଟିଂଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଦଳ ୨୦୦୩ରେ...

ଦକ୍ଷିଣ ଆଫ୍ରିକାକୁ ହରାଇଲା ବାଂଲାଦେଶ

ଲଣ୍ଡନ,୩।୬(ଏଏଫପି)- ଚଳିତ ବିଶ୍ୱକପ୍‌ରେ ବାଂଲାଦେଶ ପ୍ରଥମ ବିପର୍ଯ୍ୟୟ ଘଟାଇଛି। ସ୍ଥାନୀୟ କେନିଂଟନ ଓଭାଲ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଟୁର୍ନାମେଣ୍ଟର ପଞ୍ଚମ ମ୍ୟାଚ୍‌ରେ ବାଂଲାଦେଶ ୨୧ ରନରେ...

ଆଜି ବାରବାଟୀ ଟକ୍କର

ଭୁବନେଶ୍ୱର, ୧୨।୬ (କ୍ରୀଡ଼ା ପ୍ରତିନିଧି): ବାରବାଟୀ ପ୍ରସ୍ତୁତ। ରବିବାର ଏହି ଷ୍ଟାଡିୟମରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ। ଏହି ହାଇ ପ୍ରୋଫାଇଲ୍‌...

Advertisement
Archives

Model This Week