ମ୍ୟୁଚୁଆଲ ଫଣ୍ଡ ବଜାର ବେହାଲ

ମୁମ୍ବାଇ,୨୫।୪: କୋଭିଡ୍‌-୧୯ ଯୋଗୁ ମ୍ୟୁଚୁଆଲ ଫଣ୍ଡ ଶିଳ୍ପ ବଜାର ଗଭୀର ଭାବେ କ୍ଷତିଗ୍ରସ୍ତ ହେଉଥିବା ନଜରକୁ ଆସିଛି। ଫଳରେ ଏହାର ପ୍ରଭାବ ନିବେଶକଙ୍କ ଉପରେ ସିଧାସଳଖ ପଡ଼ିଛି। ଏଭଳି ସମସ୍ୟା ଲାଗି ପ୍ରମୁଖ କମ୍ପାନୀ ଫ୍ରାଙ୍କ୍‌ଲିନ ଟେମ୍ପଲଟନ ମ୍ୟୁଚୁଆଲ ଫଣ୍ଡ ଏହାର ୬ ଡେଟ୍‌ ସ୍କିମକୁ ବନ୍ଦ କରିଦେଇଛି। ପୁଞ୍ଜିବଜାର କାରବାରକୁ କ୍ଷତିଗ୍ରସ୍ତ କରିବା ପରେ ଏବେ କରୋନାର ମାଡ଼ ମ୍ୟୁଚୁଆଲ ଫଣ୍ଡ ବଜାର ଉପରେ ପଡିଛି। ଫଳରେ ଫ୍ରାଙ୍କ୍‌ଲିନ ଟେମ୍ପଲଟନକୁ ଏହା ୬ କ୍ରେଡିଟ ସ୍କିମ୍‌ ବନ୍ଦ କରିବାକୁ ପଡିଛି। ମହାମାରୀ ପ୍ରଭାବ ଯୋଗୁ କାରବାର ଉପରେ ଚାପ, ବଣ୍ଡ ବଜାରରେ ଲିକ୍ୱିଡିଟି ସମସ୍ୟା ଆସିବା ଯୋଗୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। କମ୍ପାନୀର ଏଭଳି ନିଷ୍ପତ୍ତି ଏହାର ନିବେଶକଙ୍କ ସହ ଅନ୍ୟ ବଜାର ନିବେଶକଙ୍କୁ ମଧ୍ୟ ଚିନ୍ତାଗ୍ରସ୍ତ କରିଛି। ନିବେଶ ଉପରେ କମ୍ପାନୀ ନିବେଶକଙ୍କୁ ଅର୍ଥ ଫେରସ୍ତ କରିଦେବ। ହେଲେ ଏଥିପାଇଁ କିଛି ସମୟ ଲାଗିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଆତସୁସି ଓଗାଟା ହେବେ ହୋଣ୍ଡା ଟୁହ୍ବିଲର୍ସର ଏମ୍‌ଡି

ନୂଆଦିଲ୍ଲୀ,୩। ୫: ହୋଣ୍ଡା ମୋଟର କମ୍ପାନୀ ପକ୍ଷରୁ ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ବରିଷ୍ଠ ପରିଚାଳନା ଟିମ୍‌ରେ ପରିବର୍ତ୍ତନ ଘୋଷଣା...

ରୁପେ କାର୍ଡରେ ଅଫ୍‌ଲାଇନ ପେମେଣ୍ଟ

ନୂଆଦିଲ୍ଲୀ: ରୁପେ କାର୍ଡଧାରୀଙ୍କ ଲାଗି ଖୁସି ଖବର। ଏବେ ବିନା ଇଣ୍ଟରନେଟରେ ମଧ୍ୟ ଲୋକମାନେ ଏହି କାର୍ଡ ଦ୍ୱାରା ପେମେଣ୍ଟ କରିବାର ସୁବିଧା ପାଇପାରିବେ। ନ୍ୟାଶନାଲ...

ନିଶାନ ‘ଟେରାନୋ’ରେ ମିଳୁଛି ଆକର୍ଷଣୀୟ ରିହାତି

ଭୁବନେଶ୍ୱର,୧୯-୫:ନିଶାନ ମୋଟର କମ୍ପାନୀର ପ୍ରମୁଖ ଲୋକପ୍ରିୟ ମଡେଲ ଯାନ ଟେରାନୋ ଉପରେ କମ୍ପାନୀ ଆକର୍ଷଣୀୟ ରିହାତି ଘୋଷଣା କରିଛି। ଏହି ମଡେଲ ଉପରେ ଗ୍ରାହକ ୨.୩୬...

କେନ୍ଦ୍ରକୁ ମିଳିବ ଅତିରିକ୍ତ ୩୦ ହଜାର କୋଟି ଟିକସ

ନୂଆଦିଲ୍ଲୀ,୮-୭: ସାଧାରଣ ବଜେଟରେ ଅତି ଧନୀଙ୍କ ବ୍ୟକ୍ତିଗତ ଆୟକର ଏବଂ ପେଟ୍ରୋଲ-ଡିଜେଲ ଉପରେ ଶୁଳ୍କ ବୃଦ୍ଧି ଯୋଗୁ ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ରେ କେନ୍ଦ୍ର ସରକାରଙ୍କୁ...

ସରକାରଙ୍କ ଡେଭଲପମେଣ୍ଟ ମଡେଲକୁ ରାହୁଲଙ୍କ କଟାକ୍ଷ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡେଭଲପମେଣ୍ଟ ମଡେଲକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର କଟାକ୍ଷ କରିଛନ୍ତି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସଂଖ୍ୟା ହ୍ରାସ ଦ୍ୱାରା ସରକାର...

ହୀରା ଅଳଙ୍କାର-ଚାଷ ଉପକରଣ-ପୋଷାକ-ଚମଡ଼ା ସାମଗ୍ରୀ ଶସ୍ତା, କ୍ରିପ୍ଟୋକ୍ୟୁରେନ୍ସିରୁ ଆୟ ୩୦ ପ୍ରତିଶତ…

ନୂଆଦିଲ୍ଲୀ, ୧।୨ : ବଜେଟରେ ବିଦେଶରୁ ଆସୁଥିବା ଯନ୍ତ୍ରପାତି ଶସ୍ତା ହେବ ଏବଂ ଚାଷ ଉପକରଣ ମଧ୍ୟ ଶସ୍ତା ହେବ। ପୋଷାକ ଏବଂ ଚମଡ଼ା ସାମଗ୍ରୀ...

ଚନ୍ଦା କୋଚ୍ଚରଙ୍କ ଅପିଲ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଚନ୍ଦା କୋଚ୍ଚରଙ୍କ ଅପିଲକୁ ମଙ୍ଗଳବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ବମ୍ବେ ହାଇକୋର୍ଟଙ୍କ ଏକ ଅର୍ଡରକୁ...

ରାମମନ୍ଦିର ଲାଗି ଏମ୍‌ଡିଏଚ୍‌ ଦେଲା ୧ କୋଟି

ନୂଆଦିଲ୍ଲୀ,୧୮ା୩: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣରେ ଏମ୍‌ଡିଏଚ୍‌ ପ୍ରାଇଭେଟ ଲିମିଟେଡ୍‌ ୧ କୋଟି ଟଙ୍କାର ସହାୟତା ପ୍ରଦାନ କରିଛି। କମ୍ପାନୀର ଅଧ୍ୟକ୍ଷ ରାଜୀବ ଗୁଲାଟି ଉପସ୍ଥିତ ରହି ଏହି...

Advertisement
Archives

Model This Week