Posted inଜାତୀୟ

ମୌର୍ଯ୍ୟ ହୋଟେଲରେ ଟ୍ରମ୍ପ୍‌ଙ୍କ ରହଣୀ: ଗୋଟିଏ ରାତିର ରୁମ୍‌ ଭଡ଼ା ୮ ଲକ୍ଷ

ନୂଆଦିଲ୍ଲୀ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୨ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି। ତାଙ୍କ ଭାରତ ଗସ୍ତକୁ ସ୍ମୃତି ବହୁଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଉଦ୍ୟମ ଜାରି ରଖିଛନ୍ତି। ଟ୍ରମ୍ପ୍‌ ଦିଲ୍ଲୀର ମୌର୍ଯ୍ୟ ହୋଟେଲରେ ରହିବେ। ଏଠାରେ ଗୋଟିଏ ରାତି ପାଇଁ ରୁମ୍‌ ଭଡ଼ା ୮ ଲକ୍ଷ ଟଙ୍କା ରହିଛି। ଏହି ହୋଟେଲର ପ୍ରେସଡେନ୍ସିଆଲ ଫ୍ଲୋରର ଚାଣକ୍ୟ ସୁଟ୍‌ରେ ଟ୍ରମ୍ପ୍‌ ରହିବେ। ମୌର୍ଯ୍ୟ ହୋଟେଲର ପ୍ରେସଡେନ୍ସିଆଲ ଫ୍ଲୋରରେ ଏହା ପୂର୍ବରୁ ରାଜା ଅବଦୁଲା, ରୁଷିଆ ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନ୍‌, ବ୍ରୁନେଇ ସୁଲତାନ, ଟୋନୀ ବ୍ଲେୟାର, ଦଲାଇ ଲାମାଙ୍କ ଭଳି ବିଶିଷ୍ଟ ବ୍ୟକ୍ତି ରହି ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଙ୍କୁ ଘେରିଗଲେ ସାଫ୍ରନ ସ୍କାର୍ଫ ଗ୍ରୁପ୍‌

ମାଣ୍ଡ୍ୟା(କର୍ନାଟକ),୮।୨: କର୍ନାଟକର ବିଭିନ୍ନ କଲେଜ କ୍ୟାମ୍ପସରେ ମଙ୍ଗଳବାର ମୁହଁାମୁହିଁ ହୋଇଛନ୍ତି ହିଜାବ ଏବଂ ସାଫ୍ରନ ସ୍କାର୍ଫ ପିନ୍ଧିଥିବା ଛାତ୍ରୀଛାତ୍ର ଗ୍ରୁପ୍‌। ମାଣ୍ଡ୍ୟାର ଏକ କଲେଜରେ ସାଫ୍ରନ...

ଗର୍ଭବତୀଙ୍କ ପାଇଁ ସୁରକ୍ଷିତ ଭାକ୍ସିନ୍‌, ମାର୍ଗଦର୍ଶିକା ଜାରି କଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୨୯।୬: ଭାରତରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତୃତୀୟ ଲହରକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ସ୍ବାସ୍ଥ୍ୟ...

ଆଜି ଉପରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ,୬ା୮: ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ତାହା ଶନିବାର ସ୍ଥିର ହେବ। ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପାଇଁ ହେବାକୁ ଥିବା ନିର୍ବାଚନରେ...

ପ୍ରଥମ ଟୁଇଟରେ ଦେଶର ବୀର ଯବାନଙ୍କୁ ସଲାମ କଲେ ରାଷ୍ଟ୍ରପତି ମୁର୍ମୁ

ନୂଆଦିଲ୍ଲୀ,୨୬ ।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସର୍ବୋଚ୍ଚ ସମ୍ବଧାନିକ ପଦ ସମ୍ଭାଳିବା ପରେ ପ୍ରଥମ ଟୁଇଟ କାରଗିଲ ଯୁଦ୍ଧର ବୀର ସୁପୁତ୍ରଙ୍କ ନାମରେ କରିଛନ୍ତି ।...

୧୯୮୪ ଶିଖ ବିରୋଧୀ ଦଙ୍ଗାରେ ମୋ ବିରୋଧରେ କୌଣସି ମାମଲା ନାହିଁ: ଜଗଦୀଶ୍‌ ଟାଇଟଲର…

ନୂଆଦିଲ୍ଲୀ,୧୯।୧୨ : ଦିଲ୍ଲୀର କଂଗ୍ରେସ କାର୍ଯ୍ୟାଳୟରେ ସୋମବାର ’ଭାରତ ଯୋଡା ଯାତ୍ରା’ର ପ୍ରସ୍ତୁତି ସମ୍ପର୍କରେ ଦଳର ଏକ ବୈଠକ ଡକାଯାଇଥିଲା। ଏଥିରେ କଂଗ୍ରେସ ନେତା ତଥା...

ପୁଣି ଜଣେ କରୋନା ରୋଗୀଙ୍କ ମୃତଦେହ ସହ ଅସମ୍ମାନ

ଭୋପାଲ,୭।୭: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ କରୋନା ରୋଗୀଙ୍କ ମୃତଦେହକୁ ଅତି ଦୟନୀୟ ଅବସ୍ଥାରେ ହସ୍ପିଟାଲ କର୍ମଚାରୀ ଅଳିଆ...

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ତିରଥ ସିଂହ ରାୱତ

ଡେରାଡୁନ,୧୦।୩: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ତିରଥ ସିଂହ ରାୱତ। ବୁଦବାର ଅପରାହ୍ନ ୪ଟା ବେଳେ ରାଜଭବନରେ ରାଜ୍ୟପାଳ ବେବୀ ରାନୀ ମୌର୍ଯ୍ୟ...

ଶାରିରୀକ ସମ୍ପର୍କ ନ ରଖିବାକୁ ସ୍ତ୍ରୀ ରାଣ ପକାଇବାରୁ ସ୍ବାମୀ ନେଲେ ଏମିତି ନିଷ୍ପତ୍ତି

ଅହମଦାବାଦ୍‌,୧୧।୮: ଗୁଜରାଟର ଅହମଦାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀଙ୍କୁ ଆତ୍ମହତ୍ୟା ପାଇଁ ଉସ୍‌କାଇଥିବା ଅଭିଯୋଗରେ ଜଣେ ମହିଳାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମୃତ...

Advertisement
Archives

Model This Week