Posted inଖେଳ

ମୋ ସଫଳତାର ରାଜ୍‌ ହେଉଛି ବିରିୟାନୀ: ସାମି

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ଏକ ଇନିଂସ ଓ ୧୩୦ ରନ୍‌ରେ ବିଜୟ ହାସଲ କରିଛି। ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଦ୍ରୁତ ବୋଲର୍‌ ମହମ୍ମଦ ସାମି। ଏହି ଟେଷ୍ଟରେ ସାମି ପ୍ରଥମ ଓ ଦ୍ୱିତୀୟ ଇନିଂସରେ ଯଥାକ୍ରମେ ୩ ଓ ୪ ଉଇକେଟ ହାସଲ କରିଥିଲେ। ମ୍ୟାଚ୍‌ ପରେ ଏକ ସାକ୍ଷାତକାରରେ ସାମିଙ୍କୁ ଉଇକେଟ୍‌ ନେବାର ରାଜ୍‌ ବିଷୟରେ ପଚରାଯାଇଥିଲା ଏହାର ଜବାବରେ ସେ କହିଥିଲେ, ଏସବୁ ବିରିୟାନୀର କମାଲ୍‌। ଏହାଛଡା ଭଗବାନଙ୍କ କୃପା ମଧ୍ୟ ରହିଛି। ସବୁବେଳେ ଲାଇନ୍‌ ଲେନ୍ଥରେ ବୋଲିଂ କରିବାକୁ ଚେଷ୍ଟା କରୁଛି। ଏହାଛଡା କୋଚ ଏବଂ ଅଧିନାୟକଙ୍କ ମୋ ଉପରେ କୌଣସି ଚାପ ମଧ୍ୟ ପଡୁନାହିଁ। ତେଣୁ ମୁଁ ଆରାମରେ ବୋଲିଂ କରିପାରୁଛି ବୋଲି ସାମି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫେଲ୍‌ ମାରିଲା ତାରକା ଖଚିତ ଟିମ୍‌ ଇଣ୍ଡିଆର ବ୍ୟାଟିଂ ଲାଇନଅଫ୍‌

ସାଉଥାମ୍ପଟନ,୨୦।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲରେ ଫେଲ୍‌ ମାରିଛି ଟିମ୍‌ ଇଣ୍ଡିଆର ବ୍ୟାଟିଂ ଲାଇନ୍‌ଅଫ୍‌। ଦଳରେ ରୋହିତ ଶର୍ମା, ଅଧିନାୟକ ବିରାଟ କୋହଲି,...

ଦ୍ୱିତୀୟ ଦିନର ଖେଳ ଶେଷ: ବାଂଲାଦେଶ ୮/୧୩୩

ଚଟ୍ଟଗ୍ରାମ,୧୫।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚର ଦ୍ୱିତୀୟ ଦିନର ଖେଳ ଶେଷ ହୋଇଛି। ଭାରତର ପ୍ରଥମ ଇନିଂସ ୪୦୪...

ଅବସରରୁ ଫେରିପାରନ୍ତି ଡି’ଭିଲର୍ସ

କେପ୍‌ଟାଉନ, ୧୭।୪- ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡି’ଭିଲର୍ସ ଅବସରରୁ ଫେରିପାରନ୍ତି। ଆସନ୍ତା ଟି୨୦ ବିଶ୍ୱକପରେ ତାଙ୍କୁ ପୁଣି ଦକ୍ଷିଣ ଆଫ୍ରିକା ଜର୍ସିରେ ଦେଖିବାକୁ...

ଟିମ୍‌ ଇଣ୍ଡିଆ, ଡିସେମ୍ବର ୧୯ ମଧ୍ୟରେ ରହିଛି ଅଜବ ସଂଯୋଗ

ନୂଆଦିଲ୍ଲୀ, ୧୯।୧୨- ଡିସେମ୍ବର ୧୯ ତାରିଖ ଭାରତୀୟ କ୍ରିକେଟ ଇତିହାସରେ ଲିପିବଦ୍ଧ ହୋଇଯାଇଛି। ଏହି ଦିନ ଓ ଟିମ୍‌ ଇଣ୍ଡିଆ ଟେଷ୍ଟ କ୍ରିକେଟ ମଧ୍ୟରେ ରହିଛି...

ଓଭାଲ ଟେଷ୍ଟ: ଇଂଲଣ୍ଡକୁ ହରାଇଲା ଟିମ୍‌ ଇଣ୍ଡିଆ

ଲଣ୍ଡନ,୬।୯: ପ୍ରଥମ ଇନିଂସରେ ୯୯ ରନ୍‌ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆ ଶେଷରେ ବାଜିମାତ୍‌ କରିଛି। ଓଭାଲ ଟେଷ୍ଟର ପଞ୍ଚମ ଦିନରେ ୧୫୭ ରନ୍‌ରେ ଇଂଲଣ୍ଡକୁ...

ପନ୍ତ-ଆୟରଙ୍କ ଚମତ୍କାର ବ୍ୟାଟିଂ

ଢାକା,୨୩।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ମ୍ୟାଚ ଢାକାରେ ଖେଳାଯାଉଛି। ଏହି ମ୍ୟାଚରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ...

ଗୁଡ଼ାଏ ଏକ୍ସପେରିମେଣ୍ଟ କରିପାରନ୍ତି ଡ୍ରାଭିଡ୍‌

କୋଲକାତା,୨୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଚଳିତ ଟି୨୦ ସିରିଜରେ କ୍ଲିନ୍‌ ସୁଇପ୍‌ କରିବା ଲକ୍ଷ୍ୟରେ ରହିଛି ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ। ଐତିହାସିକ ଇଡେନ ଗାର୍ଡେନ...

ଧୋନୀଙ୍କୁ ବୋଲର ହିଁ ଭରସା

ମୁମ୍ବାଇ,୧୯।୪ : ରାଜସ୍ଥାନ ରୟାଲ୍ସ ଆଗରେ ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଛିଡ଼ା କରିଛି ୧୮୯ ରନ୍‌ର ବିଜୟ ଲକ୍ଷ୍ୟ। ମୁମ୍ବାଇ...

Advertisement
Archives

Model This Week