Posted inଜାତୀୟ

ମୋଦିଙ୍କୁ ଭେଟିଲେ କେଜରିଓ୍ବାଲ

ନୂଆଦିଲ୍ଲୀ, ୨୧।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଂସଦ ଭବନରେ ଭେଟିଛନ୍ତି। ଏହି ଅବସରରେ ସେ ଗତ ଲୋକ ସଭା ନିର୍ବାଚନରେ ଭାଜପାର ଐତିହାସିକ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ରାଜଧାନୀ ଦିଲ୍ଲୀର ବିକାଶ ପାଇଁ କେନ୍ଦ୍ର ଏବଂ ରାଜ୍ୟ ମିଳିତ ଭାବେ କାମ କରିବା ଆବଶ୍ୟକ ବୋଲି କେଜରିଓ୍ବାଲ କହିଛନ୍ତି। ଏହାସହ ସେ ମୋଦିଙ୍କୁ ଦିଲ୍ଲୀ ସରକାରୀ ସ୍କୁଲ ଏବଂ ମୋହଲା କ୍ଲିନିକ୍‌ ଏବଂ ପଲିଟେକନିକ୍‌ ଗସ୍ତ ପାଇଁ ଆମନ୍ତ୍ରଣ କରିଛନ୍ତି। ଏହାଦ୍କବାରା ଛାତ୍ରୀଛାତ୍ରଙ୍କ ପାଠପଢା ପ୍ରତି ଉତ୍କଣ୍ଠା ବଢିବ ବୋଲି ସେ କହିଛନ୍ତି। ସେ କହିଛନ୍ତି, ଦିଲ୍ଲୀ ସରକାର ସ୍କୁଲର ଗୁଡିକର ବିକାଶ ପାଇଁ ଭଲ କାମ କରିଛନ୍ତି। ଫଳରେ ସରକାରୀ ସ୍କୁଲରେ ଫଳାଫଳ ୯୪ ପ୍ରତିଶତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୭ ନୂଆ ପ୍ରତିରକ୍ଷା କମ୍ପାନୀର ଶୁଭାରମ୍ଭ କଲେ ମୋଦି, ତିଆରି ହେବ ଫାଇଟର ପ୍ଲେନଠାରୁ ପିସ୍ତଲ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧୫ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୭ଟି ନୂଆ ପ୍ରତିରକ୍ଷା କମ୍ପାନୀର ଶୁଭାରମ୍ଭ କରିଛନ୍ତି । ଦେଶକୁ ସଶକ୍ତ କରିବା ପାଇଁ ଏହା ଏକ...

୪ ରାଜ୍ୟରେ ପ୍ରଚାର ଶେଷ

ନୂଆଦିଲ୍ଲୀ, ୫।୪: ମଙ୍ଗଳବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ରବିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି।...

ପେସିଏମ୍‌ ପରେ ଏବେ ସେସିଏମ୍‌, ବୋମ୍ମାଇଙ୍କୁ ଘେରିଲା କଂଗ୍ରେସ…

ବେଙ୍ଗାଲୁରୁ,୧୯।୧୦ : ‘ପେସିଏମ’ ଅଭିଯାନର ସଫଳତା ପରେ କର୍ନାଟକରେ କଂଗ୍ରେସ ଏବେ ‘ସେସିଏମ’ ଅଭିଯାନ ଆରମ୍ଭ କରିଛି। ଏହା ଦ୍ୱାରା କଂଗ୍ରେସ ଶାସକଦଳକୁ ଘେରିବା ଆରମ୍ଭ...

ପୋଲିସ ଅଧିକାରୀଙ୍କ ସମେତ ଦୁଇ ଭାଇଙ୍କୁ ହତ୍ୟା କଲେ

ଜମ୍ମୁ,୨୭।୩: ଜମ୍ମୁ-କଶ୍ମୀର ବୁଦଗାମ ଅଞ୍ଚଳରେ ଜଣେ ପୋଲିସ ଅଧିକାରୀଙ୍କ ପରିବାର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ପୋଲିସ ଅଧିକାରୀ ଏବଂ ତାଙ୍କ ଭାଇଙ୍କ ମୃତ୍ୟୁ...

କମ୍ପାନୀଠାରୁ ରେମେଡେସିଭିର କିଣିବେ ରାଜ୍ୟ ସରକାର

ନୂଆଦିଲ୍ଲୀ,୨୯।୫: କେନ୍ଦ୍ର ସରକାର ଏଣିକି ରାଜ୍ୟ ସରକାରଙ୍କୁ ରେମେଡେସିଭିର ଇଞ୍ଜେକ୍ସନ ଯୋଗାଇଦେବେ ନାହିଁ। ରେମେଡେସିଭିର ଇଞ୍ଜେକ୍ସନ ପାଇଁ ରାଜ୍ୟ ସରକାର ସିଧାସଳଖ କମ୍ପାନୀ ସହ ଯୋଗାଯୋଗ...

ସୁପ୍ରିମକୋର୍ଟରେ ନିର୍ଦ୍ଧାରଣ ହେବ ନାଗରିକତ୍ୱ ଆଇନର ଭାଗ୍ୟ: ଚ୍ୟାଲେଞ୍ଜ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୨ା୧୨(ପି.ଟି.): କାମ ଦେଲାନି ବିରୋଧୀଙ୍କ ବିରୋଧ। ଲୋକ ସଭା ପରେ ରାଜ୍ୟ ସଭାରେ ଗୃହୀତ ହୋଇଛି ନାଗରିକତ୍ୱ ସଂଶୋଧନ ବିଲ୍‌। ଏହା ଆଇନରେ ପରିଣତ ହେବା...

ୟୁଟ୍ୟୁବ ଚ୍ୟାନେଲ୍‌ରେ ସବ୍‌ସ୍କ୍ରାଇବର୍‌ ନ ବଢିବାରୁ ତୃତୀୟ ମହଲାରୁ ଡେଇଁଲେ ଛାତ୍ର

ହାଇଦ୍ରାବାଦ୍‌,୨୨,୭: ହାଇଦ୍ରାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ୟୁଟ୍ୟୁବ ଚ୍ୟାନେଲ୍‌ରେ ସବ୍‌ସ୍କ୍ରାଇବର୍‌୍‌ ନ ବଢିବାରୁ ଏଠାରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ଆଇଆଇଟି...

ଭାରତର ହେଲା ରାଫେଲ: ପହଞ୍ଚିବାକୁ ଲାଗିବ ୮ ମାସ, ଉଡିବାକୁ ୧୮ ମାସ

ନୂଆଦିଲ୍ଲୀ,୯।୧୦: ଦୀର୍ଘ ଦିନର ଅପେକ୍ଷା ପରେ ଏବେ ଭାରତର ହୋଇଛି ଯୁଦ୍ଧ ବିମାନ ରାଫେଲ। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଫ୍ରାନ୍ସରେ ପ୍ରଥମ ରାଫେଲ ବିମାନକୁ...

Advertisement
Archives

Model This Week