Posted inଜାତୀୟ

ମୋଦିଙ୍କୁ ଭେଟିଲେ ଓମାର ଅବଦୁଲା: ଅନୁଚ୍ଛେଦ ୩୫-ଏ ସଂଶୋଧନ ନ କରିବାକୁ କଲେ ଦାବି

ନୂଆଦିଲ୍ଲୀ,୧।୮: ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହାପରେ ସେ ସୂଚନା ଦେଇଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ରାଜ୍ୟର ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ରାଜ୍ୟର ସ୍ଥିତିକୁ ଦୃଷ୍ଟିରେ ରଖି ପଦକ୍ଷେପ ଗ୍ରହଣ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅରୁରୋଧ କରିଛନ୍ତି। ଏହା ସହିତ ଅନୁଚ୍ଛେଦ ୩୫-ଏରେ ସଂଶୋଧନ ନ କରିବାକୁ ଓମାର ଦାବି କରିବା ସହିତ ନିର୍ବାଚନ କରାଇବା ଉପରେ ଗୁରୁତ୍ୱାରୋପ କରିଥିବା ନେଇ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ନି ଲିଓନ, ସ୍ବାମୀ ଡାନିଏଲ୍‌ଙ୍କୁ ମିଳିଲା ଆଶ୍ୱସ୍ତି

ମୁମ୍ବାଇ,୧୬ା୧୧: ଅଭିନେତ୍ରୀ ସନ୍ନି ଲିଓନ ଏବଂ ତାଙ୍କ ସ୍ବାମୀ ଡାନିଏଲ ଓ୍ବେବର ଏବେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତିଙ୍କୁ କେରଳ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ବୁଧବାର...

ଆଖଡା ପରିଷଦର ଅଧ୍ୟକ୍ଷ କରୋନା ପଜିଟିଭ୍‌

ହରିଦ୍ୱାର,୧୨।୪: ସୋମବତୀ ଅମାବାସ୍ୟାରେ  ଉତ୍ତରାଖଣ୍ଡର ହରିଦ୍ୱାରରେ ମହାକୁମ୍ଭ ମେଳାର ସାହି ସ୍ନାନ ଆୟୋଜିତ ହୋଇଛି। ହେଲେ ଏହି କାର୍ଯ୍ୟକ୍ରମ ପୂର୍ବରୁ ସାଧୁସନ୍ଥଙ୍କ ସଂସ୍ଥା ଅଖିଳ ଭାରତୀୟ...

ଦିଲ୍ଲୀରେ ଟିକାକରଣ ବନ୍ଦ

ନୂଆଦିଲ୍ଲୀ, ୨୩।୫: ଦିଲ୍ଲୀରେ ଭାକ୍ସିନ ଅଭାବରୁ ୧୮ରୁ ୪୪ ବର୍ଷ ବୟସ ବର୍ଗର ହିତାଧିକାରୀମାନଙ୍କ ନିମନ୍ତେ ଟିକାକରଣ କାର୍ଯ୍ୟକ୍ରମକୁ ଶନିବାରଠାରୁ ବନ୍ଦ ରଖାଯାଇଛି। ଏ ସମ୍ପର୍କରେ...

ବୀର ସେନାଙ୍କ ନାଁରେ ନାମିତ ହେବ ସଡ଼କ, ଅଟ୍ଟାଳିକାର ନାମ

ନୂଆଦିଲ୍ଲୀ,୧୭ ।୧୨: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଗୁରୁବାର ପ୍ରତିରକ୍ଷା ସମ୍ପଦା ମହାନିର୍ଦ୍ଦେଶାଳର ୯୬ତମ ସ୍ଥାପନା ଦିବସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମହାନିର୍ଦ୍ଦେଶାଳୟର ଅଧିକାରୀଙ୍କୁ...

କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ଏମିତି ଟୁଇଟ୍‌ କଲେ ଗମ୍ଭୀର

ନୂଆଦିଲ୍ଲୀ, ୩।୬: ଭାଜପା ଏମ୍‌ପି ଗୌତମ ଗମ୍ଭୀରଙ୍କ ଫାଉଣ୍ଡେଶନ ବେଆଇନ ଭାବେ କୋଭିଡ୍‌-୧୯ ଔଷଧ କିଣିଥିଲା। ଆଉ ତାହାକୁ ବିନା ଅନୁମତିରେ ବାଣ୍ଟି ଥିଲେ ବୋଲି...

ଜେଏସ୍‌ପିଏଲ୍‌କୁ ଗୋଲ୍‌ଡେନ ପିକକ୍‌ ସମ୍ମାନ

ନୂଆଦିଲ୍ଳୀ,୭।୩: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିଃ (ଜେଏସ୍‌ପିଏଲ) କୁ ସମ୍ମାନଜନକ ଗୋଲଡେନ ପିକକ ସିଏସ୍‌ଆର ସମ୍ମାନ – ୨୦୧୯ ପ୍ରଦାନ କରାଯାଇଛି। ଓଡିଶା, ଛତିଶଗଡ...

ତରକାରୀକୁ ନେଇ ସ୍ତ୍ରୀ-ସ୍ବାମୀ ୧୭ ବର୍ଷ ହେଲା ରହୁଥିଲେ ଅଲଗା,ବିଚାରପତି ଏମିତି କରାଇଲେ ମିଳନ

ଭୋପାଳ,୨୮।୧୧: ଦାମ୍ପତ୍ୟ ଜୀବନରେ ଛୋଟ ଛୋଟ କଥାକୁ ନେଇ ଝଗଡା ଲାଗି ରହିଥାଏ। ସାମାନ୍ୟ ତରକାରୀକୁ ନେଇ ଲାଗିଥିବା ଝଗଡା ଯୋଗୁ ଦୀର୍ଘ ୧୭ ବର୍ଷ...

ଷ୍ଟାଫ୍‌ଙ୍କୁ ହତ୍ୟା ପରେ ବ୍ୟାଗରେ ଭର୍ତ୍ତି କରି ଫିଙ୍ଗି ଦେଲେ

ନୂଆଦିଲ୍ଲୀ,୨।୨: ସେକ୍ସ ଭିଡିଓ ଦେଖାଇ ବ୍ଲାକମେଲ କରୁଥିବା ଷ୍ଟାଫ୍‌ଙ୍କୁ ହତ୍ୟା ଘଟଣାରେ ଜଣେ ପୋଷାକ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ଏଭଳି ଘଟଣା ସାମ୍ନାକୁ ଆସିଛି ଦକ୍ଷିଣ...

Advertisement
Archives

Model This Week