Posted inଜାତୀୟ

ମୋଦିଙ୍କୁ ଭେଟିଲେ ଓମାର ଅବଦୁଲା: ଅନୁଚ୍ଛେଦ ୩୫-ଏ ସଂଶୋଧନ ନ କରିବାକୁ କଲେ ଦାବି

ନୂଆଦିଲ୍ଲୀ,୧।୮: ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହାପରେ ସେ ସୂଚନା ଦେଇଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ରାଜ୍ୟର ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ରାଜ୍ୟର ସ୍ଥିତିକୁ ଦୃଷ୍ଟିରେ ରଖି ପଦକ୍ଷେପ ଗ୍ରହଣ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅରୁରୋଧ କରିଛନ୍ତି। ଏହା ସହିତ ଅନୁଚ୍ଛେଦ ୩୫-ଏରେ ସଂଶୋଧନ ନ କରିବାକୁ ଓମାର ଦାବି କରିବା ସହିତ ନିର୍ବାଚନ କରାଇବା ଉପରେ ଗୁରୁତ୍ୱାରୋପ କରିଥିବା ନେଇ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଂକ୍ରମଣ: ଜୁନ୍‌ ଶେଷ ବେଳକୁ ରାଜଧାନୀରେ ସ୍ଥିତି ହେବ ଅଣାୟତ!

ନୂଆଦିଲ୍ଲୀ,୭।୬: କରୋନା ସଂକ୍ରମଣ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତରେ ମଧ୍ୟ ବେଳକୁ ବେଳ ସ୍ଥିତି ଅଣାୟତ ହେବାରେ ଲାଗିଛି।...

ଅଗଷ୍ଟ ୧୫ରେ ଲଞ୍ଚ୍‌ ହୋଇପାରେ କରୋନା ଔଷଧ

ନୂଆଦିଲ୍ଲୀ,୩।୭: କରୋନାର ସଂକ୍ରମଣ ବୃଦ୍ଧି ମଧ୍ୟରେ ଏକ ଖୁସି ଖବର ଆସୁଛି। କରୋନା ଟିକା କୋଭାକ୍ସିନ ଅଗଷ୍ଟ ୧୫ରେ ଲଞ୍ଚ୍‌ ହୋଇପାରେ। ଫାର୍ମାସ୍ୟୁଟିକାଲ କମ୍ପାନୀ ଭାରତ...

ଉଦ୍ଧବ ଠାକ୍‌ରେଙ୍କୁ ଚେତାବନୀ ଦେଲେ ଫଡନଭିସ

ମୁମ୍ବାଇ,୨୭।୧୨:ମହାରାଷ୍ଟ୍ରରେ ବିରୋଧୀ ଦଳର ନେତା ଦେବେନ୍ଦ୍ର ଫଡନଭିସ ରାଜ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖିଛନ୍ତି। ରିଅଲ ଇଷ୍ଟେଟ କ୍ଷେତ୍ରରେ ଦିଆଯାଇଥିବା ନୀତି ଉପରେ...

ଏସବୁ ନବରାତ୍ରୀରେ କରାଯାଏ ନାହିଁ କାହିଁକି…

ନବରାତ୍ରୀରେ ଦଶମହାବିଦ୍ୟାଙ୍କ ଉପାସନା କରାଯାଏ। ତେଣୁ ଏହି ସମୟରେ ସାଧକ ପ୍ରାୟତଃ ତାମସିକ ଭୋଜନଠାରୁ ଦୂରେଇ ରୁହନ୍ତି। ପିଆଜ ରସୁଣ ତାମସିକ ଖାଦ୍ୟ। ଏହାକୁ ଖାଇବା...

ଆଗାମୀ ସପ୍ତାହରେ ବଜାରକୁ ଆସିବ ସ୍ପୁଟନିକ-ଭି ଟିକା: ଏତିକି ଟଙ୍କାରେ ମିଳିବ

ନୂଆଦିଲ୍ଲୀ,୧୪।୫: ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟିକାକରଣ ଅଭିଯାନ ଦ୍ରୁତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ କୋଭାକ୍ସିନ ଏବଂ କୋଭିଶିଲ୍ଡ...

ମାଲ୍ୟାଙ୍କୁ ଶେଷ ସୁଯୋଗ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧ା୨: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଅଦାଲତରେ ହାଜର ହୋଇ ପକ୍ଷ ରଖିବାକୁ ସୁପ୍ରିମକୋର୍ଟ ଗୁରୁବାର ଶେଷ ସୁଯୋଗ ଦେଇଛନ୍ତି। ଫେବୃୟାରୀ ୨୪ରେ ସର୍ବୋଚ୍ଚ ଅଦାଲତ...

ପ୍ରଥମଥର ପାଇଁ ଜମ୍ମୁ-କଶ୍ମୀର ଗସ୍ତରେ ଅମିତ ଶାହ:ସୁରକ୍ଷା ବ୍ୟବସ୍ଥା କରିବେ ଯାଞ୍ଚ

ଶ୍ରୀନଗର, ୨୬।୬: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବୁଧବାର ଜମ୍ମୁ-କଶ୍ମୀର ଗସ୍ତରେ ଯାଇଛନ୍ତି। ମନ୍ତ୍ରୀ ହେବା ପରେ ଶାହ ପ୍ରଥମଥର ଜମ୍ମୁ ଗସ୍ତରେ ଯାଇ...

ଅପରାଧୀ ପୁଅର ମୃତଦେହ ନେବାକୁ ମନାକଲେ ମା’

କାନପୁର,୧୦।୭: ପୋଲିସ ଏନ୍‌କାଉଣ୍ଟରରେ ଶୁକ୍ରବାର କୁଖ୍ୟାତ ଅପରାଧୀ ବିକାଶ ଦୁବେଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଥିଲା। ଏହା ପୂର୍ବରୁ ତାଙ୍କର କରୋନା ଟେଷ୍ଟ...

Advertisement
Archives

Model This Week