Posted inଜାତୀୟ

ମୋଦିଙ୍କୁ ପ୍ରଶଂସା କରି ପୁଣି କଂଗ୍ରେସକୁ ଆଇନା ଦେଖାଇଲେ ଥରୁର

ନୂଆଦିଲ୍ଲୀ,୪।୯: କଂଗ୍ରେସ ନେତା ଶଶି ଥରୁର ପୁଣି ଥରେ ନିଜ ଦଳ କଂଗ୍ରେସକୁ ଆଇନା ଦେଖାଇଛନ୍ତି। ସେ ଗତ ସପ୍ତାହ ମଧ୍ୟରେ ପ୍ରାୟ ୨ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି ସାରିଛନ୍ତି। ତେଣୁ ଥରୁରଙ୍କର ଏହି ମୋଦି ପ୍ରେମକୁ କଂଗ୍ରେସ ସହଜରେ ହଜମ କରି ପାରୁନାହିଁ। ବୁଧବାର ପୁଣି ଥରେ ଥରୁର ମୋଦିଙ୍କ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ୨୦୧୪ରେ ମୋଦିଙ୍କୁ ୩୧ ପ୍ରତିଶତ ଭୋଟ ମିଳିଥିବା ବେଳେ ୨୦୧୯ରେ ମିଳିଛି ୩୭ ପ୍ରତିଶତ ଭୋଟ। ଅର୍ଥାତ୍‌ ମୋଦି ଯେଉଁ ଭୋଟ ପାଉଛନ୍ତି ସେଥିରେ କଂଗ୍ରେସକୁ ଭୋଟ ଦେଉଥିବା ଲୋକେ ମଧ୍ୟ ସାମିଲ ଅଛନ୍ତି। ତେଣୁ ପରୋକ୍ଷରେ ମୋଦିଙ୍କୁ ପ୍ରଶଂସା କରୁଥିବା ଥରୁର ସଫେଇ ଦେବାକୁ ଯାଇ କହିଛନ୍ତି, ମୋଦି ନିଶ୍ଚିତ ସେମିତି କିଛି କରୁଛନ୍ତି ଅବା କହୁଛନ୍ତି ଯେଉଁଥିପାଇଁ ଭୋଟର ତାଙ୍କ ପ୍ରତି ଆକର୍ଷିତ ହେଉଛନ୍ତି। ତେଣୁ ଏକଥା ଯେପର୍ଯ୍ୟନ୍ତ କଂଗ୍ରେସ ବୁଝି ପାରି ନାହିଁ ସେପର୍ଯ୍ୟନ୍ତ ଭୋଟର ଆମ ଆଡକୁ ଆସିବେ ନାହିଁ ବୋଲି ସେ କହିଛନ୍ତି। ଭଲକୁ ପ୍ରଶଂସା କରିବା ଉଚିତ୍‌ ବୋଲି ସେ ଶେଷରେ କହିଛନ୍ତି। ଯାହା କଂଗ୍ରେସକୁ ଏକ ପ୍ରକାର ଝଟ୍‌କା ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୀମାରେ ଆଉ ୫୦ ହଜାର ସେନା ମୁତୟନ

ନୂଆଦିଲ୍ଲୀ, ୨୯ା୬: ଦୀର୍ଘ ୭୦ ବର୍ଷ ପରେ ଚାଇନା ପ୍ରତି ପୂର୍ବରୁ ଥିବା ପ୍ରତିରକ୍ଷା ଆଭିମୁଖ୍ୟ ବଦଳାଇଛି ଭାରତ। ଆକ୍ରୋଶ ଓ ବିସ୍ତାରବାଦୀ ଚିନ୍ତାଧାରା ରଖିଥିବା...

ଜୁନ୍‌ ପହିଲାରୁ ପୂର୍ବଭଳି କାର୍ଯ୍ୟ କରିବ ସମସ୍ତ ସରକାରୀ କାର୍ଯ୍ୟାଳୟ

ଡେରାଡୁନ,୨୯।୫: ଦେଶରେ କରୋନା ମହାମାରୀ ପାଇଁ ଚାଲିଥିବା ଲକ୍‌ଡାଉନ ୪.୦ର ଅବଧି ମେ’ ୩୧ରେ ଶେଷ ହେଉଛି। ଏହି ଅବଧି ଆଗକୁ ବଢିବ କି ନାହିଁ...

୧.୭୫ ଲକ୍ଷ କୋଟିର ବିନିବେଶ ଲକ୍ଷ୍ୟ

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ୧.୭୫ ଲକ୍ଷ କୋଟି ଟଙ୍କାର ବିନିବେଶ ଲକ୍ଷ୍ୟ ରଖାଯାଇଛି। ଏ ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ଗତ...

ମୋଦି, ଶାହଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ: ଇସିଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ଚେନ୍ନାଇ,୧ା୫(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ନିର୍ବାଚନ...

‘କାବୁଲ ନଦୀ’ ଜଳ ଅଯୋଧ୍ୟା ପଠାଇଲେ ଆଫଗାନିସ୍ତାନ ବାଳିକା

ଅଯୋଧ୍ୟା, ୩୧।୧୦: ଆଫଗାନିସ୍ତାନର ଜଣେ ବାଳିକା ‘କାବୁଲ ନଦୀ’ ଜଳ ଅଯୋଧ୍ୟା ପଠାଇଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଏହି ଜଳ ନେଇ ଅଯୋଧ୍ୟା...

ସୁପ୍ରିମକୋର୍ଟରୁ ମମତା ସରକାରଙ୍କୁ ବଡ ଝଟକା

ନୂଆଦିଲ୍ଲୀ,୨୧।୮: ନିଯୁକ୍ତି ଅନିୟମିତତା ମାମଲାରେ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ବଡ ଝଟକା ଦେଇଛନ୍ତି। ସୁପ୍ରିମକୋର୍ଟ ଟିଏମ୍‌ସି ନେତା ଅଭିଷେକ ବାନାର୍ଜୀଙ୍କୁ ସିବିଆଇ ଏବଂ ଇଡି ପଚରାଉଚରା...

ସାଧାରଣତନ୍ତ୍ର ଦିବସ: ଦିଲ୍ଲୀ ସୁରକ୍ଷା ଛାଉଣିରେ ପରିଣତ; ୨୨ ହଜାର ପୋଲିସ ମୁତୟନ

ନୂଆଦିଲ୍ଲୀ, ୨୫।୧: ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସହରର ଗଳିକନ୍ଦିରେ ସୁରକ୍ଷାକର୍ମୀଙ୍କୁ ସଜାଗ ରଖାଯାଇଛି। ସୁରକ୍ଷା କାର୍ଯ୍ୟରେ ୨୨ ହଜାର...

୨୦୧୮ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଦେଢ ଲକ୍ଷ: ଉତ୍ତର ପ୍ରଦେଶ ସବୁଠାରୁ ଆଗରେ

ନୂଆଦିଲ୍ଲୀ,୧୮।୫: ଗତବର୍ଷ ଅର୍ଥାତ୍‌ ୨୦୧୮ରେ ଭାରତରେ ସଡ଼କ ଦୁର୍ଘଟଣାରେ ପାଖାପାଖି ଦେଢ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଯାହା ଟିବିରେ ହୋଇଥିବା ମୃତ୍ୟୁ ସଂଖ୍ୟାଠାରୁ...

Advertisement
Archives

Model This Week