Posted inଫୁରସତ

ମେସେଜ୍‌ରେ ଅପଶବ୍ଦ ବ୍ୟବହାରକାରୀଙ୍କୁ ଚିହ୍ନଟ କରିବ ହ୍ବାଟ୍ସଆପ, ପ୍ରତିମାସରେ ୨୦ ଲକ୍ଷ ୟୁଜରଙ୍କୁ କରାଯିବ ବ୍ଲକ୍‌

ବିଶ୍ୱରେ ପ୍ରାୟ ୧୫୦କୋଟି ଲୋକ ହ୍ବାଟ୍ସଆପ ବ୍ୟବହାର କରୁଛନ୍ତି। ଏଥିରେ ଅପଶବ୍ଦ ବ୍ୟବହାର କରୁଥିବା ଲୋକଙ୍କୁ ଖୁବ୍‌ଶୀଘ୍ର ଚିହ୍ନଟ କରାଯିବ। ୨୦୧୯ ଡିସେମ୍ବର ସୁଦ୍ଧା ଏପରି ପଦକ୍ଷେପ ନେବ ହ୍ବାଟ୍ସଆପ କମ୍ପାନୀ। ପ୍ରତି ମାସରେ ୨୦ ଲକ୍ଷ ୟୁଜରଙ୍କୁ ବାଦ୍‌ କରାଯିବ। ଏହା ବ୍ୟତୀତ ନିୟମ ଉଲ୍ଲଙ୍ଘନକାରୀଙ୍କ ଆକାଉଣ୍ଟ ତୁରନ୍ତ ଡିଲିଟ୍‌ କରାଯିବ। ହ୍ବାଟ୍ସଆପ ଅଶ୍ଳୀଳ ମେସେଜ ପଠାଇବା ପାଇଁ କରାଯାଇ ନ ଥିଲା। ଯେଉଁମାନେ ଏହାର ଦୁରୁପଯୋଗ କରୁଛନ୍ତି ତୁରନ୍ତ ସେମାନଙ୍କୁ ଚିହ୍ନଟ କରାଯାଇ ଆକାଉଣ୍ଟ ବ୍ଲକ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫ସ୍ତ୍ରୀଙ୍କ ୧୦୭ ସନ୍ତାନ

ନାଇରୋବି,୮।୯: ବିଶ୍ୱର ପଡ଼ ପରିବାର। ଜଣେ ବକ୍ତିଙ୍କ ୧୫ସ୍ତ୍ରୀଙ୍କ ୧୦୭ ସନ୍ତାନ। ୬୧ବର୍ଷୀୟ ଡେଭିଡ ସକାୟୋ କାଲୁହାନା ନାମକ ଜଣେ ବ୍ୟକ୍ତି ସମସ୍ତ ସ୍ତ୍ରୀଙ୍କ ସହିତ...

ଜନ୍ମଦିନରେ ‘ସିମ୍ବା’ ଗୀତର ତାଳେତାଳେ ନାଚିଲେ ୯୩ ବର୍ଷୀୟା ଏହି ବୃଦ୍ଧା: ହୃଦୟ ଜିଣୁଛି ଭିଡିଓ, ଦେଖନ୍ତୁ..

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ପରେ କୋଲକାତାର ଜଣେ ୯୩ ବର୍ଷୀୟ ବୃଦ୍ଧା ଏବେ ଚର୍ଚ୍ଚାରେ। ସେ ନିଜର ଜନ୍ମଦିନ ଅବସରରେ ଚଳଚ୍ଚିତ୍ର...

ଟିଭି ଦେଖୁଥିଲା ବିଲେଇ, ସାମ୍ନାରେ ଚଢ଼େଇ ଦେଖି କଲା ଏମିତି; ଭିଡିଓ ଦେଖିଲେ…

ଅନେକ ସମୟରେ ସୋସିଆଲ ମିଡିଆରେ ପଶୁପକ୍ଷୀମାନଙ୍କର ମଜାଳିଆ ଭିଡିଓ ଭାଇରାଲ ହୋଇଥାଏ। ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିଲେ ହସ ରୋକି...

ଆନ୍ତର୍ଜାତିକ ପର୍ବତ ଦିବସ: ପାହାଡ଼ ହିଁ ଜୀବନ

ବିଶ୍ୱରେ ପ୍ରତିବର୍ଷ ୧୧ ଡିସେମ୍ବରରେ ପାଳନ କରାଯାଉଛି ‘ଆନ୍ତର୍ଜାତିକ ପର୍ବତ ଦିବସ’। ଅନ୍ତଃରାଷ୍ଟ୍ରୀୟ ସମୁଦାୟ ପାର୍ବତୀୟ କ୍ଷେତ୍ରର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିବା...

୧୫ ଅଗଷ୍ଟ, ୨୬ ଜାନୁୟାରୀରେ ପତାକା ଉତ୍ତୋଳନରେ କ’ଣ ରହିଛି ପାର୍ଥକ୍ୟ

ସାଧାରଣତଃ ୧୫ ଅଗଷ୍ଟ ଓ ୨୬ ଜାନୁୟାରୀରେ ଭାରତର ଜାତୀୟ ପତାକାକୁ ସାରା ଦେଶରେ ଉତ୍ତୋଳନ କରାଯାଇଥାଏ। ହେଲେ ଏହି ୨ଦିନ ଭିନ୍ନ ଭିନ୍ନ ଭାବେ...

‘ହାର୍ଡଶିପ୍‌ ଅଫ୍‌ ଲାଇଫ୍‌’ରେ ଯନ୍ତ୍ରଣାର ହସ

ନୂଆଦିଲ୍ଲୀ, ୨୫।୧୦: ବୋମା ବିସ୍ଫୋରଣରେ ଗୋଡ଼ ହରାଇଛନ୍ତି ବାପା। ବିଷାକ୍ତ ଗ୍ୟାସ ଯୋଗୁ ବିରଳ ଜେନେଟିକ୍‌ ରୋଗର ଶିକାର ହୋଇଥିବା ପୁଅଙ୍କ ଜନ୍ମରୁ ନାହିଁ ଗୋଡ଼...

ମାସ୍କ ପିନ୍ଧି ୩୫ କିଲୋମିଟର ଦୌଡ଼ିଲେ ଏହି ଡାକ୍ତର, ଜାଣନ୍ତୁ କାହିଁକି

କରୋନା ଭାଇରସ୍‌ରୁ ରକ୍ଷା ପାଇବା ପାଇଁ ସମଗ୍ର ବିଶ୍ୱରେ ମାସ୍କ ବ୍ୟବହାର ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉଛି। ମାତ୍ର କିଛି ଲୋକ ମାସ୍କ ପିନ୍ଧିବାକୁ ବିରୋଧ...

ଜାତୀୟ ହସ୍ତତନ୍ତ ଦିବସ: ଜାଣନ୍ତୁ କେବେ ଏବଂ କାହିଁକି ପାଳନ ହେଉଛି ଏହି ଦିବସ

ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ। ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଯେତେବେଳେ ବଙ୍ଗଳା ବିଭାଜନ ହୋଇଥିଲା ସେତେବେଳେ ସ୍ବଦେଶୀ...

Advertisement
Archives

Model This Week