ମେଦବହୁଳତାରୁ ଦୂରେଇ ରହିବା ପାଇଁ ପିଅନ୍ତୁ ଏଥିରୁ ଗ୍ଲାସେ…

ଫଳ ରସରେ ଅନେକ ପୋଷକ ତତ୍ତ୍ୱ ରହିଛି। ଏହା ମେଦବହୁଳତା ଦୂର କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ସକାଳେ ନିୟମିତ ଗ୍ଲାସେ ଫଳ ରସ ପିଇଲେ ମିଳିଥାଏ ଅନେକ ସୁଫଳ। ସେହିପରି ରାତିରେ ଶୋଇବା ପୂର୍ବରୁ ଅଧା ଗ୍ଲାସେ ଫଳ ରସ ପିଇଲେ ଭଲ ନିଦ ହେବା ସହିତ ଅନାବଶ୍ୟକ ଚର୍ବି ନଷ୍ଟ ହୋଇଥାଏ। ଫଳ ରସ ପିଇଲେ କୋଲେଷ୍ଟରଲସ୍ତର ନିୟନ୍ତ୍ରିତ ହୋଇ ହାର୍ଟଆଟାକ୍‌ ଆଶଙ୍କା କମ୍‌ ହୋଇଥାଏ। ସେହିପରି ଡାଇବେଟିସ୍‌ ଏବଂ କିଡ୍‌ନୀ ସମସ୍ୟାରେ ଫଳ ରସ ମହୌଷଧୀ ଭଳି କାମ କରେ ବୋଲି ଆୟୁବେର୍ଦରେ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କପିଲଙ୍କୁ ଭାଜପାରେ ଯୋଗଦେବାକୁ ପରାମର୍ଶ ଦେଲେ ଅଠଓ୍ବାଲେ

ନୂଆଦିଲ୍ଲୀ,୨।୯: କଂଗ୍ରେସରେ ଚିଠିକୁ ନେଇ ବିବାହ ସୃଷ୍ଟି ହୋଇଥିବାବେଳେ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେ ଏଥିରୁ ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି। ସେ କଂଗ୍ରେସର ବରିଷ୍ଠ...

ସଙ୍କଟରୁ ସୁଯୋଗ ସାଉଁଟୁଛନ୍ତି ମାଫିଆ

ନୂଆଦିଲ୍ଲୀ,୨୬।୪: କରୋନା ମହାମାରୀର ମୁକାବିଲା ପାଇଁ ବିଶ୍ୱର ଅଧିକାଂଶ ଦେଶ ଲକ୍‌ଡାଉନରେ ଥିବାବେଳେ ବ୍ୟବସାୟ ଗୁରୁତର ବାଧାପ୍ରାପ୍ତ ହୋଇଛି। ଏହାସତ୍ତ୍ୱେ ଏହି ମହାମାରୀ ଅନେକ ବ୍ୟବସାୟ...

କାହିଁକି ପାଳନ କରାଯାଏ ଦୀପାବଳି

ଆଲୋକର ପର୍ବ ଦୀପାବଳି ପୁରପଲ୍ଲୀ, ସହର ବଜାର ସବୁଠାରେ ଖୁବ୍‌ ଧୁମ୍‌ଧାମରେ ପାଳନ କରାଯାଇଥାଏ। ଓଡ଼ିଶାରେ ଏହିଦିନ ପିତୃପୁରୁଷଙ୍କୁ କାଉଁରିଆ କାଠି ଜଳାଇ ମନେପକାଯାଇଥାଏ। ହେଲେ...

ଆଇଟିବିପି କ୍ୟାମ୍ପରେ ଥିବା ୪୦୬ ଜଣଙ୍କ ରକ୍ତ ନୁମନା ନେଗେଟିଭ

ନୂଆଦିଲ୍ଲୀ,୯।୨: ଚାଇନାରୁ ସ୍ବତନ୍ତ୍ର ବିମାନ ଯୋଗେ ଭାରତ ଆସିଥିବା ଲୋକଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ସେମାନଙ୍କୁ ଆଇଟିବିପି ଯବାନଙ୍କ ଦ୍ୱାରା ପ୍ରସ୍ତୁତ କ୍ୟାମ୍ପରେ ରଖାଯାଇଥିଲା।...

୬ ଘଣ୍ଟା ମଧ୍ୟରେ ବାଂଲାଦେଶ ମୁହାଁ ହେବ ‘ବୁଲ୍‌ବୁଲ୍‌’: ସାଗର ଦ୍ୱୀପ ଏବଂ ଖେପୁପାରା ମଧ୍ୟରେ ଲ୍ୟାଣ୍ଡ୍‌ଫଲ୍‌ କରିବା ସମ୍ଭାବନା

ନୂଆଦିଲ୍ଲୀ,୯।୧୧: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ଆସନ୍ତା ୬ ଘଣ୍ଟା ପରେ ପଶ୍ଚିମବଙ୍ଗ ପାର ହୋଇ ବାଂଲାଦେଶ ମୁହାଁ ହେବ। ଏହା...

ମିଡ ଡେ ମିଲରେ ଛାତ୍ରୀଛାତ୍ରଙ୍କୁ ଦିଆଯାଉଛି ଶୁଖିଲା ରୁଟି, ଲୁଣ

ମିର୍ଜାପୁର,୨୩।୮: କେନ୍ଦ୍ର ସରକାର ଛାତ୍ରୀଛାତ୍ରଙ୍କ ପାଇଁ ବିଭିନ୍ନ ଯୋଜନାମାନ କରୁଛନ୍ତି। ହେଲେ ଯୋଜନା ସବୁ ବାଟ ହୁଡୁଛି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ...

ଅଯୋଧ୍ୟାରେ ଶ୍ରୀରାମଙ୍କ ମୂର୍ତ୍ତି ଉଦ୍‌ଘାଟନ କଲେ ଯୋଗୀ

ଅଯୋଧ୍ୟା,୭।୬: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଅଯୋଧ୍ୟାରେ ଥିବା ଭଗବାନ ରାମଙ୍କ କୋଦଣ୍ଡ ପ୍ରତିମୂର୍ତ୍ତିକୁ ଉଦ୍‌ଘାଟନ କରିଛନ୍ତି। ୭ଫୁଟ ଉଚ୍ଚ ଥିବା ଏହି ପ୍ରତିମାର...

ଅନ୍ତିମ ସଂସ୍କାର ପରେ ହେବନି ଶ୍ରାଦ୍ଧ ଭୋଜି: ଅମାନ୍ୟ କଲେ ହେବେ ବାସନ୍ଦ

ଜୟପୁର,୨।୭: ସମାଜରେ ପ୍ରଚଳିତ ଅନ୍ତିମ ସଂସ୍କାର ପରବର୍ତ୍ତୀ ଶ୍ରାଦ୍ଧ ଭୋଜିକୁ ରାଜସ୍ଥାନର ଅକେଲା ଗାଁର ରାଜପୁତ ସମାଜ ରୋକ ଲଗାଇଛନ୍ତି। ଏହାଦ୍ୱାରା କେତେକଙ୍କ ଆର୍ଥିକ ସ୍ଥିତି...

Coronavirus Update


Archives

Model This Week

Why Dharitri