ମୃତଦେହ ସଂସ୍କାର ଗୃହରେ ଜନ୍ମଦିନ ପାଳନ କଲେ ଯୁବକ: କେକ୍‌ କାଟି ଖୁଆଇଲେ

ନାସିକ୍‌,୧୯।୧୧: ମହାରାଷ୍ଟ୍ର ନାସିକ୍‌ରେ ଜଣେ ଯୁବକ ମୃତଦେହ ସଂସ୍କାର ଗୃହରେ ସାଙ୍ଗମାନଙ୍କ ସହିତ ଜନ୍ମଦିନ ପାଳନ କରିଛନ୍ତି। ରାତି ୧୨ଟା ପରେ ସ୍ଥାନୀୟ ନିପାଦ୍‌ ଅଞ୍ଚଳର ଚାନ୍ଦୋରି ଗାଁରେ ଥିବା ମୃତଦେହ ସଂସ୍କାର ପାଇଁ ଉଦ୍ଧିଷ୍ଟ ବୈଦ୍ୟୁତିକ ଚୁଲା ଗୃହ ନିକଟରେ ସୋମନାଥ କୋଟମେ ସାଙ୍ଗମାନଙ୍କ ସହିତ ନିଜର ୨୫ତମ ଜନ୍ମଦିନ ପାଳନ କରିଛନ୍ତି। ଏଥିଲାଗି ତାଙ୍କ ସାଙ୍ଗମାନଙ୍କୁ ସେ କେକ୍‌ କାଟି ଖୁଆଇଛନ୍ତି। ରାତି ୧୨ଟାରେ ଯୁବକମାନଙ୍କ ପାଟିତୁଣ୍ଡ ଶୁଣି ଲୋକେ ଘରୁ ବାହାରକୁ ଆସି ମୃତଦେହ ସଂସ୍କାର ଗୃହ ନିକଟରେ ଜନ୍ମଦିନ ପାଳନ କରାଯାଉଥିବା ଦେଖିଥିଲେ। ଏଭଳି ନିଆରା ଢ଼ଙ୍ଗରେ ଜନ୍ମଦିନ ପାଳନ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜାରି ରହିଛି। ଏହା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୪।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ...

ପ୍ରତି ଲିଟର ପିଛା ୨ଟଙ୍କା ବଢ଼ିଲା ଅମୁଲ ଦୁଗ୍ଧର ଦାମ୍‌

ନୂଆଦିଲ୍ଲୀ,୩୦।୬: କରୋନା କାଳରେ ମହଙ୍ଗା ମାଡ଼ ଜନତାଙ୍କୁ ଚିନ୍ତାରେ ପକାଇଦେଇଛି। ଦେଶରେ ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି।...

ପୁଣି ୪୦ ହଜାର ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୨୦।୯: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାର ନା ଧରୁନି। ଫଳରେ ଲୋକେ ତୃତୀୟ ଲହର ନେଇ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ...

ଆମେ ଅଟକିବୁନି, ଏଣିକି ୧୫୦ ସ୍ପିଡ୍‌ରେ କାମ ହେବ: କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୧।୩: ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାରର ଦୁଇ ମନ୍ତ୍ରୀ ମନୀଷ ସିସୋଡିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା ପରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି।...

ହ୍ୟାଲୋ ମୁଁ ମୋ ଘରର ସମସ୍ତଙ୍କୁ ହତ୍ୟା କରି ଦେଇଛି… ଫୋନ କରି ନିଜେ କଲେ ଆତ୍ମହତ୍ୟା…

ନୂଆଦିଲ୍ଲୀ,୧୬।୫ : ଦିଲ୍ଲୀର ଶାହଦରା ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୪୫ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ୬...

ସାମାଜିକ କର୍ମୀ ସ୍ବାମୀ ଅଗ୍ନିବେଶଙ୍କ ପରଲୋକ

ନୂଆଦିଲ୍ଲୀ,୧୧।୯-ସାମାଜିକ କର୍ମୀ ସ୍ବାମୀ ଅଗ୍ନିବେଶଙ୍କ ଶୁକ୍ରବାର ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ସେ ଗତ କିଛିଦିନ ହେଲା ଗୁରୁତର...

ମହିଳା କର୍ମଚାରୀଙ୍କୁ ମୋଟି କହି ଫସିଲେ ମାଲିକ, ଦେବାକୁ ପଡ଼ିଲା ମୋଟା ଅଙ୍କର ଜରିମାନା

ମହିଳାଙ୍କ ବିରୋଧରେ ଆପତ୍ତିଜନକ କାର୍ଯ୍ୟ ଏବଂ ବିବୃତ୍ତି ସବୁ ସ୍ଥାନରେ ଭୁଲ୍‌ ବୋଲି ଧରାଯାଏ। ତା’ପରେ ସେହି ମନ୍ତବ୍ୟ ଜାତିପ୍ରଥା, ଶାରୀରିକ କିମ୍ବା ମାନସିକ ନିର୍ଯାତନା...

ତେଜସ୍ୱୀ-ଚିରାଗଙ୍କ ମେଣ୍ଟ ଦେଖିବାକୁ ଚାହାନ୍ତି ଲାଲୁ

ପାଟନା,୩ ।୮: ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ମଙ୍ଗଳବାର କହିଛନ୍ତି ବିଗତ ଦିନରେ ଲୋକ ଜନଶକ୍ତି ପାର୍ଟିରେ ଯାହା କିଛି ଘଟିଛି...

Advertisement
Archives

Model This Week