Posted inଜାତୀୟ

ମୁମ୍ବାଇରେ ଗଣପତି ବିସର୍ଜନ ପାଇଁ ସୁରକ୍ଷାରେ ରହିବେ ୫୦ ହଜାରରୁ ଊର୍ଦ୍ଧ୍ୱ ପୋଲିସ ଅଧିକାରୀ

ମୁମ୍ବାଇ,୧୨।୯: ମହାରାଷ୍ଟ୍ରରେ ସବୁଠାରୁ ବଡ ପର୍ବ ଗଣେଶ ପୂଜା ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଥିବା ବେଳେ ୧୦ ଦିନ ପରେ ଏଠାରେ ବିଘ୍ନବିନାଶକଙ୍କୁ ବିସର୍ଜନ କରାଯାଇଥାଏ। ବୁଧବାରଠାରୁ ଏହା ଆରମ୍ଭ କରାଯାଇଛି। ଏହାପାଇଁ ମୁମ୍ବାଇ ପୋଲିସ ଓ ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସହ ବିଭିନ୍ନ ସ୍ଥାନରେ ସୁରକ୍ଷା କଡାକଡି କରାଯାଇଛି। ଗୁରୁବାର ରାସ୍ତା ଉପରେ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ପୋଲିସ ଅଧିକାରୀ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ରହିବାର ବ୍ୟବସ୍ଥା କରାଯାଇଛି। କୁହାଯାଉଛି କି ପାଖାପାଖି ୬ ହଜାରରୁ ଊର୍ଦ୍ଧ୍ୱ ମଣ୍ଡପରୁ ପାଖାପାଖି ୧ଲକ୍ଷ ଗଣେଶ ମୂର୍ତ୍ତିଙ୍କର ବିସର୍ଜନ ଗୁରୁବାର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ୟୁନିଫର୍ମ ପିନ୍ଧି ଧାନ ରୋଇବା ଶିଖିଲେ ବିଦ୍ୟାର୍ଥୀ

ଗୁଆହାଟି,୧୧।୭: ୟୁନିଫର୍ମ ପିନ୍ଧି କେତେଜଣ ବିଦ୍ୟାର୍ଥୀ ଧାନ ରୋଇବାର ଏକ ଫଟୋ ଏବେ ସାରା ଦେଶରେ କୌତୁହଳ ସୃଷ୍ଟି କରିଛି। ଏହା ଆସାମ ତୁଦଳଗୁଡି ଜିଲାର...

୪ ମହଲା ହସ୍ପିଟାଲରୁ ଡେଇଁ ଆତ୍ମହତ୍ୟା କଲେ କରୋନା ସଂକ୍ରମିତ

ବେଙ୍ଗାଲୁରୁ,୨୭।୪: କର୍ନାଟକ ବେଙ୍ଗାଲୁରୁର ଭିକ୍ଟୋରିଆ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ କରୋନା ସଂକ୍ରମିତ ରୋଗୀ ୪ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୋମବାର...

ଭାରତୀୟ ମୁସଲମାନ ହୋଇଥିବାରୁ ମୁଁ ଗର୍ବିତ – ଆଜାଦ

ନୂଆଦିଲ୍ଲୀ, ୧୦ା୨- ଆସନ୍ତା ୧୫ ତାରିଖରେ ରାଜ୍ୟ ସଭାରୁ ବିଦାୟ ନେବାକୁ ଯାଉଛନ୍ତି କଂଗ୍ରେସ ନେତା ଗୁଲାମ ନବି ଆଜାଦ। ପାକିସ୍ତାନ ନ ଯାଇ ଭାରତରେ...

୬୪ ଆଇଟିବିପି ପ୍ରାଣୀ ପରିବହନ କନଷ୍ଟେବଳଙ୍କୁ ମିଳିଲା ପ୍ରଥମ ଥର ପାଇଁ ପଦୋନ୍ନତି…

ନୂଆଦିଲ୍ଲୀ, ୧୮।୯ : ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ପକ୍ଷରୁ ରବିବାର ଏହାର ୬୪ ଜଣ କନଷ୍ଟେବଳଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଛି। ଆଇଟିବିପି ଦ୍ୱାରା ଜାରି...

ଅଯୋଧ୍ୟାରେ ୪ ମାସ ମଧ୍ୟରେ ନିର୍ମାଣ କରାଯିବ ରାମମନ୍ଦିର: ଶାହ

ରାଞ୍ଚି,୧୬।୧୨: ଅଯୋଧ୍ୟାରେ ୪ ମାସ ମଧ୍ୟରେ ରାମମନ୍ଦିର ନିର୍ମାଣ କରାଯିବ। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଝାଡ଼ଖଣ୍ଡର ପାକୁଡ଼ଠାରେ ଏକ ନିର୍ବାଚନ ସଭାରେ କହିଛନ୍ତି।...

କରୋନା ସହ ଲଢିବାକୁ ଭାରତୀୟ ସେନାର ‘ଅପରେଶନ ନମସ୍ତେ’

ନୂଆଦିଲ୍ଲୀ,୨୭।୩: ଦେଶ ଏବେ ପ୍ରସ୍ତୁତ କରୋନା ଭାଇରସ ସହ ଲଢିବାକୁ। ସାରା ଦେଶରେ ଏବେ ୨୧ ଦିନ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ସାଧାରଣ...

କତାରରେ ବନ୍ଦୀ ଥିବା ୮ ଭାରତୀୟଙ୍କ ପୁନରୁଦ୍ଧାରକୁ ନେଇ ରହସ୍ୟ ଜାରି

ନୂଆଦିଲ୍ଲୀ,୧୦ ।୧୧: ଦୁଇ ମାସରୁ ଅଧିକ ସମୟ ଧରି ଭାରତୀୟ ନୌସେନାର ୮ ଅଧିକାରୀଙ୍କୁ ଗିରଫ କରାଯାଇଥିଲା । ଏବେ ସେମାନେ ନଜ ବନ୍ଦୀ ଅଛନ୍ତି...

ନାଗରିକତ୍ୱ ପ୍ରମାଣ ଲୋଡୁଥିବା ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀଙ୍କ ପାଖରେ ବି ନାହିଁ ନିଜର ଶିକ୍ଷା ଡିଗ୍ରୀର ପ୍ରମାଣ: ସୀତାରାମ ୟେଚୁରୀ

ନୂଆଦିଲ୍ଲୀ,୨।୧: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକତ୍ୱ ପଞ୍ଜିକା (ଏନ୍‌ଆର୍‌ସି) ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌) ନେଇ ସିପିଆଇ ମହାସଚିବ ସୀତାରାମ ୟେଚୁରୀ...

Advertisement
Archives

Model This Week