ମୁଖ୍ୟ ମନ୍ତ୍ରୀଙ୍କୁ ଭେଟିଲେ ଆଇଟିସି ଅଧ୍ୟକ୍ଷ

ଭୁବନେଶ୍ୱର,୩୦-୫: ଆଇଟିସି ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ ସଞ୍ଜୀବ ପୁରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶପଥ ଗ୍ରହଣ ଉତ୍ସବ ପରେ ସାକ୍ଷାତ କରିଛନ୍ତି। ବାତ୍ୟା ପ୍ରଭାବିତଙ୍କ ଲାଗି ଆଇଟିସି ପକ୍ଷରୁ ୫ କୋଟି ଟଙ୍କାର ଏକ ଚେକ୍‌ ମୁଖ୍ୟ ମନ୍ତ୍ରୀଙ୍କୁ ପୁରୀ ପ୍ରଦାନ କରିଛନ୍ତି। ପଞ୍ଚମଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ନବୀନଙ୍କୁ ସେ ଶୁଭେଛା ପ୍ରଦାନ କରିଛନ୍ତି। ସେହିଭଳି ରାଜ୍ୟ ସରକାର ବାତ୍ୟା ପ୍ରଭାବିତ ଲୋକଙ୍କର ପୁନର୍ବାସ ଏବଂ ଥଇଥାନ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିଥିବାରୁ ପୁରୀ ଏହାକୁ ପ୍ରଶଂସା କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ଆଇଟିସି ରାଜ୍ୟ ସରକାରଙ୍କୁ ଖାଦ୍ୟ ଏବଂ ଜରୁରୀ ଆବଶ୍ୟକତା ସାମଗ୍ରୀ ଯୋଗାଇ ଦେଇଥିଲା। ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ, ଆତିଥି ସେବା ଦିଗରେ କମ୍ପାନୀର ଯୋଜନା, ମାଲକାନଗିରି ଜିଲାରେ ସାମାଜିକ ସେବା ଓ ଜଙ୍ଗଲ ରକ୍ଷଣାବେକ୍ଷଣ ଦିଗରେ ଆଇଟିସିର ପୁଞ୍ଜିନିବେଶ ଉପରେ ସେ ଅବଗତ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଓ୍ବାଲିରେ ହୋମ୍‌ ଟାଉନର ଆକର୍ଷଣୀୟ ଅଫର

ଭୁବନେଶ୍ୱର,୨୦-୧୦(ବ୍ୟୁରୋ): ଫ୍ୟୁଚର ଗ୍ରୁପର ହୋମ୍‌ ସେଗ୍‌ମେଣ୍ଟ ଲାଇଫ ଷ୍ଟାଇଲ ଷ୍ଟୋର ‘ହୋମ୍‌ ଟାଉନ’ ପକ୍ଷରୁ ଦିଓ୍ବାଲି ପାଇଁ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି। ସ୍ଥାନୀୟ ସତ୍ୟନଗର...

ଜୁନ୍‌ରେ ୨୨ ଲକ୍ଷରୁ ଅଧିକ ଭାରତୀୟଙ୍କ ହ୍ବାଟସଆପ୍‌ ଆକାଉଣ୍ଟ୍‌ ନିଷିଦ୍ଧ…

ନୂଆଦିଲ୍ଲୀ, ୨।୮ : ଜୁନ ୨୦୨୨ରେ ହ୍ଟାଟସ୍‌ଆପ୍‌ ୨୨ ଲକ୍ଷରୁ ଅଧିକ ଭାରତୀୟଙ୍କ ଆକାଉଣ୍ଟକୁ ନିଷିଦ୍ଧ କରିଛି। ବ୍ୟବହାରକାରୀଙ୍କଠାରୁ ଆସିଥିବା ଅଭିଯୋଗ ଆଧାରରେ ଏବଂ ନୀତିକୁ...

ଚାକିରି ପାଇଁ ଆସିଥିବା ଝିଅକୁ ପ୍ରେମ ବିବାହ କରିଥିଲେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି: ଜାଣନ୍ତୁ ତାଙ୍କ ପ୍ରେମ କାହାଣୀ ସମ୍ପର୍କରେ…

ଆମାଜନର ପ୍ରତିଷ୍ଠାତା ତଥା ସିଇଓ ଜେଫ ବେଜୋସ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି । ଅଗଷ୍ଟ ୧୮ରେ ପ୍ରକାଶିତ ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ତାଙ୍କର...

ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ଲାଗି କେନ୍ଦ୍ର ପ୍ରତିଶ୍ରୁତିବଦ୍ଧ:ସୀତାରାମନ

ନୂଆଦିଲ୍ଲୀ,୧୩-୧୨: ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ରାଜ୍ୟଗୁଡିକୁ କ୍ଷତିପୂରଣ ପ୍ରଦାନ ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଗୁରୁବାର...

ଆଇଡିଏସ୍‌ ପକ୍ଷରୁ ମୁଖ ସ୍ବଚ୍ଛତା ଦିବସ

ଭୁବନେଶ୍ୱର,୪।୮: ବର୍ତ୍ତମାନ ସମୟରେ ମୁଖ ଗହ୍ବର ସ୍ବଚ୍ଛତା ଏବଂ ସୁସ୍ଥତା ବଜାୟ ରଖିବା ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦ୍ୱାରା ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌...

୪.୩୪ ଲକ୍ଷ କୋଟି ଋଣ କରିବେ ସରକାର

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୦-୨୧ର ଦ୍ୱିତୀୟାର୍ଦ୍ଧରେ କେନ୍ଦ୍ର ସରକାର ୪.୩୪ ଲକ୍ଷ କୋଟି ଟଙ୍କାର ଋଣ କରିବେ। କୋଭିଡ୍‌ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ସଙ୍କଟ...

ସେପ୍ଟେମ୍ବର ସୁଦ୍ଧା ନିଯୁକ୍ତି ହରାଇବେ ୪ କୋଟି

ମୁମ୍ବାଇ,୨୬।୪: ସରକାର ନିକଟରେ ଲକ୍‌ଡାଉନକୁ ଆଂଶିକ ଭାବେ ହଟାଇଛନ୍ତି। ଦେଶର ପ୍ରାୟ ୬୦% କମ୍ପାନୀ ଏବେ କାରବାର ଆରମ୍ଭ କରିବା ନେଇ ସ୍ଥିତି ସୁଧୁରିଛି ବୋଲି...

୬.୩ ଲକ୍ଷ କୋଟିର ବ୍ୟୟ ମଞ୍ଜୁରୀ ଲୋଡ଼ିଲା କେନ୍ଦ୍ର

ନୂଆଦିଲ୍ଲୀ: ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଅତିରିକ୍ତ ୬.୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବା ଲାଗି କେନ୍ଦ୍ର ସରକାର ମଞ୍ଜୁରୀ ଲୋଡ଼ିଛନ୍ତି। ଦ୍ୱିତୀୟ ଏବଂ ଅତିରିକ୍ତ...

Advertisement
Archives

Model This Week