ମାସରେ ଥରେ ଦୁଇ ଥର କରନ୍ତୁ ଏପରି ମନ ରହିବ ହାଲ୍‌କା…

ହସିବା ଦ୍ୱାରା ମନ ହାଲ୍‌କା ରହିବା ସହ ଶରୀର ସୁସ୍ଥ ରହିିଥାଏ। କିନ୍ତୁ ବେଳେବେଳେ କାନ୍ଦିବା ଦ୍ୱାରା ମଧ୍ୟ ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ। ବେଜିଂ ବିଶ୍ୱିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରୁ ଏହା ଜଣାପଡ଼ିଛି। ଆଖିରୁ ଲୁହ ବୋହି ଯିବା ଦ୍ୱାରା ମନ ହାଲ୍‌କା ହୋଇଯାଇଥାଏ। କାନ୍ଦିବା ଦ୍ୱାରା ମସ୍ତିଷ୍କ, ହୃଦୟ ସହିତ ଶରୀରର ଅନ୍ୟ ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଠିକ୍‌ ଭାବେ କାମ କରିିଥାଏ। ଲୁହରେ ଲୋସୋଜୋମ୍‌ ନାମକ ଏକ ତତ୍ତ୍ୱ ରହିଥାଏ। ଏହା କ୍ଷତିକାରକ ବ୍ୟାକ୍ଟେରିଆକୁ ନଷ୍ଟ କରେ। କାନ୍ଦିବା ସମୟରେ ଲୁହରେ ଆଡ୍ରୋକାର୍ଟିକୋଟ୍ରପିକ୍‌ ଏବଂ ଲିଉକିନ୍‌ ହରମୋନ୍‌ ବାହାରି ଯାଇଥାଏ। ଫଳରେ ମନରୁ ଚିନ୍ତା ଦୂର ହୋଇ ମିଳିଥାଏ ମାନସିକ ଶାନ୍ତି। ଆଖିର ଝିଲ୍ଲୀ ଶୁଷ୍କ ହୋଇଗଲେ ଆଖିର ପାୱାର କମିଯାଇଥାଏ । ମାତ୍ର କାନ୍ଦିବା ଦ୍ୱାରା ଏହି ଝିଲ୍ଲୀରେ ଆଦ୍ରତା ବୃଦ୍ଧି ପାଇ ଆଖିର ପାୱାର ବୃଦ୍ଧି ପାଇଥାଏ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକୁଟିଆ ଯାତ୍ରା କରୁଥିଲେ…

ନିର୍ଦ୍ଧାରିତ ସମୟ ପୂର୍ବରୁ ରିଜର୍ଭେଶନ କରନ୍ତୁ। ଏକୁଟିଆ କିମ୍ବା ପିଲାକୁ ସାଙ୍ଗରେ ନିଜ ଗାଡ଼ିରେ ନେଇଯାଉଥିଲେ ଦିନରେ ହିଁ ଯାତ୍ରା କରନ୍ତୁ। ଯାତ୍ରା ସମୟରେ ଯେତେ...

ସେବା ଓ ସର୍ଜନାର ଦୀପ୍ତି : କମଳା ଶତପଥୀ

ଜୀବନ ସଂଘର୍ଷ ଓ ଗତିଶୀଳତାର ଅନ୍ୟ ନାମ । ଆସ୍ପର୍ଦ୍ଧା ଓ ସ୍ବାଭିମାନ ଜୀବନକୁ ଗରିମା ମଣ୍ଡିତ କରେ । ମଣିଷ ଅସରନ୍ତି ସାମର୍ଥ୍ୟର ଉତ୍ସ...

ଲ୍ୟାବ୍‌ରେ ତିଆରି ହେଲା ମା’ କ୍ଷୀର …

ଓ୍ବାଶିଂଟନ,୨।୬: ଶିଶୁ ଜନ୍ମ ପରେ ମା’ କ୍ଷୀର ପିଇବା ଦ୍ୱାରା ଶାରୀରିକ ସହିତ ମାନସିକ ବିକାଶ ହୋଇଥାଏ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ...

ମ୍ୟାଙ୍ଗୋ ଫେସ୍‌ ପ୍ୟାକ

ଖରାଦିନେ ସହଜରେ ମିଳୁଥିବା ଆମ୍ବରୁ ପ୍ରସ୍ତୁତ କରନ୍ତୁ ଫେସପ୍ୟାକ। ଏହି ଫେସପ୍ୟାକକୁ ଖରାଦିନେ ବ୍ୟବହାର କଲେ ତ୍ୱଚାର ଚମକ ବଢ଼ିବା ସହିତ ତ୍ୱଚା ଅଧିକ ସୁନ୍ଦର...

ଫ୍ୟାଶନ ଟ୍ରେଣ୍ଡରେ ମଲ୍ଟି କଲର ଜୁଏଲେରୀ: ଜାଣନ୍ତୁ କ’ଣ ରହିଛି ଲାଟେଷ୍ଟ ଡିଜାଇନ

ନାରୀଙ୍କ ଗହଣରେ ଜୁଏଲେରୀର ଚାହିଦା ସବୁବେଳେ ରହିଆସିଛି। ଆଉ ସେହି ଚାହିଦାକୁ ଦେଖି ମାର୍କେଟ୍‌କୁ ଜୁଏଲେରୀର କେତେ ନୂଆ ନୂଆ କଲେକ୍‌ଶନ୍‌ ବି ଆସୁଛି। ଏଇ...

ସୋଢ଼ା ଡ୍ରିଙ୍କ୍ସ ନୁହେଁ, ଜାଣନ୍ତୁ ଖରାଦିନେ ଶୋଷ ମେଣ୍ଟାଇବାକୁ କ’ଣ ପିଇବେ…

ଖରାଦିନେ ଶୋଷ ମେଣ୍ଟାଇବାକୁ ଅନେକେ କୋଲ୍ଡ ଡ୍ରିଙ୍କ୍ସ ଅଥବା ସୋଢା ଡ୍ରିଙ୍କ୍ସ ପିଇବାକୁ ଭଲ ପାଇଥାନ୍ତି। କିନ୍ତୁ ଏହା ଶରୀର ପକ୍ଷେ ଆଦୌ ହିତକର ନୁହେଁ।...

ଅସନ୍ତୁଳିତ ଖାଦ୍ୟ ଓ ଡାଇବେଟିସ୍‌

ଆଜିକାଲି ଅସନ୍ତୁଳିତ ଖାଦ୍ୟ ଏବଂ ଜୀବନଶୈଳୀ ଡାଇବେଟିସ ବା ମଧୁମେହ ରୋଗ ସୃଷ୍ଟି କରିବାରେ ଅନେକାଂଶରେ ଦାୟୀ। ଅନେକ ସମୟରେ କେତେକ ଡାଇବେଟିସ ରୋଗୀ ନିଜର...

ବାରମ୍ବାର ଛିଙ୍କ ହେଉଥିଲେ

ପରିବେଶ ପ୍ରଦୂଷଣ ଯୋଗୁ ହେଉ ଅଥବା ଥଣ୍ଡା ପାଇଁ ଅନେକଙ୍କର ବାରମ୍ବାର ଛିଙ୍କ ହୋଇଥାଏ। ଫଳରେ କୌଣସି କାମରେ ମନ ଲାଗେନି କି କାହା ସହିତ...

Advertisement
Archives

Model This Week