Posted inଜାତୀୟ

ମାଲୟାଲମ୍‌ ଫିଲ୍ମ ନିର୍ମାତା ବାବୁ ନାରାୟଣନ୍‌ଙ୍କ ପରଲୋକ

ଥ୍ରିସୁର(କେରଳ),୩୦ା୬(ପି.ଟି.): ଜନପ୍ରିୟ ମାଲୟାଲମ୍‌ ଫିଲ୍ମ ନିର୍ମାତା ବାବୁ ନାରାୟଣନ୍‌ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୫୯ବର୍ଷ ହୋଇଥିଲା। ସେ କିଛିଦିନ ହେଲା କ୍ୟାନ୍‌ସର ପୀଡିତ ହୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ ପରିବାର ପକ୍ଷରୁ କୁହାଯାଇଛି। କିମ୍ବଦନ୍ତୀ ନିର୍ଦ୍ଦେଶକ ହରିହରନ୍‌ଙ୍କ ସହିତ ସେ ସହଯୋଗୀ ଭାବେ କାର୍ଯ୍ୟ କରିବା ସହିତ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ୧୯୮୯ରେ ସ୍ବାଧୀନ ଭାବେ ‘ଅନଘ’ରେ ପ୍ରଥମକରି ନିର୍ଦ୍ଦେଶନା ଦେଇଥିଲେ। ଏହାପରେ ସେ ଫିଲ୍ମ ନିର୍ମାତା ଅନିଲଙ୍କ ସହିତ ହାତ ମିଳାଇ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ଦୁଇ ଫିଲ୍ମ ନିର୍ମାତା ୧୯୯୦ ବେଳକୁ ମଲିଉଡ୍‌ରେ ସଫଳ ଯୋଡିଦାର ଭାବେ ଅନେକ ହିଟ୍‌ ଫିଲ୍ମ ପ୍ରସ୍ତୁତ କରି ଶ୍ରେଷ୍ଠତ୍ୱ ଅର୍ଜନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନାକୁ ହରାଇବା ପାଇଁ ‘ମେଗାପ୍ଲାନ୍‌’ ଉପରେ ଚର୍ଚ୍ଚା: ପ୍ରତିରକ୍ଷାମନ୍ତ୍ରୀଙ୍କ ଘରେ ବସିଲା ବୈଠକ

ନୂଆଦିଲ୍ଲୀ,୩।୪: ଦେଶରେ ମହାମାରୀ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଛି। ଶୁକ୍ରବାର ମୋଦିଙ୍କ ଭିଡିଓ ବାର୍ତ୍ତା ପରେ ଏହା ବିରୋଧରେ ମୁକାବିଲା ପାଇଁ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କର...

କାମ କରୁ ନ ଥିବା ଅଧିକାରୀଙ୍କୁ ଛୁଟି ଦେବେ ଗେହେଲଟ

ଜୟପୁର,୪।୧୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବେ ଭଷ୍ଟ୍ରାଚାରୀ ଓ କାମ ନ କରୁଥିବା ଅଧିକାରୀମାନଙ୍କୁ ଚାକିରିରୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୋଲିସ...

କ’ଣ ଚାଇନାର ରାଷ୍ଟ୍ରଦୂତଙ୍କ ସହ ନାଇଟ୍‌ କ୍ଲବ୍‌ରେ ଥିଲେ ରାହୁଲ? ପ୍ରଶ୍ନ ଉଠାଇଲେ ଭାଜପା ନେତା

ନୂଆଦିଲ୍ଲୀ,୩।୫: କାଠମାଣ୍ଡୁର ଏକ ନାଇଟ୍‌ କ୍ଲବରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପାର୍ଟି କରୁଥିବାର ଏକ ଭିଡିଓ ଭାଇରାଲ ହେଉଛି। ଏହାକୁ ନେଇ ଭାଜପା-କଂଗ୍ରେସ...

ଭାରତର ପ୍ରଥମ ଓସ୍କାର ବିଜେତାଙ୍କ ପରଲୋକ

ମୁମ୍ବାଇ, ୧୫।୧୦: କଷ୍ଟ୍ୟୁମ ଡିଜାଇନର୍‌ ତଥା ଭାରତର ପ୍ରଥମ ଓସ୍କାର ବିଜୟିନୀ ଭାନୁ ଅଥେୟାଙ୍କ ଗୁରୁବାର ପରଲୋକ ଘଟିଛି। ୯୧ ବର୍ଷୀୟ ଭାନୁ ଦୀର୍ଘ ଦିନ...

ଦିଲ୍ଲୀରେ ବଢିଲା ପ୍ରଦୂଷଣର ମାତ୍ରା

ନୂଆଦିଲ୍ଲୀ,୨୮।୧୦: ସମସ୍ତ ବାରଣ ସତ୍ତ୍ୱେ ବି ରାଜଧାନୀ ଦିଲ୍ଲୀରେ ରବିବାର ଲୋକେ ବାଣ ଫୁଟାଇ ପାଳନ କଲେ ଦୀପାବଳି। ଆଉ ଏହାର ଫଳ ସ୍ବରୂପ ସୋମବାର...

ଟି-ସିରିଜ୍‌ର ପରିଚାଳନା ନିର୍ଦ୍ଦେଶକଙ୍କ ବିରୋଧରେ ବଳାତ୍କାର ମାମଲା

ମୁମ୍ବାଇ,୧୬।୭: ଟି-ସିରିଜ୍‌ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଭୂଷଣ କୁମାରଙ୍କ ବିରୋଧରେ ବଳାତ୍କାର ମାମଲା। ମୁମ୍ବାଇର ଡିଏନ୍‌ ନଗର ପୋଲିସ ଥାନାରେ ଏନେଇ ଏକ ମାମଲା ରୁଜୁ...

ଫ୍ରାନ୍ସ୍‌-ସୌଦି-ବାହାରିନ୍‌ ଗସ୍ତରେ ମୋଦି: ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବେ

ନୂଆଦିଲ୍ଲୀ,୨୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଫ୍ରାନ୍ସ୍‌-ସୌଦି-ବାହାରିନ୍‌ ଗସ୍ତରେ ଯାଇଛନ୍ତି। ସେ ପ୍ରଥମେ ଫ୍ରାନ୍ସ ଗସ୍ତ କରିବେ। ଏହା ପରେ ସୌଦି ଏବଂ ବାହାରିନ୍‌ ଗସ୍ତରେ...

ଭାଜପା ବିଧାୟକଙ୍କ ଧମକ: ଯେଉଁ ଲୋକ ଭାଜପା ଭୋଟ ଦେଉନାହାନ୍ତି, ତାଙ୍କର ହେବ ଏମିତି ଅବସ୍ଥା

ହାଇଦ୍ରାବାଦ୍‌,୧୫।୨: ଉତ୍ତର ପ୍ରଦେଶରେ ଦୁଇଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏବେ ସମସ୍ତ ତୃତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାପୂର୍ବରୁ ଜଣେ...

Advertisement
Archives

Model This Week