ମାଲେସିଆ ଭାରତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅକ୍ଷମ: ମୋହାତିର୍‌ ମହମ୍ମଦ୍‌

କୁଆଲାଲମ୍ପୁର,୨୧।୧: ଭାରତ ମାଲେସିଆରୁ ପାମ୍‌ ଅଏଲ୍‌ ଆମଦାନୀ କରିବା ଉପରେ କଡ଼ା କଟକଣା ଜାରି କରିଛି। ତେବେ ଏହାକୁ ନେଇ ମାଲେସିଆ ପ୍ରଧାନମନ୍ତ୍ରୀ ମୋହାତିର୍‌ ମହମ୍ମଦ୍‌ ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି ଯେ, ଭାରତ ଭଳି ବୃହତ୍‌ ଅର୍ଥବ୍ୟବସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାଲେସିଆ ଭଳି ଛୋଟ ଦେଶ ସମ୍ପୂର୍ଣ୍ଣ ଅକ୍ଷମ। ତେବେ ମାଲେସିଆ ଏହାର ବିକଳ୍ପ ବ୍ୟବସ୍ଥା ଉପରେ ଚିନ୍ତା କରିବ। ମାଲେସିଆ ଭାରତକୁ ପାମ୍‌ ଅଏଲ୍‌ ରପ୍ତାନୀ କରିଥାଏ। ତେବେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଏବଂ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ମାଲେସିଆ ପକ୍ଷରୁ ଭାରତକୁ କଡ଼ା ସମାଲୋଚନା କରାଯାଇଥିଲା। ଏହାପରେ ଭାରତ ପକ୍ଷରୁ ପାମ୍‌ ଅଏଲ୍‌ ଆମଦାନୀ ଉପରେ କଟକଣା ଜାରି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦେବଦୂତ ସାଜିଲେ ଡେଲିଭରୀ ବୟ

ବେଜିଂ,୨୩।୭-ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ ମହିଳାଙ୍କ ପାଇଁ ଦେବଦୂତ ସାଜିଛନ୍ତି କିଛି ଡେଲିଭରୀ ବୟ। ଫଳରେ ମହିଳାଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। ଏପରି ଘଟଣା...

୨୪ ଘଣ୍ଟାରେ ୧୦ ଥର ନେଲେ କରୋନା ଡୋଜ୍‌…

ଓ୍ବିିଲିଂଣ୍ଟନ୍‌, ୧୨।୧୨: ଥରେ ନୁହେଁ ଦୁଇଥର ନୁହେଁ। ଲାଗ ଲାଗ ୧୦ ଥର କରୋନା ଡୋଜ୍‌ ନେଇଛନ୍ତି ନ୍ୟୁଜିଲାଣ୍ଡର ଜଣେ ବ୍ୟକ୍ତି। ସେ ୨୪ ଘଣ୍ଟାରେ...

ଚାଇନା ପରେ ସ୍ପେନକୁ ବ୍ୟାପିଲା କରୋନା ଭାଇରସ୍‌: ହୋଟେଲରେ ଫସିଲେ ଶତାଧିକ ଲୋକ

ମାଦ୍ରିଦ୍‌,୨୬।୨: ସାରା ବିଶ୍ବରେ କରୋନା ଭାଇରସ୍‌ ଏବେ କାୟା ବିସ୍ତାର କରି ଚାଲିଛି। ପ୍ରଥମେ ଚାଇନାର ଉହାନ ସହରରୁ ସୃଷ୍ଟ ଏହି ଭାଇରସ୍‌ ସଂକ୍ରମଣ ଏବେ...

ଯୁଦ୍ଧଠୁ କମ୍‌ ନୁହେଁ ପ୍ରତିଦ୍ୱନ୍ଦ୍ୱିତା

ନ୍ୟୁୟର୍କ,୯ା୫: ୧୯୬୧ରେ ସୋଭିଏଟ ସଂଘ ମହାକାଶକୁ ପ୍ରଥମଥର ପାଇଁ ମଣିଷ ପଠାଇବା ପରେ ଆମେରିକାର ଆମତ୍ବିଶ୍ୱାସ ଉପରେ ବିଦ୍ୟୁତ୍‌ ଆଘାତ ଭଳି ଝଟକା ଲାଗିଥିଲା। ଏବେ...

ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଆମେରିକା ପ୍ରବେଶ ନେଇ ଚାଇନାର ଚେତାବନୀ, ଏଠାରେ ଚଳିବନି ନାଟୋ ନୀତି…

ବେଜିଂ/ଓ୍ବାଶିଂଟନ,୨୧।୩ : ଭାରତ ମହାସାଗର ଏବଂ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଆମେରିକାର ପ୍ରବେଶକୁ ଚାଇନା ବିରୋଧ କରିଛି। ଚାଇନା କହିଛି ୟୁରୋପରେ ନାଟୋର ବିସ୍ତାରବାଦୀ ନୀତି...

ବାଇଡେନ, ହାରିସଙ୍କ ହେବ କରୋନା ଟେଷ୍ଟ

ଓ୍ବାଶିଂଟନ୍‌,୨୫।୮: କରୋନା ସଙ୍କଟ ମଧ୍ୟରେ ଆମେରିକାରେ ନଭେମ୍ବର ୩ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଏବେଠାରୁ ରାଜନୈତିକ ହଲଚଲ ଆରମ୍ଭ ହୋଇଗଲାଣି। ତେବେ ରାଷ୍ଟ୍ରପତି...

ଡ୍ରାଗନ୍‌ର ଭାରତ ବିରୋଧୀ ଅସ୍ତ୍ର

ନୂଆଦିଲ୍ଲୀ/ବେଜିଂ,୧୨ା୩:ବିସ୍ତାରବାଦୀ ଚାଇନା ସହ ଭାରତର ସୀମା ବିବାଦ ସର୍ବ ବିଦିତ। ଅନେକ ସମୟରେ ଦୁଇ ପଡ଼ୋଶୀ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମତଭେଦ ଲାଗି ରହିଥାଏ।...

ଇମ୍ରାନ ଖାଁଙ୍କ ସମ୍ପର୍କୀୟ ଗିରଫ, ପୂର୍ବତନ ପ୍ରଧାନମନ୍ତ୍ରୀ କହିଲେ ଗିରଫ ନୁହେଁ ଅପହରଣ

ଇସଲାମାବାଦ,୧୦ ।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଜଣେ ନିକଟ ସମ୍ପର୍କୀୟଙ୍କୁ ମଙ୍ଗଳବାର ଗିରଫ କରାଯାଇଛି । ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ସାକ୍ଷାତ୍‌କାର...

Advertisement
Archives

Model This Week