ମାନିଲା ପାକିସ୍ତାନ: ଜମ୍ମୁ-କଶ୍ମୀର ଭାରତର

ନୂଆଦିଲ୍ଲୀ,୧୦।୯: ଶେଷରେ ପାକିସ୍ତାନ ମାନିଛି ଯେ ଜମ୍ମୁ-କଶ୍ମୀର ହେଉଛି ଭାରତର ରାଜ୍ୟ। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେସି ଜେନେଭାରେ କଶ୍ମୀରକୁ ନେଇ ଭାରତକୁ ଟାର୍ଗେଟ କରିବାକୁ ଉଦ୍ୟମ କରିଛନ୍ତି। ହେଲେ ସତ୍ୟ କ’ଣ ତାହା ତାଙ୍କ ମୁହଁରୁ ଆପଣାଛାଏଁ ବାହାରି ଆସିଛି। ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେବା ସମୟରେ କ୍ୟୁରେସି କହିଛନ୍ତି ଜମ୍ମୁ-କଶ୍ମୀର ଭାରତର ରାଜ୍ୟ। ତେବେ କ୍ୟୁରେସି କହୁ କହୁ କହି ଦେଇଥିଲେ କି ଭାରତ କହୁଛି ଜମ୍ମୁ-କଶ୍ମୀରରେ ସ୍ଥିତି ସ୍ବାଭାବିକ ରହିଛି। ହେଲେ ବିଦେଶୀ ଗଣମାଧ୍ୟମ, ବିଦେଶୀ ସଂସ୍ଥା, ସିଭିଲ ସୋସାଇଟିକୁ ଭାରତର ରାଜ୍ୟ ଜମ୍ମୁ-କଶ୍ମୀରକୁ କାହିଁକି ଯିବାକୁ ଦିଆଯାଇ ନାହିଁ। ଏହିଠାରେ ହିଁ ସେ ଜମ୍ମୁ-କଶ୍ମୀର ଭାରତର ରାଜ୍ୟ ବୋଲି କହିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲିକାଟୁ ପ୍ରତିଯୋଗୀତା ସମୟରେ ଜଣଙ୍କର ମୃତ୍ୟୁ, ୮୦ ଆହତ

ମଦୁରାଇ,୧୫ ।୧: ତାମିଲନାଡୁ ମଦୁରାଇର ଅଭନିୟାପୁରମରେ ଅନୁଷ୍ଠିତ ହୋଇଥିବା ଜାଲିକାଟୁ ପ୍ରତିଯୋଗୀତାରେ ଶୁକ୍ରବାର ଜଣଙ୍କର ମୃତ୍ୟୁ ହେବା ସହ ୮୦ ଆହତ ହୋଇଥିବା ସୂଚନା ମିଳିଛି...

ହିଂସା ପରେ ଜାମା ମସ୍‌ଜିଦ୍‌ରେ ପ୍ରଥମ ଶୁକ୍ରବାର ପ୍ରାର୍ଥନା: ଦିଲ୍ଲୀ ପୋଲିସ ପାଇଁ ପରୀକ୍ଷାର ଦିନ

ନୂଆଦିଲ୍ଲୀ,୨୮।୨: ଗତ କିଛି ଦିନରୁ ଦିଲ୍ଲୀର ଉତ୍ତର-ପୂର୍ବ ଅଞ୍ଚଳରେ ହୋଇଥିବା ହିଂସାକାଣ୍ଡ ପରେ ଶୁକ୍ରବାର ପ୍ରଥମ ପ୍ରାର୍ଥନା ଅନୁଷ୍ଠିତ ହେବ। ସେହି ସମୟରେ ଆଇନ୍‌ ବ୍ୟବସ୍ଥାକୁ...

ନ ସୁଧୁରିଲେ ଚିଦାମ୍ବରମ୍‌ଙ୍କ ଭଳି ଦଶା ଭୋଗିବ

ବଲିଆ,୧୬ା୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁଧୁରିଯାଆନ୍ତୁ। ନଚେତ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ଭଳି ଦଶା ଭୋଗିବେ ବୋଲି ରବିବାର ଭାଜପା ନେତା ସୁରେନ୍ଦ୍ର...

ଜିନପିଙ୍ଗଙ୍କୁ ଭେଟିବାକୁ ଜେଲେନସ୍କି ଆଗ୍ରହୀ: ୟୁକ୍ରେନ ଆସିବାକୁ କଲେ ଆମନ୍ତ୍ରଣ…

କିଭ୍‌,୨୯।୩ : ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ଭେଟିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସେ ୟୁକ୍ରେନ ଗସ୍ତ କରିବାକୁ ଜିନପିଙ୍ଗଙ୍କୁ...

ବିଲ ମଝିରେ ଭୟଙ୍କର ଘୂର୍ଣ୍ଣିଝଡ଼, ଲୋକେ ଆତଙ୍କିତ

ଗୁଆହାଟି,୮ା୫: ଆସାମର ବାରପେଟା ଜିଲାରେ ପ୍ରକୃତିର ଭୟଙ୍କର ରୂପ ଦେଖିବାକୁ ମିଳିଛି। ହଠାତ୍‌ ବିଲ ମଝିରେ ଭୟଙ୍କର ଘୂର୍ଣ୍ଣିଝଡ଼ ସୃଷ୍ଟି ହେବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।...

ସର୍ବ ପୁରାତନ ମାମଲାର ଫଇସଲା ଦେଲେ ହାଇକୋର୍ଟ…

କୋଲକାତା,୧୬।୧ : କୋଲକାତା ହାଇକୋର୍ଟରେ ଦେଶର ସର୍ବ ପୁରାତନ ମକଦ୍ଦମାର ଫଇସଲା ୭୨ ବର୍ଷ ପରେ ପ୍ରଦାନ କରି ଏହାକୁ ଶେଷ କରିଛନ୍ତି। କୌତୁହଳର ବିଷୟ,...

ଦୃଷ୍ଟିଶକ୍ତି ହରାଇଲେଣି ୧୪ ଜଣ

ନୂଆଦିଲ୍ଲୀ/ସୁରଟ, ୮।୫: କରୋନା ମହାମାରୀରୁ ଆରୋଗ୍ୟ ହେବା ପରେ ସଂକ୍ରମିତଙ୍କଠାରେ ବ୍ଲାକ୍‌ ଫଙ୍ଗସ୍‌ ବା ମୁକୋରମାଇକୋସିସ୍‌ ଭଳି ମାରାତ୍ମକ ରୋଗର ଲକ୍ଷଣ ଦେଖିବାକୁ ମିଳିଛି। ଦିଲ୍ଲୀ...

ଆତଙ୍କବାଦୀ ଆକ୍ରମଣ ଯୋଜନା: ପ୍ରୟାଗରାଜରୁ ଗିରଫ ହେଲେ ଓସାମାଙ୍କ ଚାଚା

ନୂଆଦିଲ୍ଲୀ,୧୮ ।୯: ଦେଶରେ ଆତଙ୍କବାଦୀ ଆକ୍ରମଣ ଯୋଜନା ସମ୍ପର୍କରେ ଜଣାପଡିବା ପରେ ଦିଲ୍ଲୀ ପୋଲିସ ହୁମୈଦ ଉର ରହମାନଙ୍କୁ ଖୋଜୁଥିଲା । ଶେଷରେ ଶୁକ୍ରବାର ତାଙ୍କୁ...

Advertisement
Archives

Model This Week